Movie prime

ଗାଈ ଦେଲା ଏତିକି ବାଛୁରୀ ଜନ୍ମ ସତ ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ସବୁଠି ଚର୍ଚ୍ଚା

 
Kh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ ।
ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଗୋଟିଏ ଗାଈ ଏକାସାଙ୍ଗରେ ଜନ୍ମ ଦେଇଥିବା ଛୁଆ ସଂଖ୍ୟାକୁ ନେଇ ଏବେ ଖବର ଆସିଛି । ଏହି ଗାଈ ଏକ ସାଙ୍ଗରେ ଜନ୍ମ ଦେଇଥିବା କଥାକୁ ନେଇ ଏବେ ଆସିଛି ଖବର ।
Bh
ଏହି ଘଟଣା ବିଷୟରେ ଆପଣମାନେ ଶୁଣିଲେ ବିଶ୍ବାସ କରିପାରିବେ ନାହିଁ । ଏହା ଅଦ୍ଭୁତ ଆଉ ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ଅଟେ । ଏହି ଘଟଣା ଆପଣମାନେ ଆଗରୁ କେବେ ଜାଣିନଥିବେ କି ଶୁଣି ନଥିବେ ।
ମଣିଷ ଯାଆଁଳା ଛୁଆ ଜନ୍ମ ଦେଇଥିବା କଥା ତ ଆପଣ ମାନେ ଶୁଣିଥିବେ କିନ୍ତୁ ଗାଈ କେବେ ଯାଆଁଳା ଛୁଆ ଜନ୍ମ କରିଛି ଏହି କଥା ଆପଣ ଶୁଣିଛନ୍ତି କି ନା ଦେଖିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି କଥା ଜାଣିପାରିବେ । ଗାଈ ଯାଆଁଳା ଛୁଆ ଦେଇଛି । 
ଆଉ ଏବେ ଏହି ଯାଆଁଳା ଛୁଆ ଏବଂ ମାଆ ଗାଈ ଉଭୟ ଭଲ ଅଛନ୍ତି । ଏବେ ଏହି ଦୃଶ୍ୟକୁ ଦେଖି c ଅନେକ ଲୋକ ଅନେକ କଥା କହୁଛନ୍ତି । ଜେଜେବାପା ଅମଳ ରୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳି ନାହିଁ ସେହି ଦୃଶ୍ୟ ଦେଖି ନଥିଲେ ଆଜି ତାହା ଦେଖୁଛନ୍ତି ।
Bh
ଯେଉଁ ଘଟଣା ଦେଖିବାକୁ ବା ଶୁଣିବାକୁ ମିଳି ନଥିଲା ସେହି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାକୁ ଅନେକ ସ୍ଥାନରୁ ଅନେକ ଲୋମ ଆସିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଛି ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ପାଟପୁର ପଞ୍ଚାୟତ ହାଜୟପୁର ଗ୍ରାମରେ ଏହି ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ଦେଖିବାକୁ ମିଳିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଗ୍ରାମର ସଦାନନ୍ଦ ନାୟକଙ୍କ ଅଢେଇ ବର୍ଷର ଗାଈ ଏକାସାଙ୍ଗରେ ଦୁଇଟି ବାଛୁରୀ ଛୁଆକୁ ଜନ୍ମ କରିଛି ।
ଏହି ଗାଁର ବୟସ୍କ ଲୋକ ମଧ୍ୟ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଅଦ୍ଭୁତ ଘଟଣା ଏବେ ଦେଖିବାକୁ ମିଳିଛି । ଏହି ଘଟଣା ଚାରିଆଡ଼େ ବ୍ୟାପି ଯିବା ପରେ ଏହି ଗାଈ ଆଉ ବାଛୁରୀକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି ।