Movie prime

ଭୋ ଭୋ ଭୁକୁଥିଲା କୁକୁର ୮ ଜଣ ଯୁବକ କୁକୁରକୁ କରିଦେଲେ ଏମିତି

 
Gg
ଆଜିକାଲି ସମାଜରେ ଲୋକମାନେ ଏତେ ତଳକୁ ଖସି ଗଲେଣି ଯେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଲୋକମାନେ ଏଭଳି କିଛି କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଲୋକମାନେ ଏତେ ତଳକୁ ଖସି ଯାଉଛନ୍ତି ଯାହା ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବ । ଶେଷରେ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଏଭଳି କିଛି କାମ କରିଲେ ଯାହା ନିନ୍ଦନୀୟ ଅଟେ । ରାତି ଅଧରେ କୁକୁର ବାରଣ୍ଡାରେ ଶୋଇଥିଲା । ଆଉ ଏହି କୁକୁର ପାଖକୁ ଯୁବକ ଆସିଲେ ।
Gg
ସକାଳ ପ୍ରାୟ ୪ ଘଟିକା ସମୟରେ କୁକୁର ବାରଣ୍ଡାରେ ଶୋଇଥିବା ବେଳେ ସ୍କୁଟିରେ ଚାରିଜଣ ଯୁବକ ଆସିଥିଲେ । ଆଉ ଏହି ଯୁବକମାନେ କୁକୁରକୁ ଦେଖିବା ମାତ୍ରକେ କୁକୁର ଉପରେ ଝାମ୍ପି ପଡ଼ିଥିଲେ । ଆଉ ଏହି କୁକୁର ଜୋରରେ ଚିତ୍କାର କରିଥିବାରୁ ତାକୁ ମାଡ ମାରିଥିଲେ । ଏହି ନିରୀହ କୁକୁରକୁ ମାରି ରକ୍ତ ବାହାର କରି ଦେଇଛନ୍ତି ଏହି ଯୁବକମାନେ । ଏହି ଯୁବକମାନେ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ନିରୀହ କୁକୁର କାହାର କିଛି କ୍ଷତି କରିନଥିଲା ।
Gg
ନିରୀହ କୁକୁର ବାରଣ୍ଡାରେ ଶୋଇଥିଲା ଆଉ ତାସହ ଯୁବକମାନେ ଏଭଳି କିଛି କରିଥିଲେ । ସେ ଭୋକିବା ରୁ ତାକୁ ମାଡ ମାରି ଲହୁ ଲୁହାଣ କରି ଦେଇଥିଲେ । ଆଉ ଏହି କୁକୁରର ରକ୍ତ ସବୁଆଡେ ପଡ଼ିଥିଲା । ଗୋଟିଏ ନିରୀହ ପଶୁ ସହ ଏଭଳି କାଣ୍ଡ କରିଛନ୍ତି ଏହି ନୃଶଂସ ଯୁବକ ମାନେ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ସପ୍ତମ ଗଳିରେ ଘଟିଛି । ଜଣେ ଜଣେ ଯୁବକ ହୋଇ ଏଭଳି କାଣ୍ଡ କରିଛନ୍ତି ଯାହା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । 
ଏବେ ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହେବା ପରେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ନିରୀହ ପଶୁ ଶୋଇଥିବା ବେଳେ ଏଭଳି କାମ କରିଥିଲେ ଯୁବକ । ଏହି ଯୁବକ ମାନେ କୁକୁର ଭୋକିବାରୁ ତାକୁ ମାଡ ମାରି ଲହୁ ଲୁହାଣ କରି ଦେଇଛନ୍ତି । ଏହି କୁକୁରର ରକ୍ତ ରାସ୍ତା ସାରା ପଡ଼ିଛି । ଯୁବକ ଏତେ ନୃଶଂସ ହୋଇପଡିଲେ କେମିତି ବୋଲି ଏବେ ପ୍ରଶ୍ନ ଆସୁଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ଆଉ ପୋଲିସ ତଦନ୍ତ କରିବା ପରେ ଏହି ଦୋଷୀକୁ ଦଣ୍ଡ ମିଳିବା ଉଚିତ୍ ବୋଲି ଦାବି କରାଯାଉଛି ।

Around The Web