Movie prime

ୟେ ତାହାଲେ କଣ ସେଇ ରାଣୀ ଙ୍କ ପ୍ରେମିକ.. ଯାହା ପାଇଁ ୭ ବର୍ଷ ଧରି ରାଣୀ ପାଗଳ ପ୍ରେମୀ ହୋଇଥିଲେ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ସମ୍ପର୍କରେ ଏକ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ତାଙ୍କର ପ୍ରେମିକା ଧୋକା ଦେଇ ଦେଇଛନ୍ତି ବୋଲି ଏହା ସେ ଅଭିଯୋଗ କରିଛନ୍ତି।
ଏକଥା ନିଜେ ରାଣୀ ପଣ୍ଡା ହିଁ ସାମ୍ନା କୁ ଆଣିଛନ୍ତି। ସେ ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ସହ ନିଜର ପ୍ରେମିକ ସମ୍ପର୍କରେ ସେ ସବୁ କଥା ଉଗାଳୀ ଦେଇଛନ୍ତି। ତାଙ୍କର ଆଠ ବର୍ଷର ପ୍ରେମ ସମ୍ପର୍କ ଥିଲା।
Hh
ପ୍ରେମିକ ପାଇଁ ସେ ନିଜର ଇଜ୍ଜତ ମହତ କୁ ମଧ୍ୟ ମାଟିରେ ମିଶାଇ ଦେଇଥିଲେ। ତାଙ୍କର ପ୍ରେମିକ ତାଙ୍କୁ ମାନସିକ ,ଶାରୀରିକ ଓ ଆର୍ଥିକ ସ୍ତରରେ ଲୁଟିବା ପରେ ଏବେ ତାଙ୍କର ହାତ ଛାଡ଼ି ଦେଇଛନ୍ତି।
ଏବେ ନିଜ ପାଇଁ ନ୍ୟାୟ ମାଗିଛନ୍ତି ରାଣୀ ପଣ୍ଡା। ପ୍ରିୱେଡ଼ିଂ ଫଟୋ ସୁଟ୍ ସରିଥିଲା ଖୁବ ଶୀଘ୍ର ତାଙ୍କର ବାହାଘର ମଧ୍ୟ ହୋଇ ଥାଆନ୍ତା। ହେଲେ ଏହା ପୂର୍ବରୁ ବୟଫ୍ରେଣ୍ଡ ତାଙ୍କର ହାତ ଛାଡିଦେଲା। ଅନ୍ୟ ଏକ ଝିଅ ସହ ତାଙ୍କର ବାହାଘର ହେବ ବୋଲି ରାଣୀ ଅଭିଯୋଗ କରିଛନ୍ତି।
ଯେତେବେଳେ ଏକଥା ସମ୍ପର୍କରେ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଛାଡିଥିଲେ ସେତେବେଳେ ତାଙ୍କର ପ୍ରେମିକ ତାଙ୍କୁ ଧମକ ଚମକ ଦେବା ଆରମ୍ଭ କରି ଦେଇଥିଲେ। ଏନେଇ ରାଣୀ ପଣ୍ଡା ମହିଳା ଥାନାରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା।
Gg
ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରେମ ଓ ପ୍ରତାରଣାର ଅଭିଯୋଗ ଆଣିଛନ୍ତି। ଏକା ସାଙ୍ଗରେ ଲିଭ୍ ଇନ୍ ରେ ରହୁଥିଲେ ରାଣୀ ଓ ତାଙ୍କର ପୁରୁଷ ବନ୍ଧୁ।
ତାଙ୍କର ପୁରୁଷ ବନ୍ଧୁ ଅନ୍ୟ ଜଣକୁ ବିବାହ କରୁଥିବା ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି ରାଣୀ ପଣ୍ଡା।ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ତିନିଜଣ ଙ୍କ ନାମରେ ମଧ୍ୟ ଏତଲା ଦିଆ ଯାଇଛି। ନ୍ୟାୟ ଦାବିରେ ଏତଲା ଦେଇଛନ୍ତି ରାଣୀ ପଣ୍ଡା।
ସେପଟେ ପୁରୁଷ ବନ୍ଧୁ ଙ୍କୁ ଥାନାରେ ୨୪ ଘଣ୍ଟା ମଧ୍ୟରେ ଆସି ନିଜ ପକ୍ଷ ରଖିବାକୁ କହିଛି ମହିଳା କମିଶନର। ଏହି ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.