Movie prime

ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ହାତେଇବାକୁ ଚାହୁଁଥିଲେ ଭିକେ ପାଣ୍ଡିଆନ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ନବୀନଙ୍କ ପରିଚୟକୁ ଚୋରି କରୁଥିଲେ ପାଣ୍ଡିଆନ। ଓଡିଶାର ଜନସାଧାରଣ ନବୀନଙ୍କ ମୁହଁକୁ ଚାହିଁ ଭୋଟ ଦେଉଥିଲେ। ଲୋକଙ୍କ ପାଇଁ ନବୀନ ପଟ୍ଟନାୟକ ଏକ ବ୍ରାଣ୍ଡ ଥିଲେ। କିନ୍ତୁ ନବୀନ ପଟ୍ଟନାୟକଙ୍କର ଫେସ ଭାଲ୍ୟୁ ପାଣ୍ଡିଆନ ଚୋରୀ କଲେ ବୋଲି ଏବେ ଅଭିଯୋଗ ହେଉଛି। 
Vh
କାରଣ ୨୦୨୪ ନିର୍ବାଚନରେ କେଉଁଠି ନଥିଲେ ନବୀନ ସବୁଠି ଥିଲେ ପାଣ୍ଡିଆନ। ଓଡିଶାର ଜନସାଧାରଣ ନବୀନଙ୍କ ଠାରୁ ଅଧିକ ପାଣ୍ଡିଆନକୁ ଦେଖିବାକୁ ପାଇଥିଲେ। ଏଥର ଲାଗୁନଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ବୋଲି ଲାଗିଥିଲା ଯେମିତି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଅଛନ୍ତି। କାରଣ ଯେଉଁ ସ୍ଥାନର ନବୀନ ରହିବା କଥା ସେହି ସ୍ଥାନରେ ଥିଲେ ପାଣ୍ଡିଆନ। ନବୀନଙ୍କୁ ଲୋକଙ୍କ ଆଗକୁ ନଆଣି ପାଣ୍ଡିଆନ ନିଜେ ଆସୁଥିଲେ। ଯାହା ଓଡ଼ିଶା ରାଜନୀତି ପାଇଁ ଠିକ୍ ନଥିଲା। 
ବନ୍ଧୁଗଣ ପାଣ୍ଡିଆନ ଭାବିଥିଲେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଜଣାନାହିଁ ବୋଲି। ନବୀନ ପଟ୍ଟନାୟକ ଯେମିତି ୨୪ ବର୍ଷ ଓଡ଼ିଶାକୁ ଶାସନ କଲେ ସେମିତି ପାଣ୍ଡିଆନ ବି ତାମିଲନାଡୁରୁ ଆସି ଅଣଓଡ଼ିଆ ଭାବରେ ଓଡ଼ିଶାକୁ ଶାସନ କରିଥାନ୍ତେ। ହେଲେ ପାଣ୍ଡିଆନ ଜାଣିନଥିଲେ ଯେ , ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ଓଡ଼ିଆ ପୁଅ ବୋଲି। ଯେଉଁଥିପାଇଁ ତାଙ୍କୁ ଏହି ଓଡ଼ିଶା ସାଥ ଦେଇଥିଲା। ସେଇଥିପାଇଁ ପାଣ୍ଡିଆନକୁ ପୁରା ଓଡ଼ିଶା ଏବେ ବୟକଟ କରିଦେଇଛି।

Around The Web