Movie prime

ଯୁବତୀଙ୍କ କାଟିଦେଲେ ଡ୍ରାଇଭର ଦେଖନ୍ତୁ ଘଟିଗଲା କେତେବଡ ଘଟଣା ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣି ପାରୁଥିବେ ।
ଆଜିକାଲି ଯୁଗରେ ଝିଅମାନେ ବାହା ହୋଇ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଉ ଏହାସହ ପୁରୁଷ ମଧ୍ୟ ଏଭଳି କାମ କରିବା ପାଇଁ ପଛାଉ ନାହାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ।
Vv
ଜଣେ ଗାଡ଼ି ଡ୍ରାଇଭର ମହିଳାଙ୍କ ସହିତ କରିଦେଇଛି କାଣ୍ଡ । ଆଉ ସେ ଏଭଳି କାଣ୍ଡ କରିଛି ଯେ ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଡ୍ରାଇଭର ଜଣଙ୍କର ଜନ୍ମଦିନରେ ଘଟିଛି ଏହି ଘଟଣା ।
ନିଜ ଜନ୍ମଦିନରେ ଥାନାରେ ଆତ୍ମ ସମର୍ପଣ କରିଛି ଡ୍ରାଇଭର । ଯେଉଁ ଛୁରୀରେ ସେ କେକ୍ କାଟିଥିଲେ ସେହି ଛୁରୀରେ ମହିଳାଙ୍କ ସହ ଅଘଟଣ ଘଟାଇଲା ଡ୍ରାଇଭର । ଏହି ଯୁବକ ଜଣକ ହେଉଛନ୍ତି ଜଣେ ଗାଡ଼ି ଡ୍ରାଇଭର ଏହାଙ୍କ ନାମ ହେଉଛି ଗିରିଶ । 
ଏହି ଡ୍ରାଇଭର ଗିରିଶର ବୟସ ହେଉଛି ୩୫ ବର୍ଷ । ଏହି ଡ୍ରାଇଭର ଜଣକ ଏଭଳି କାଣ୍ଡ କରି ଦେଇଛି ଯେ ଯାହା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଏହି ମହିଳାଙ୍କ ନାମ ହେଉଛି ଫରିଦା । ଫରିଦା ଆଉ ଗିରିଶ ପରସ୍ପରକୁ ଭଲ ପାଆନ୍ତି ।
Bb
ପ୍ରେମିକ ଜଣଙ୍କର ବୟସ ୩୫ ବର୍ଷ ଥିବା ବେଳେ ପ୍ରେମିକା ଜଣଙ୍କର ବୟସ ୪୨ ବର୍ଷ । ପ୍ରେମିକ ଠାରୁ ପ୍ରେମିକାର ବୟସ ଅଧିକ ହେଲେ ମଧ୍ୟ ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ଡ୍ରାଇଭର ଜଣଙ୍କର ଜନ୍ମଦିନ ଥିଲା ।
ଆଉ ପ୍ରେମିକର ଜନ୍ମଦିନରେ ପ୍ରେମିକା ଆସିଥିଲେ । ଏହି ମହିଳା ଜଣଙ୍କ ପୂର୍ବରୁ ବିବାହ କରିଥିଲେ । କେକ କାଟିବା ସମୟରେ ମହିଳା ଜଣଙ୍କୁ ବିବାହ ପାଇଁ ସେ କହିଥିଲେ କିନ୍ତୁ ମହିଳା ଜଣକ ମନା କରିଥିଲେ । ବାରମ୍ବାର ଗିରିଶ ବୁଝାଇବା ପରେ ମଧ୍ୟ ଫରିଦା ବିବାହ ପାଇଁ ନାହିଁ କରିଥିଲେ ।
ଏହାପରେ ସେ କେକ କାଟିଥିବା ଛୁରୀରେ ଅଘଟଣ ଘଟାଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ସାଲେରୀ ଅଞ୍ଚଳର ଏକ ହୋଟେଲରେ । ଏବେ ଅଭିଯୁକ୍ତ ଗିରିଶ ଫରିଦାଙ୍କୁ ମାରି ଦେଇଛନ୍ତି । ଏହାପରେ ସେ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିଲା । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।