Movie prime

ଶାବଳ ରେ ପଛମୁଣ୍ଡ କୁ ପକେଇ ମା-ରି-ଦେଲା ଯୁବକ କୁ..ଓଲଟା କହୁଚି ମା-ରି-ଦେଲି କଣ ମୋର ତାଡ଼ିବ ତମେ..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମା କୋଳ ଆଜି ଶୂନ୍ୟ ହୋଇଯାଇଛି।ପୁଅକୁ ହରାଇ ମେଡିକାଲ ବାରଣ୍ଡା ରେ ବସି ଗୁମୁରି ଗୁମୁରି କାନ୍ଦୁଛି ମା।
ବିକଳ ହୋଇ ପୁଅକୁ ଖୋଜୁଛି।ସେପଟେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମେଡିକାଲ ବେଡ ରେ ମରି ପଡ଼ିଛି ପୁଅ।ସ୍ବାମୀ ଯିବା ପରେ ଦୁଇ ଦୁଇଟି ପିଲାଙ୍କୁ କେତେ କଷ୍ଟ ରେ ଛୋଟ ରୁ ବଡ଼ କରିଥିଲେ।
Th
ବଡ଼ ହେବା ପରେ ମା ର ଟିକେ ଦୁଃଖ ଯାଇଥିଲା।ଯାହା ଯେମିତି ହେଉଥିଲା ଦୁଃଖେ କଷ୍ଟେ ପରିବାର ଚଳୁଥିଲା।ହେଲେ ଦଇବ ସେତିକି ବି ସହି ପାରିଲେ ନାହିଁ।ମା ଆଖି ଆଗରେ ତାର ପୁଅକୁ ପାଖରୁ ଛଡ଼ାଇ ନେଲା।
ଆଜି ସକାଳେ ପୁଅଟି ଡିୟୁଟି ଆସିବ ବୋଲି ମା ତାକୁ ଖୁଆଇ ପିଆଇ ପଠେଇଲେ।ଭଲ ରେ ଖାଇବା ପାଇଁ କହିଥିଲେ।ଏହା ଥିଲା ମା ଓ ପୁଅଙ୍କର ଶେଷ ଦେଖା।କିଛି ସମୟ ପରେ ମା ଆସି ଦେଖିଲା ବେଳକୁ ତାଙ୍କ ପୁଅ ଆଉ ଦୁନିଆରେ ନାହିଁ।
Bh
ସବୁଦିନ ପରି ଆଜି ମଧ୍ୟ ପୁଅ ଖାଇ ପିଇ ଡିୟୁଟି ରେ ବାହାରି ଆସିଥିଲା।ହେଲେ ଡିୟୁଟି କୁ ଆସି ଘର କୁ ଫେରିଲା ପୁଅର ମୃ-ତ-ଦେ-ହ।ଏହି ଘଟଣା ଟି ଗଜପତି ଜିଲ୍ଲା ରେ ଦେଖିବାକୁ ମିଳିଛି।
ଜଣେ ନିରୀହ ଯୁବକ ଙ୍କୁ କାଠ ଫାଳିଆ ରେ ପିଟି ପିଟି ତାର ଜୀବନ ନେଇ ଯାଇଛନ୍ତି ଜଣେ ବ୍ୟକ୍ତି।ଆଉ ଲୋକମାନେ ଧରିଲା ପରେ ନିଜ ଦୋଷ ତ ମାନିବା ଦୂରର କଥା ସେ କଥା ଭୁଲି ଯିବାପାଇଁ ଲୋକ ମାନଙ୍କୁ କହୁଛନ୍ତି।
କେତେ ନିଷ୍ଠୁର ଏ ମଣିଷ।ବିଚାର ପିଲାଟିକୁ ମାରିଦେଇ ଆଜି ଗୋଟେ ସୁନା ର ସଂସାର କୁ ଉଜାଡି ଦେଇ ଦାଦାଗିରି ଦେଖାଉ ଛନ୍ତି ବ୍ୟକ୍ତି ଜଣଙ୍କ।ମୋହନା ବଜାର ରେ ଥିବା ଜଗନ୍ନାଥ ମୋବାଇଲ ନାମକ ଏକ ଦୋକାନ ରେ ଭକ୍ତ ବନ୍ଧୁ ନାୟକ ନାମକ ଜଣେ ଯୁବକ ଏଠାରେ ଆସି କାମ କରୁଥିଲେ।
ଯୁବକ ଜଣଙ୍କ ଟିକେ ସମୟ ପାଇଁ ବାହାରେ ଆସି ମୋବାଇଲ ଦେଖୁଥିଲେ।ହେଲେ ହଠାତ୍ ନୀଳାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ କୁ କାଠ ଫାଳିଆ ପଛ ପଟୁ ଆକ୍ରମଣ କରିଥିଲେ ଯାହାଫଳରେ ଯୁବକ ଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ବେଳେ ସେଇଠି ଚେତା ହରାଇ ଦେଇଥିଲେ।
ଏହାକୁ ଦେଖି ସ୍ଥାନୀୟ ଲୋକମାନେ ହସ୍ପିଟାଲ ନେଇ ଯାଇଥିଲେ।କିନ୍ତୁ ସେଠାରେ ଯୁବକ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ତାଙ୍କର ମୃ-ତ୍ୟୁ ହେଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.