Movie prime

WhatsApp ଚାଟ୍ ଦେଖାଇ ପ୍ରତିମ ଆଣିଲେ ମନୋଜ ମିଶ୍ରଙ୍କ ନାମରେ ଏକ ବଡ଼ ଅଭିଯୋଗ

 
Hh
ମନୋଜ ମିଶ୍ରଙ୍କ ନାଁ ରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ପ୍ରଡ୍ୟୁସର୍ ପ୍ରିତମ ସାହୁ। ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ ମନୋଜ ମିଶ୍ରଙ୍କ ସହ ହୋଇଥିବା WhatsApp ଚାଟିଂ ଦେଖାଇ ଥିଲେ ଯେଉଁଥିରେ କି ମନୋଜ ମିଶ୍ର ତାଙ୍କୁ ତାଙ୍କର ଫିଲ୍ମ୍ କେବେ ରିଲିଜ୍ ହେଉଛି ବୋଲି ପଚାରି ଥିଲେ।ପ୍ରଡ୍ୟୁସର୍ ପ୍ରିତମ ସାହୁ ଙ୍କ ଫିଲ୍ମ୍ ର ନାଁ ଥିଲା ଦୁର୍ଗା। ଏଭଳି ମଧ୍ୟ କହିଥିଲେ କି ସେ ଏଥିପାଇଁ ପଚାରି ବୁଝିବାକୁ ଚାହୁଁଛନ୍ତି କି,
Gg
ଦେଖିବାକୁ ଚାହୁଁଛନ୍ତି କେତେ ଟଙ୍କା ଏହି ଦୁର୍ଗା ଫିଲ୍ମ୍ ର ପ୍ରଡ୍ୟୁସର୍ ପ୍ରିତମ ସାହୁ ଲସ୍ କରୁଛନ୍ତି। ଖୁବ ଶୀଘ୍ର ଏହି ଫିଲ୍ମ ପରଦା ଉପରକୁ ଆସିବାକୁ ଯାଉଛି। ଏବେ ଏହି ଫିଲ୍ମ୍ କୁ ନେଇ ମଧ୍ୟ ଏଭଳି କିଛି ବଡ଼ ଖବର ସାମ୍ନା କୁ ଆସିଛି।ପ୍ରଡ୍ୟୁସର୍ ପ୍ରିତମ ସାହୁ କହିଛନ୍ତି ଫିଲ୍ମ ପରଦା ଉପରକୁ ନ ଆସିବା ପୁର୍ବରୁ ହିଁ ତାଙ୍କ ଫିଲ୍ମ୍ ଉପରେ ମନୋଜ ମିଶ୍ରଙ୍କ ନଜର ରହିଛି। ତାଙ୍କ ଫିଲ୍ମ୍ ସମ୍ପର୍କରେ ସେ ଅନେକ କଥା ମଧ୍ଯ କହିଥିଲେ।
Bb
ସେ ଏହା ମଧ୍ୟ କହିଥିଲେ କି ତାଙ୍କର ଫିଲ୍ମ୍ ରେ କିଛି ଏଭଳି ରହିଛି ଯାହାକି ଦର୍ଶକ ମାନଙ୍କୁ ଖୁବ ଭଲ ଲାଗିବ। ଆଉ ଲୋକମାନେ ମଧ୍ୟ ଏହି ଫିଲ୍ମ କୁ ପସନ୍ଦ କରିବେ ବୋଲି ସେ କହିଛନ୍ତି। ତାଙ୍କର ଫିଲ୍ମ୍ ର ଷ୍ଟୋରୀ ଲାଇନ୍ ଖୁବ୍ ସୁନ୍ଦର୍ ମଧ୍ୟ ଆଉ ତାଙ୍କର ଫିଲ୍ମ ର ହିରୋଇନ୍ ଦେଖିବାକୁ ଖୁବ ସୁନ୍ଦର ହେଲେ ହିରୋ କଣ ପାଇଁ ଏଭଳି ଦେଖା ଯାଉଛନ୍ତି ତାହା ସେ କହି ନଥିଲେ। ଆଉ ତାହା ଲୋକମାନେ ଫିଲ୍ମ୍ ଦେଖିଲେ ହିଁ ଜାଣିବେ ବୋଲି କହିଥିଲେ।
ଏବେ ସୋସିଆଲ ମିଡ଼ିଆ ରେ ସେ ମନୋଜ ମିଶ୍ରଙ୍କ ନାମରେ ଯାହା କହିଛନ୍ତି ତାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାକୁ ନେଇ ଅନେକ କଥା କହିଛନ୍ତି। ସୋସିଆଲ ମିଡ଼ିଆ ରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.