Movie prime

ହାତ ଭାଙ୍ଗିଥିବା ବେଳେ କମାଲ କରିଦେଲେ Aishwarya Rai Bachchan ଦେଖନ୍ତୁ ଏବେ ଏବେ ଆସିଲା ବଡ଼ ଖବର

 
Vb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ବଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ବଲିଉଡ ଜଗତର ସବୁଠାରୁ ବଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ଜାଣିଥିବେ। 
Vh
ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି ।ପୁଣି ଏବେ ଚର୍ଚ୍ଚାରେ ବଲିଉଡ କୁଇନ । ଭଙ୍ଗା ହାତରେ ବି ଜଲୱା ଦେଖାଇଲେ ଐଶ୍ୱର୍ଯ୍ୟା ।ଐଶ୍ୱର୍ଯ୍ୟାଙ୍କ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ ।
ତାଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ସେ ପୁଣି ଚର୍ଚ୍ଚାରେ । ସେ ଝିଅ ଆରାଧ୍ୟାଙ୍କ ସହିତ ବ୍ଲାକ ଗୋଲ୍ଡେନ ଆଉଟଫିଟରେ ନଜର ଆସିଥିଲେ । ତାଙ୍କର ଜଲୱା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ଭଙ୍ଗା ହାତରେ ଏଭଳି କାମ କରିଛନ୍ତି ।
ଭଙ୍ଗା ହାତରେ ମଧ୍ୟ ସେ ନିଜର ଜଲୱା ଦେଖାଇ ଦେଇଛନ୍ତି । ୭୭ତମ କ୍ୟାନ୍ସ ଫ୍ରି ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା ରାୟବଚ୍ଚନ । ତାଙ୍କ ସହିତ ତାଙ୍କ ଝିଅ ଆରାଧ୍ୟା ଥିଲେ । ଆଉ ଏବେ ସେ ସାମ୍ନାକୁ ଆସିଛନ୍ତି । ଫ୍ରାନ୍ସରେ ଆୟୋଜିତ ହୋଇଥିଲା ଏହି ପର୍ବ । 
Hh
ଆଉ ଏଥିରେ ଯୋଗ ଦେଇଥିଲେ ଐଶ୍ୱର୍ଯ୍ୟା ରାୟବଚ୍ଚନ । ବ୍ଲାକ ଗୋଲ୍ଡେନ ପୋଷାକରେ ସେ ନଜର ଆସିଛନ୍ତି । ଆଉ ସେ ସେହି ପୋଷାକରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଫ୍ରାନ୍ସରେ ହୋଇଥିବା ଏହି ଫେଷ୍ଟିଭାଲରେ ସେ ଯୋଗ ଦେଇଥିଲେ । 
ଆଉ ସେଠାରେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଲୋକମାନେ । ଅନ୍ତର୍ଜାତୀୟ ମଞ୍ଚରେ ଅଭିନେତ୍ରୀ ଜନଭର ଜଣଙ୍କର ଏଭଳି ଲୁକକୁ ପସନ୍ଦ କରିଛନ୍ତି ଲୋକମାନେ । ନିକଟରେ ଐଶ୍ୱର୍ଯ୍ୟାଙ୍କ ଡାହାଣ ହାତର ଆଘାତ ଲାଗିଥିଲା ।
ଆଘାତ ଲାଗିବା ସତ୍ୱେ ମଧ୍ୟ ସେ ଏହି ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ଆଉ ସେଠାରେ ସେ ଯୋଗ ଦେବା ପ୍ରଂସଶକ ମାନଙ୍କୁ ଖୁସି ଦେଇଥିଲା । ଏବେ ତାଙ୍କର ଏହି ଫଟୋ ସୋସିଆଲ ମିଡ଼ିଆରେ ଆସିବା ପରେ ତାଙ୍କର ପ୍ରଶଂସକମାନେ ଏହାକୁ ଦେଖି ବହୁତ ଖୁସି ଅଛନ୍ତି ।