Movie prime

ଭଙ୍ଗା ଘରେ ଅର୍ଦ୍ଧ ଉଲଗ୍ନ ହୋଇ ବସିଚି ଯୁବତୀ..ଗାଆଁ ରେ ଲୋକେ ଦେଖିବାକୁ ହୋଇଗଲେ ରୁଣ୍ଡ..

 
Jj
ନମସ୍କାର ପାଠକ ବନ୍ଧୁ।ଆସିଲା ଏକ ବଡ ଖବର।ରାସ୍ତା କଡ ରୁ ମିଳିଲା ମହିଳା ଙ୍କ ମୃ-ତ ଦେହ।ଉ-ଲ-ଗ୍ନ ଶରୀର କୁ ରାସ୍ତା କଡ ରୁ ଉଦ୍ଧାର କଲେ ଗ୍ରାମ ବାସୀ।ଉକ୍ତ ମହିଳା ଙ୍କ ବିଷୟ ରେ ଏ ଯାଏଁ କୌଣସି ଖବର ମିଳି ପାରି ନାହିଁ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ର ଇଚ୍ଛା ପୁର ଗାଁ ରେ।ସେଠାରେ ଗତ କାଲି ଜଣେ ମହିଳା ଙ୍କ ମୃ-ତ ଦେହ କୁ ଉଦ୍ଧାର କରା ଯାଇଛି।ତେବେ ଉକ୍ତ ମହିଳା ଙ୍କ ର କିଭଳି ମୃ-ତ୍ୟୁ ହୋଇଚି ତାହା ଏ ଯାଏଁ ମଧ୍ୟ ଜଣା ପଡୁ ନାହି।
Hh
ସୂଚନା ଅନୁସାରେ ଗତ କାଲି ସୁକିନ୍ଦା ଥାନା ଅଞ୍ଚଳ ରେ ଏଭଳି କିଛି ଘଟଣା ଘଟିଛି।ଜଣେ ମହିଳା ଙ୍କ ମୃ-ତ ଦେହ ଗାଁ ରେ ଥିବା ବରଗଛ ତଳୁ ଉଦ୍ଧାର କରା ଯାଇ ଥିଲା।ମହିଳା ଜଣକ ଉପରେ କଳା ରଙ୍ଗ ର କପଡା ଘୋଡାଇ ଦିଆ ଯାଇ ଥିଲା।
ଗାଁ ର କିଛି ଲୋକ ମାନେ କାଲି ସକାଳେ ସେହି ରାସ୍ତା ଦେଇ ଯାଉ ଥିବା ସମୟ ରେ ନଜର ପଡ଼ି ଥିଲେ ଗାଁ ରେ ଥିବା ବଡ ବର ଗଛ ତଳ କୁ।ସେଠାରେ ଗୋଟିଏ କଳା କପଡା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପରେ ନିକଟସ୍ଥ ସୁକିନ୍ଦା ଥାନା କୁ ଖବର ଦେଇ ଥିଲେ।
Gg
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏ ଯାଏଁ ମହିଳା ଙ୍କ ବିଷୟ ରେ ସଠିକ୍ ତଥ୍ୟ ମିଳି ପାରି ନାହିଁ।ଗଛ ମୂଳ ରେ ପଡିଚି ମହିଳା ଙ୍କ ମୃ-ତ ଦେହ।କେହି ଜଣେ ତାଙ୍କୁ ହ-ତ୍ୟା କରି ସେଠାରେ ଆଣି ପକାଇ ଦେଇଛନ୍ତି।
ଏହାକୁ ପ୍ରଥମେ ଗାଁ ର ଲୋକ ମାନେ ଦେଖି ଥିଲେ।ଏହା ପରେ ସେମାନେ ପୋଲିସ କୁ ଖବର ଦେଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ବର୍ତ୍ତମାନ ସୁଦ୍ଧା ପୋଲିସ ତାର ତଦନ୍ତ ଜାରି ରଖିଛି।
ଏଭଳି ଅନେକ ଖବର ପ୍ରାୟ ପ୍ରତିଦିନ ଘଟୁଛି।ମହିଳା ଙ୍କୁ ହ-ତ୍ୟା କରି କିଛି ଲୋକ ତାଙ୍କୁ ଫୋପାଡି ଦେଇ ଯାଉଛନ୍ତି।ଏବେ ଦେଖିବାକୁ ବାକି ରହିଲା ପୋଲିସ କେବେ ମହିଳା ଙ୍କ ପରିଚୟ ଖୋଜି ବାହାର କରୁଚି।ଓ କେବେ ମହିଳା ଙ୍କୁ ନ୍ୟାୟ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.