Movie prime

ସୋସିଆଲ ମିଡିଆରେ Viral ହେଉଛି ଦୃଶ୍ୟ ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛନ୍ତି Vk Pandian ?

 
Vb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ରାଜନୀତି ଏବଂ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଆସିଥିବା ଖବର ସବୁ ପାଇପାରିବେ । ଏବେ ଏହି ଭିଡିଓରେ ଆପଣମାନେ ଏହି ଘଟଣା ଦେଖିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଉଥିଲେ । କୌଣସି ଏକ ସ୍ଥାନକୁ ସେ ରାଲୀ କରିବାକୁ ଯାଇଥିଲେ ।
Vg
ଆଉ ସେଠାରେ ସେ ଭାଷଣ ଦେଉଥିଲେ । ସେ ଭାଷଣ ଦେବା ସମୟରେ ତାଙ୍କ ହାତ ଥରୁଥିଲା ଆଉ ତାଙ୍କ ପାଖରେ ତାଙ୍କ ପ୍ରିୟ ବ୍ୟକ୍ତି ଭି କେ ପାଣ୍ଡିଆନ ଥିଲେ । ସେ ସବୁବେଳେ ତାଙ୍କ ପାଖାପାଖି ରହିଥାନ୍ତି । ଏହି ଭିଡିଓରେ ଆପଣମାନେ ଏଭଳି କିଛି ଜିନିଷ ଦେଖିପାରିବେ ଯାହାକୁ ବିଶ୍ବାସ କରିପାରିବେ ନାହିଁ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଭି କେ ପଣ୍ଡିଆନ ମାଇକ ଧରିଥିଲେ । ପୂର୍ବରୁ ସେହି ଡେସ୍କରେ ଦୁଇଟି ମାଇକର ଫୋନ ଲାଗିଥିଲା । ଆଉ ଏହାପରେ ମଧ୍ୟ ସେ ତାଙ୍କ ଆଗରେ ମାଇକର ଫୋନ ଧରିଥିଲେ । 
Bh
ଏହାପରେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେବା ସମୟରେ ତାଙ୍କ ହାତ ଥରୁଥିଲା । ଆଉ ଏହି ସମୟରେ ଏହା ଉପରେ ଭି କେ ପାଣ୍ଡିଆନଙ୍କର ନଜର ପଡିଗଲା । ଆଉ ସେ ସଙ୍ଗେ ସଙ୍ଗେ ତାଙ୍କ ହାତ ଡେସ୍କରୁ ହଟାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଥରୁଛି ଏହା କୌଣସି ନୂଆ କଥା ନୁହେଁ କିନ୍ତୁ ଯେଉଁଭଳି ଭାବରେ ପାଣ୍ଡିଆନ ତାଙ୍କର ହାତକୁ ହଟାଇ ଦେଇଥିଲେ ଏହାକୁ ନେଇ ଏବେ ଅନେକ କଥା ଆସୁଛି । ବିଜେପି ନେତା ଆଉ ତାଙ୍କ ସମର୍ଥକ ଏହାକୁ ନେଇ ଅନେକ କଥା କହିଛନ୍ତି ।
ଏହି ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିଲା । ଏହାକୁ ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି । ଭି କେ ପାଣ୍ଡିଆନଙ୍କ ଏଭଳି କାମ ଦେଖି କଥା ଆସୁଛି କି ସେ ଓଡ଼ିଶାର ଶାସନ ଉପରେ କବଜା କରିବାକୁ ଚାହୁଁଛନ୍ତି । ବିଜେପି ଦଳ ସବୁବେଳେ ପାଣ୍ଡିଆନଙ୍କୁ ନେଇ ଅନେକ କଥା କହିଥାଏ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ନେଇ ନୁହେଁ । ଭି କେ ପାଣ୍ଡିଆନ ଓଡ଼ିଶା ରାଜ୍ୟ ଆଉ ବିଜେଡି ଉପରେ ନିଜର ସତ୍ତା ରଖିବାକୁ ଚାହୁଁଛନ୍ତି । ଆଉ ସେ ସେଥିପାଇଁ ଏଭଳି କରୁଛନ୍ତି । ତାମିଲନାଡୁର ଜଣେ ଯୁବକ ଆସି ଏଭଳି କରିବାକୁ ନେଇ ଅନେକ ପ୍ରଶ୍ନ ଆସୁଛି । ଏହି ଖବର ହିନ୍ଦୀ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା ।