Movie prime

ଗାମୁଛା ପିନ୍ଧି ନିଜ ପ୍ରେମିକା ସହ ଅନୈତିକ ସମ୍ପର୍କ ରଖିଲା ବେଳେ ହଠାତ୍ ଘଟିଗଲା ଏମିତି ଘଟଣା..

 
Hhj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hnn
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ସ୍ବାମୀ ପ୍ରେମିକ ସହିତ ସେ-କ୍ସ କରୁଥିବା ସମୟରେ ସ୍ତ୍ରୀ ଧରି ପକେଇଥିଲା। ସ୍ବାମୀ ନାଁ ହେଉଛି ଶସେଷ୍ଟର ନାଗ ଯିଏ କି ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଟେ। ଆଉ ଯାହାର ମାସିକ ଦରମା ହେଉଛି ଲକ୍ଷ ଲକ୍ଷ ଟଙ୍କା।
ଶସେଷ୍ଟର ନାଗଙ୍କ ସ୍ତ୍ରୀ ହେଉଛନ୍ତି ରଚନା ସିଂ। ଏହି କାହାଣୀ ଆରମ୍ଭ ହୋଇଥିଲା ୨୦୨୦ ମସିହାରୁ। ପ୍ରଥମ ଦେଖାରୁ ହିଁ ଶସେଷ୍ଟର ଇଞ୍ଜିନିୟର ରଚନାକୁ ଭଲ ପାଇ ବସିଥିଲା। ଆଉ ରଚନା ମଧ୍ୟ ଶସେଷ୍ଟରର ପ୍ରେମକୁ ମନା କରିନଥିଲା। 
Eg
କାରଣ ଶସେଷ୍ଟର ଜଣେ ଭଲ ପିଲା ଥିଲା ଆଉ ତା ହତାରେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ଗୋଟେ ଚାକିରୀ ଥିଲା। ୨୦୨୧ ମସିହାରେ ଶସେଷ୍ଟର ଓ ରଚନା ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏବଂ ଦୁଇ ପରିବାରର ସହମତିରେ ବୈଦିକ ରୀତିନୀତିରେ ବିବାହ ମଧ୍ୟ ସଂପୂର୍ଣ୍ଣ ହୋଇଥିଲା।
ବେଶ ହସଖୁସିରେ ମଧ୍ୟ ପାରିବାର ଚାଲୁଥିଲା। ଉଭୟଙ୍କର ଏକ ସନ୍ତାନ ମଧ୍ୟ ହୋଇଥିଲା। ଦେଖୁ ଦେଖୁ ଉଭୟଙ୍କ ବିବାହକୁ ମଧ୍ୟ ତିନିବର୍ଷ ବିତି ଯାଇଥିଲା। କିନ୍ତୁ ଏବେ ଏହି ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନ୍ୟ ଜଣେ ଯୁବତୀ ଆସିଥିଲା। 
ଆଉ ସେ ଥିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ତଳ ପୋଷ୍ଟରେ କାମ କରୁଥିବା ଜଣେ ଜୁନିୟର ଇଞ୍ଜିନିୟର ଯୁବତୀ। ଜୁନିୟର ଇଞ୍ଜିନିୟର ଯୁବତୀ ଜଣକ ଶସେଷ୍ଟର ଵିଵାହ କରିଥିବା ଜାଣି ମଧ୍ୟ ଲାଇନ ମାରିଥିଲା। ଯୁବତିଙ୍କ ସହିତ ହୋଟେଲ ଓୟ ଯାଇ ଅନୈତିକ ସମ୍ପର୍କ ମଧ୍ୟ ରଖିଥିଲା ଶସେଷ୍ଟର।
ଯାହାଫଳରେ ସ୍ତ୍ରୀ ପୋଲିସ ଡ଼ାକି ସ୍ୱାମୀର ଅସଲ ମୁଖା ଖୋଲି ଦେଇଥିଲା। ଆଉ ପରେ ହାଇଦ୍ରାବାଦ ପୋଲିସ ବର୍ତ୍ତମାନ ଆସିଷ୍ଟାଣ୍ଟ ଇଞ୍ଜିନିୟର ସସେଷ୍ଟର ନାଗ ଜୁନିୟର ଇଞ୍ଜିନିୟର ଯୁବତୀଙ୍କୁ ଗରିଫ କରି କୋର୍ଟ ଚାଲଣ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.