Movie prime

ଓଡ଼ିଶା ଲୋକଙ୍କୁ ମୁର୍ଖ କହିଲେ Vk Pandian! ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ବିଜେଡି ଦଳ ଏବେ ନିର୍ବାଚନ ହାରି ଯାଇଛି। ଆଉ ବିଜେପି ଦଳ ଓଡ଼ିଶାରେ ଶାସନ କରିବ ବୋଲି ଜଣାପଡିଛି। ୨୦୨୪ ନିର୍ବାଚନରେ ଦେଖାଦେଇଛି ବହୁତ ବଡ ପରିବର୍ତ୍ତନ। ବିଜେଡ଼ି ଦଳ ରାଜ୍ୟକୁ ୨୫ ବର୍ଷ ଶାସନ କରିବା ପରେ ଏବେ ପରାଜୟର ସମ୍ମୁଖୀନ ହେଇଛି। ବନ୍ଧୁଗଣ ଓଡିଶାର ଲୋକଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ତିରସ୍କାର ପରେ ପାଣ୍ଡିଆନ ମୁହଁ ଖୋଲିଛନ୍ତି। 
Bb
ପାଣ୍ଡିଆନ ଓଡ଼ିଶାବାସୀଙ୍କ ମନରେ କଷ୍ଟ ଦେଇଛନ୍ତି ୨୫ ବର୍ଷର ସରକାରଙ୍କୁ ନିର୍ବାଚନରେ ପରାଜୟର କରିଛନ୍ତି। ବନ୍ଧୁଗଣ ୨୪ ବର୍ଷର ସରକାରଙ୍କୁ ପରାଜୟ କରିବା ପଛରେ ରହିଛନ୍ତି ପାଣ୍ଡିଆନଙ୍କ ହାତ। ସେଥିପାଇଁ ପାଣ୍ଡିଆନ ସୋସିଆଲ ମିଡିଆରେ ଆକାଉଣ୍ଟରେ ଲେଖିଛନ୍ତି ଯେ, "ସତ୍ୟ ଓ ଅସତ୍ୟ ମଧ୍ୟରେ ଲଢେ଼ଇ ହୁଏ, ସେତେବେଳେ ସତ୍ୟ ଏକା ହେଇଯାଏ ତା ସହିତ କେହି ରୁହନ୍ତି ନାହିଁ। ଆଉ ଅସତ୍ୟ ପାଖରେ ସମସ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ, କାରଣ ଅସତ୍ୟ ପାଖରେ ମୂର୍ଖଙ୍କର ଅଧିକ ଗହଳି ଥାଏ"।
Vv
ବନ୍ଧୁଗଣ ସଫେଇ ଦେବାକୁ ଚେଷ୍ଟା କରିଛନ୍ତି ପାଣ୍ଡିଆନ। ତାଙ୍କର ସବୁ ଦୋଷକୁ ଭୁଲି ଯାଇ ନିଜକୁ ନିଜେ ଭଲ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ଆଉ ସେଥିପାଇଁ ଓଡିଶାବାସୀଙ୍କୁ ମୂର୍ଖ ବୋଲି କହି ଦେଇଛନ୍ତି। ଯାହାସବୁ ପାଣ୍ଡିଆନଙ୍କର ଏକ୍ସ୍ ଆକାଉଣ୍ଟରେ ଲେଖା ହୋଇଛି। ତେବେ ପାଣ୍ଡିଆନ ଏବେ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି। ପାଣ୍ଡିଆନଙ୍କ ଉପରେ ଏବେ ସମସ୍ତ ବିଜେଡି ନେତା ମାନେ ରାଗି ଯାଇଛନ୍ତି। ଏବେ ପରାଜୟର ଦୋଷ ପାଣ୍ଡିଆନଙ୍କ ଉପରେ ସମସ୍ତେ ଦେଉଛନ୍ତି। 
କାରଣ ନିର୍ବାଚନର ପୁରା ଦାୟିତ୍ଵ ନିଜ ହାତକୁ ନେଇଥିଲେ ପାଣ୍ଡିଆନ। ନବୀନଙ୍କୁ ଜନସାଧାରଣଙ୍କ ଆଗକୁ ନଆଣି ନିଜକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରୁଥିଲେ। ଯାହା ବିଜେଡିର ପରାଜୟର କାରଣ ବୋଲି ବିଜେଡ଼ି ନେତା ମାନେ କହିଛନ୍ତି। ଆଉ ଏହାପରେ ପାଣ୍ଡିଆନ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଏମିତି କିଛି କଥା। ତେବେ ସବୁଠାରୁ ବଡ଼କଥା ହେଉଛି ଏହି ଆକାଉଣ୍ଟ ପାଣ୍ଡିଆନଙ୍କର ନା ଆଉ କାହାର ଅଟେ। କିଛି ଲୋକ ଏହା ପାଣ୍ଡିଆନଙ୍କର ଆକାଉଣ୍ଟ କହୁଥିବା ବେଳେ ଆଉ କିଛି ଲୋକ ଏହା ପାଣ୍ଡିଆନଙ୍କ ଆକାଉଣ୍ଟ ନୁହେଁ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.