Movie prime

ରାତି ଅଧ ରେ ନିଦ ରୁ ଉଠେଇ.. ଭାଉଜ କୁ ଏମିତି କଲା ଦିଅର

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ନଣଦ ଭାଉଜ ଙ୍କ ସମ୍ପର୍କ ହେଉଚି ପବିତ୍ର ସମ୍ପର୍କ।ହେଲେ ବର୍ତ୍ତମାନ ସମୟ ରେ ଏହି ସମ୍ପର୍କ କୁ ସମସ୍ତେ ଖରାପ କରି ସାରିଲେଣି।ନଣଦ ସୋଇଥିବା ରୁମ୍ ରେ ଟୋକା ପୁରେଇଲା ଭାଉଜ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିବ।ହେଲେ ସତ।
ଜଣେ ଭାଉଜ ନିଜ ପ୍ରେମିକ କୁ ଘର କୁ ଡାକି ନିଜ ନଣଦ ଙ୍କ ରୁମ୍ ରେ ପଠାଇ ଥିଲା। ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଭାଉଜ ଙ୍କୁ ଏବେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Yy
ସୂଚନା ଅନୁସାରେ ଜଣେ ମହିଳା ଅନ୍ୟ ଜଣେ ଯୁବକ ଙ୍କୁ ପ୍ରେମ କରୁ ଥିଲେ।ଯୁବକ ଜଣକ ଛୋଟ ଜାତି ର ଥିଲେ ସେଥିପାଇଁ ମହିଳା ଙ୍କ ଘର ଲୋକେ ତାଙ୍କୁ ଅଙ୍କିତ ନାମକ ଜଣେ ପିଲା ସହିତ ବିବାହ କରାଇ ଥିଲେ।
ଅଙ୍କିତ ନିଜ ଭଉଣୀ ଓ ସ୍ତ୍ରୀ ସହିତ ବହୁତ ଖୁସି ରେ ଥିଲେ।ସେ ବହୁତ ଭଲ ମଣିଷ ଥିଲେ।ତେବେ ସେହି ମହିଳା ତାଙ୍କ ପୂର୍ବ ସ୍ଵାମୀ ଙ୍କ ସହିତ ସମ୍ପର୍କ ରଖିଥିଲେ।ଏହି ସମୟ ରେ ଅଙ୍କିତ ଙ୍କ ଭଉଣୀ ଙ୍କ ବିବାହ ତାଙ୍କ ଭାଉଜ ଙ୍କ ଗାଁ ରେ ସ୍ଥିର ହୋଇ ଥିଲା।
Hy
ଏହା କୁ ବିରୋଧ କରି ଥିଲେ ତାଙ୍କ ଭାଉଜ।ସେ ଭାବୁ ଥିଲେ କି ଯଦି ତାଙ୍କ ନଣଦ ଙ୍କ ବିବାହ ସେଠାରେ ହୁଏ ତେବେ ତାଙ୍କ ର ସବୁ ସତ ଜଣା ପଡି ଯିବ।ସେଥିପାଇଁ ତାଙ୍କ ଗ୍ରାମ ରେ ଅଙ୍କିତ ଙ୍କ ଭଉଣୀ ବିବାହ ନ କରନ୍ତୁ ବୋଲି ସେ ଚାହୁଁ ଥିଲେ।
ହେଲେ ତାଙ୍କ କଥା କେହି ଶୁଣି ନ ଥିଲେ।ସେଥିପାଇଁ ସେ ପ୍ଲାନ୍ କରି ତାଙ୍କ ପ୍ରେମିକ କୁ ଘର କୁ ଡକାଇ ଥିଲେ।ରାତି ରେ ଅଙ୍କିତ ନ ଥିବା ବେଳେ ତାଙ୍କ ଭଉଣୀ ଙ୍କ ରୁମ୍ କୁ ମହିଳା ଜଣକ ନିଜ ପ୍ରେମିକ କୁ ପଠାଇ ଦେଇ ଥିଲେ।
ଏହା ପରେ ପ୍ରେମିକ ଜଣକ ତାଙ୍କ ନଣଦ ଙ୍କ ବେକ ଚିପି ମା-ରି ଦେଇ ଥିଲା।ସେହି ରାତି ରେ ସେ ସେଠାରୁ ଫେରାର ହୋଇ ଯାଇ ଥିଲା।ପରେ ଭାଉଜ ଙ୍କ ସବୁ ସତ ଜଣା ପଡି ଯାଇ ଥିଲା।ତାଙ୍କ ପ୍ରେମିକ ହିଁ ସେହି ହ-ତ୍ୟା କରିଛି ବୋଲି ସେ କହି ଦେଇ ଥିଲେ।ପୋଲିସ ଏବେ ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.