Movie prime

ବାହାରେ ବୋହୂ ହେଲେ ପର ପୁରୁଷଙ୍କ ସହ... ଦେହ ସୁଖ ରେ ବ୍ୟସ୍ତ ରହୁଛି ଅଳ୍ପ ବୟସ୍କା ଶାଶୁ...

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ କୁ ଦେହ ବ୍ୟାପାର କରିବାକୁ ବାଧ୍ୟ କରୁଥିଲା ସ୍ୱାମୀ। ଶଶୁର ଆଗରେ ହିଁ ଶାଶୁ ପର ପୁରୁଷ ସହ ରାତି କାଟୁ ଥିଲା। ଆଉ ତାକୁ ନେଇ ଟଙ୍କା କମେଇବା ପାଇଁ ସ୍ତ୍ରୀ
କୁ ପରପୁରୁଷ ପାଖରେ ଶୋଇବାକୁ ବାଧ୍ୟ କରୁଥିଲା ସ୍ୱାମୀ। ଶେଷରେ ଯେତେବେଳେ ଏହି କଥା ପାଇଁ ସ୍ତ୍ରୀ ରାଜି ହୋଇ ନଥିଲା ସେତେବେଳେ ଶାଶୁ, ଶଶୁର ସ୍ୱାମୀ , ନଣଦ ଘରର ବୋହୂକୁ ଧରି ବିଷ ପିଆଇ ଦେଇଥିଲେ।
Yu
ଗାଁ ଲୋକେ କହିଛନ୍ତି କି ଟଙ୍କା ପାଇଁ ଦେହ ବେପାର କରୁଥଲେ ଶାଶୁ ଘର ଲୋକେ। ଶେଷରେ ମଧ୍ୟ ସେମାନେ ଘରର ବୋହୂକୁ ବି ଦେହ ବେପାର କରିବା ପାଇଁ ବାଧ୍ୟ କରି ଦେଇଥିଲେ।
ହେଲେ ଏକଥା ରେ ଆଦୌ ବୋହୂ ରାଜି ହୋଇ ନଥିଲା। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଶାଶୁ ଘରର ମହିଳା ମାନେ ପରପୁରୁଷ ଙ୍କ ସହ ରାତି କାଟୁ ଥିଲେ। ଏଭଳି କି ଶଶୁର ଆଗରେ ମଧ୍ୟ ପରପୁରୁଷକୁ ଧରି ସୋଇଥିଲା ଶାଶୂ।
ଘରର ବୋହୂ କିନ୍ତୁ ଶାଶୁ ର ସବୁ କାରନାମା କୁ ଦେଖି ଦେଇଥିଲା। ଶାଶୂ ମଧ୍ୟ ବୋହୂ କୁ ଦେହ ବେପାର ରେ ଲଗାଇ ଦେବ ବୋଲି ଧମକ ଦେଇଥିଲା। ସେହି କଥାକୁ ନେଇ ଘରର ଶାଶୁ
Hh
,ଶଶୁର ,ନଣଦ ସ୍ୱାମୀ ବୋହୂ କୁ ଦେହ ବେପାର କରିବା ପାଇଁ ବାଧ୍ୟ କରିଥିଲେ। ଏଭଳି କି ବୋହୂକୁ ସେମାନେ ଜୀବନରୁ ମାରି ସାରିବା ପରେ ତାଙ୍କ ଘର ଲୋକଙ୍କୁ ଖବର ଦେଇ ନଥିଲେ କି ତାଙ୍କର ଝିଅ ଏହି ଦୁନିଆରେ ଆଉ ନାହିଁ ବୋଲି।
ପରିବାର ଲୋକମାନେ ଏନେଇ ଅଭିଯୋଗ କରିଛନ୍ତି। ଏଭଳିକି ଗାଆଁ ଲୋକମାନେ ମଧ୍ୟ ତାଙ୍କୁ ବିରୁଦ୍ଧରେ କହିଛନ୍ତି। ଝିଅକୁ ନ୍ୟାୟ ମିଳୁ ବୋଲି ପରିବାର ଲୋକେ ଝିଅର ଶାଶୁ ଘର ଲୋକଙ୍କ ନାମରେ ଅଭିଯୋଗ କରିଥିବା ଜଣା ପଡ଼ିଛି।
ଦେଖିବାକୁ ବାକି ରହିଲା ଯଦି ସତରେ ଶାଶୁ ଘର ଲୋକଙ୍କ ଏହା ପଛରେ ହାତ ଥାଏ ତେବେ ପୋଲିସ ତାଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରୁଛି। ଏହି ଘଟଣା ବାଲିଆପାଳ ରେ ଘଟି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.