Movie prime

ଘରଭଡା ଦେଇଥିବା ଯୁବକ ସହ..ଅନବରତ ଦେହ ସୁଖ ରେ ବ୍ୟସ୍ତ ମହିଳା..

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇ ସାରିଛି।କିଛି ବ୍ୟକ୍ତି ମାନେ ବିବାହ କରି ମଧ୍ୟ ଅନ୍ୟ ଯୁବତୀ ଙ୍କ ସହିତ ସମ୍ପର୍କ ରଖୁଛନ୍ତି।ସେମାନେ ଥରେ ହେଲେ ବି ନିଜ ପରିବାର ନିଜ ସ୍ତ୍ରୀ କଥା ଭାବୁ ନାହାନ୍ତି।
କେବଳ କିଛି ଟଙ୍କା ପାଇଁ ନିଜକୁ ଅନ୍ୟ ମହିଳା ଙ୍କ ପାଖରେ ବିକ୍ରୀ କରି ଦେଉଛନ୍ତି।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।
Yh
ଟଙ୍କା ଲୋଭ ରେ ଗୋଟିଏ ଦର ବୁଢ଼ୀ କୁ ବାହା ହେଲେ ଯୁବକ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ତେବେ ଏହି ଘଟଣା ଟି କେଉଁ ସ୍ଥାନ ର ତାହା ସମ୍ବନ୍ଧ ରେ କୌଣସି ସୂଚନା ମିଳି ପାରି ନାହିଁ।ସୂଚନା ଅନୁସାରେ ୨୫ ବର୍ଷୀୟ ଏହି ଯୁବକ ଗତ କିଛି ଦିନ ତଳେ ୨୧ ବର୍ଷୀୟ ଯୁବତୀ ଙ୍କୁ ବିବାହ କରି ଥିଲେ।
ବିବାହ ର କିଛି ଦିନ ପରେ ଯୁବକ ଜଣକ ନିଜ ପତ୍ନୀ ଙ୍କୁ ଆଣି ଭଡ଼ା ଘରେ ରଖିଥିଲେ।ଯୁବକ ଙ୍କ କିଛି ରୋଜଗାର ନ ଥିବାରୁ ତାଙ୍କ ସ୍ତ୍ରୀ ତାଙ୍କ ସହିତ ସବୁବେଳେ ଝଗଡ଼ା କରୁ ଥିଲେ।
ଯୁବତୀ ଜଣକ ରାଗି ନିଜ ଘର ଛାଡ଼ି ପଳାଇ ଥିଲେ।ଅନ୍ୟ ପଟେ ଯୁବକ ଜଣକ ଘର ର ଭଡ଼ା ମଧ୍ୟ ଦେଇ ପାରୁ ନ ଥିଲେ।ଏହାର ସୁଯୋଗ ନେଇ ଥିଲେ ଘର ର ମାଲିକାଣୀ।ତାଙ୍କର ଖରାପ ନଜର ଏହି ଯୁବକ ଙ୍କ ଉପରେ ରହିଥିଲା।
Hh
ସେ ତାଙ୍କୁ କହିଥିଲେ କି ତମର ଘର ଭଡ଼ା ଦେବା ଦରକାର ନାହିଁ।ତମେ ମୋତେ ବିବାହ କରି ନିଅ।ତମ ସ୍ତ୍ରୀ ଆଉ ଫେରିବ ନାହିଁ।ଏହା ଶୁଣି ଟଙ୍କା ପାଇଁ ଯୁବକ ଜଣକ ସେହି ଦର ବୁଢ଼ୀ ମାଲିକାଣୀ ଙ୍କୁ ବିବାହ କରି ଦେଇଥିଲେ।
ହେଲେ ଏହି ସମୟ ରେ ଆସି ପହଞ୍ଚି ଯାଇଥିଲେ ଯୁବକ ଙ୍କ ପ୍ରଥମ ପତ୍ନୀ।ସେ ଯୁବକ ଙ୍କ ନିକଟରେ ଭୁଲ ମାଗି ତାଙ୍କ ସହିତ ରହିବା ପାଇଁ କହିଥିଲେ।
ହେଲେ ଏଥିରେ ଯୁବକ ଜଣକ ରାଜି ହେଲେ ନାହିଁ।ସେ ଦର ବୁଢ଼ୀ ସହିତ ରହିବେ ବୋଲି କହିଥିଲେ।ଏ କଥା ଶୁଣି ସାରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.