Movie prime

ନିଜ ପୁଅକୁ ଭୋଟ ଦେଇ ଏମିତି କହିଲେ ସୁର ରାଉତରାୟ ଦେଖନ୍ତୁ - Exclusive

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ରାଜନୀତି ଦୁନିଆର ସବୁ ଖବର ଆପଣମାନେ ପାଇ ପାରୁଥିବେ । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି ।
ଆପଣମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ତ ଜାଣିଥିବେ । ଏହି ନେତା ଜଣକ ଅନେକ ଦିନ ଧରି ଜଟଣୀବାସୀଙ୍କ ସେବା କରିଛନ୍ତି । ସେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଏବେ ତାଙ୍କ ଆଉ ରାଜନୀତି କରିବେ । ସେ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି । 
Hb
ଆଜି ଭୋଟର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଉ ଏହି ଭୋଟକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ କିଛି କଥା କହିଛନ୍ତି । ସେ କହିଛନ୍ତି, ଆଜି ଠାରୁ ନିର୍ବାଚନ ଆରମ୍ଭ ହୋଇଗଲାଣି । ୭ ଘଟିକା ସମୟରୁ ପୋଲିଂ ଆରମ୍ଭ ହୋଇଯାଇଛି ।
ବିଜୁ ଜନତା ଦଳ ତରଫରୁ ମନ୍ମଥ ରାଉତରାୟ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି । ସେ ୩୦ଟା ବୁଥ ଆସିଲେଣି । ନବୀନ ସରକାର ଅନେକ ସୁବିଧା କରିଛନ୍ତି । ଜଟଣୀ ପାଇଁ ସେ ୨୦୦୦ କୋଟି ଟଙ୍କା ଦେଇଛନ୍ତି । ପାଣି ପାଇଁ ୭୫୦ କୋଟି ଟଙ୍କା ଦେଇଛନ୍ତି ।
ଆଦିବାସୀ, ହରିଜନ ଏବଂ ସମସ୍ତଙ୍କର ବିକାଶ ହୋଇଛି । ଭୋଟ ସମୟରେ ଦେବା ଦରକାର । ଭୋଟ ଦେବା ସମସ୍ତଙ୍କର ଅଧିକାର । ଭାରତର ଗଣତନ୍ତ୍ର ନିୟମ ଅନୁସାରେ ଭୋଟ ଦେବା ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ ।
Hh
ଗଣତନ୍ତ୍ର ପଦ୍ଧତିରେ ସମ୍ବିଧାନକୁ ସମ୍ମାନ ଦେଇ ଭୋଟ ଦେବା ଉଚିତ୍ । ଭୋଟ ଦେବା ହେଉଛି ସମସ୍ତଙ୍କର ହକ । ସମସ୍ତଙ୍କର ଗୋଟିଏ ଗୋଟିଏ ଭୋଟ । ଭାରତର ନାଗରିକମାନେ ଭୋଟ ଦେଇ ତାଙ୍କର ପ୍ରାର୍ଥୀ ଚୟନ କରିପାରିବେ । ଭାରତର ଗଣତନ୍ତ୍ରକୁ ସମ୍ମାନ ଜଣାଇବା ଉଚିତ୍ । 
ଯେଉଁ ଦଳ କିଛି କାମ କରିଛି । ଯେଉଁ ଦଳ କିଛି କାମ କରିଛି । ଯାହାକୁ ତୁମ ଇଚ୍ଛା ତୁମେ ଭୋଟ ଦେବ ବୋଲି ସୁର ରାଉତରାୟ କହିଛନ୍ତି । ନିଜେ ନିଜ ବିବେକ ଅନୁସାରେ ଭୋଟ ଦେବ । ପ୍ରକୃତ କାମ ଯିଏ କରିଛି ତାଙ୍କୁ ଭୋଟ ଦେବା ଉଚିତ୍ ।
ଏହି ଗାଁରେ ମନ୍ମଥ ରାଉତରାୟର ଜନ୍ମ ହୋଇଛି କିଏ ଜାଣିଥିଲା ସେ ଏଭଳି ପ୍ରାର୍ଥୀ ଭାବରେ ଛିଡ଼ା ହେବେ ବୋଲି । ତାଙ୍କ ମୁଣ୍ଡରେ କିଛି ମସଲା ଅଛି ବୋଲି ତାଙ୍କୁ ଟିକେଟ ଦେଇଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି । ଏଭଳି ଅନେକ କଥା ସେ କହିଛନ୍ତି ।