Movie prime

ଦିନ ଥିଲା ସ୍ତ୍ରୀ କୁ ଧରି ରିଲ କରୁଥିଲା ଏବେ ସେଇ ସ୍ତ୍ରୀ ଧୋକା ଦେଇ ଗଲା ପରେ ପାଗଳ ହେଇଗଲା ସ୍ଵାମୀ...

 
Sbsbsb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଠ ବର୍ଷ ବିବାହ ବନ୍ଧନ ରେ ରହିବା ପରେ ସ୍ଵାମୀ ଙ୍କୁ ଛାଡି ଚାଲିଗଲେ ସ୍ତ୍ରୀ।ଏବେ ସ୍ଵାମୀ ପାଲଟି ଯାଇଛନ୍ତି ଦେବଦାସ।ନିଜ ସ୍ତ୍ରୀ ଙ୍କୁ ପାଇବା ପାଇଁ ପାଗଳ ପରି ଘୁରି ବୁଲୁଛନ୍ତି ସ୍ଵାମୀ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ପରସୀଙ୍ଗା ପଞ୍ଚାୟତ ରେ।ସେଠାରେ ଅନିତା ନାମକ ଜଣେ ମହିଳା ନିଜ ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କ ସହିତ କେଉଁ ଆଡେ ଚାଲି ଯାଇଛନ୍ତି।ଏବେ କହୁଛନ୍ତି କି ମୁ ପ୍ରଥମେ ବିବାହ କରି ନ ଥିଲି।କେବଳ ତାଙ୍କ ସହିତ ରହୁ ଥିଲି।ଯାହାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଭାଗିରଥି ଙ୍କ ଝିଅ ହେଉଛନ୍ତି ଅନିତା।ଯିଏ କି ଗାଁ ରୁ ଯାଇ ବାଙ୍ଗାଲୋର ରେ କାମ କରୁଥିଲେ।ସେଠାରେ ତାଙ୍କର ଦେଖା ହୋଇଥିଲା ସୁମିତ ଙ୍କ ସହିତ।ଉଭୟ ପରସ୍ପର ଙ୍କୁ ଖୁବ୍ ଭଲ ପାଉ ଥିଲେ।ସୁମିତ ଙ୍କ ପରିବାର ରେ କେବଳ ତାଙ୍କ ମା ଥିଲେ।ମା ପୁଅ ଖୁସି ରେ ରହୁଥିଲେ।ଅନିତା ଙ୍କ ପରିବାର ଲୋକେ ଏ କଥା ଜାଣିବା ପରେ ସେମାନେ ସୁମିତ ଓ ଅନିତା ଙ୍କ ବିବାହ କରାଇ ଦେଇଥିଲେ।ବିବାହ ର ଏବେ ଆଠ ବର୍ଷ ବିତି ଯାଇଛି।
ହେଲେ ବର୍ତ୍ତମାନ ସମୟ ରେ ଅନିତା ଙ୍କ ଜୀବନ ରେ ଅନ୍ୟ ଜଣେ ପୁରୁଷ ଆସି ଯାଇଛନ୍ତି।ସେ ପର ପୁରୁଷ ଙ୍କ ପ୍ରେମ ରେ ପଡ଼ି ତାଙ୍କ ସହିତ ଚାଲି ଯାଇଛନ୍ତି।
Jssh
ଏବଂ ଫୋନ୍ କରି କହୁଛନ୍ତି କି ସେ ମୋ ସ୍ଵାମୀ ନୁହେଁ।ସେ କେବଳ ମୋତେ ସିନ୍ଦୂର ପିନ୍ଧାଇ ଥିଲା। କୌଣସି ମନ୍ଦିର କି କୋର୍ଟ ରେ ଆମର ବିବାହ ହୋଇନି।ମୁଁ ଆଠ ବର୍ଷ ହେବ କେବଳ ସେମିତି ତା ପାଖରେ ରହୁଥିଲି।ତାଙ୍କର ଏହି କଥା କୁ ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଯାହା କୁ ପ୍ରେମ କରି ବିବାହ କରିଥିଲେ ଶେଷ ରେ ତାଙ୍କ ନାମ ରେ ଏପରି କହିବାକୁ ମହିଳା ଙ୍କୁ ଟିକେ ହେଲେ ବି ଲଜ୍ଜା ଲାଗି ନାହିଁ।
Hejej
ଅନ୍ୟ ପଟେ ଏବେ ସୁମିତ ପାଗଳ ପରି ହେଉଛନ୍ତି।ନିଜ ସ୍ତ୍ରୀ କୁ ସେ ବହୁତ ଭଲ ପାଉଥିଲେ।ନିଜ ପ୍ରେମ କୁ ପାଇବା ପାଇଁ ସେ ସମୟ ରେ ବହୁତ କଷ୍ଟ କରିଥିଲେ।
ଏବେ ବି ସେ ଚାହୁଁଛନ୍ତି କି ତାଙ୍କ ଅନିତା ତାଙ୍କ ପାଖକୁ ଚାଲି ଆସନ୍ତୁ।କିନ୍ତୁ ଏହା ସମ୍ଭବ ହୋଇ ନ ପାରେ।ତାଙ୍କ ସ୍ତ୍ରୀ ସିଧାସଳଖ ଆଉ ଫେରିବା ପାଇଁ ମନା କରି ଦେଇଛନ୍ତି।ଯେଉଁଥିପାଇଁ ଏବେ ସୁମିତ ବହୁତ କାନ୍ଦୁଛନ୍ତି।ତାଙ୍କ ସ୍ତ୍ରୀ ଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.