Movie prime

ଯାତ୍ରା ଛୁଙ୍କ : ଆଜି ଜମା ରୁ ମୋ ଦେହ ରେ ହାତ ମାରନି

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସୋସିଆଲ ମିଡିଆରେ ଓଲିଉଡ ଜଗତକୁ ନେଇ, ବଲିଉଡ ଜଗତକୁ ନେଇ ଏବଂ
 ଯାତ୍ରା ଜଗତକୁ ନେଇ ଆସିଥିବା ଖବର ବିଷୟରେ ଆପଣମାନେ ଜାଣିଥିବେ । ଅନେକ ପ୍ରକାରର ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ପାଇପାରିବେ । ଆପଣମାନେ ସମସ୍ତେ ତ ଯାତ୍ରା ଦେଖିବାକୁ ଭଲ ପାଇଥାନ୍ତି ।
ଏବେ ସୋସିଆଲ ମିଡିଆରେ ଆପଣମାନେ ଏବେ ଏକ ଭିଡିଓ ଦେଖିବେ ଯାହା ଦେଖିଲେ ଆପଣ ହସି ହସି ଗଡ଼ିଯିବେ । ଆପଣମାନେ ଦେଖିଥିବେ ସବୁ ଯାତ୍ରା ଜଗତର ନାଟକରେ କମେଡି ଥାଏ । ଆଉ କମେଡି ବିନା ନାଟକ ଭଲ ଲାଗେ ନାହିଁ ।
Special Report
ନାଟକ ଭଲ ହେବା ପାଇଁ ବା ଲୋକମାନେ ଏଥିରେ ଭଲ ଭାବ ଆଣିବା ପାଇଁ କମେଡି ସିନ ରଖାଯାଏ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଗୋଟିଏ ନାଟକର କମେଡି । 
ଆପଣମାନେ ଦେଖିପାରିବେ ଏହି କମେଡି । ଏହି କମେଡିରେ ଜଣେ ବୃଦ୍ଧ ବ୍ୟକ୍ତି ଏବଂ ଜଣେ ଯୁବତୀ ଆଉ ଜଣେ ଯୁବକଙ୍କୁ ଦେଖିବାକୁ ମିଳୁଛି । ଏହି ଯୁବକ ଜଣକ ହେଉଛନ୍ତି ଜଣେ ପୋଲିସ । ଆଉ ସେ ଯୁବତୀଙ୍କୁ ବାଡ଼ଉଛନ୍ତି ।
ଏହାପରେ ସେହି ଯୁବତୀ ସେହି କମେଡି ବୃଦ୍ଧ ବ୍ୟକ୍ତି ପାଖକୁ ଯାଇଥିଲେ । ଏହାପରେ ସେ ତାଙ୍କୁ ମଉସା ଡାକିଲେ ଯେ ସେହି ବ୍ୟକ୍ତି ଜଣକ କେବଳ ତାଙ୍କ ନାଁ ଧରିବାକୁ କହିଥିଲେ । ଏହାପରେ ଯୁବକ ଜଣକ ସୁନା ଚୋରି କରିବା କଥା କହିଛନ୍ତି ।
ଏହି ଯୁବତୀଙ୍କ ନାଁ ହେଉଛି ଇଲିସି । ଆଉ ସେ କହିବାରୁ ସେହି ବୃଦ୍ଧ ବ୍ୟକ୍ତି ଜଣକ ସୁନା ଆଣିବାକୁ ଯାଇଥିଲେ । ସେହି ବୃଦ୍ଧ ବ୍ୟକ୍ତିଙ୍କ ନାମ ପଇତା ଅଟେ । ଆଉ ଏହି ପଇତା ଇଲିସିକୁ ଭଲ ପାଉଛି । ଆଉ ଏହାପରେ ସେହି ଯୁବକ ଜଣକ ମଧ୍ୟ ସେହି ଯୁବତୀଙ୍କୁ ବା ଇଲିସିଙ୍କୁ ପ୍ରେମ କରୁଛି ।
ସେହି ଇଲିସି କହିଛି ତାଙ୍କ ଦେହରେ ଜମା ହାତ ନ ମାରିବାକୁ । ଏଭଳି ଅନେକ ପ୍ରକାରର କଥା ଏହି ଭିଡିଓରେ ଆପଣମାନେ ଦେଖିପାରିବେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି ।