Movie prime

ବାଘ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଦେଖନ୍ତୁ ସୋସିଆଲ ମିଡିଆରେ ଭିଡିଓ ହେଲା VIRAL

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଆସିଥିବା କିଛି ଖବର ଜାଣିପାରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଅନେକ ଖବର ଆସିଥାଏ ଆଉ ସେ ସବୁବେଳେ ତାଙ୍କ କାମ ପାଇଁ ଚର୍ଚ୍ଚାରେ ରହିଥାନ୍ତି । 
Gh
ଏବେ ତାଙ୍କୁ ନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଘ ସହିତ କଥା ହେଉଛନ୍ତି । ବାଘକୁ ସେ ପଚାରି ବୁଝିଲେ କେମିତି ଅଛୁ । ବାଘର ନାଁ ହେଉଛି ହିଂ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣ୍ଡାକୁ ହାତରେ ଖୁଆଇ ଦେଲେ । ବାଘ ସିଂହମାନେ ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ଗର୍ଜନ କରିଲେ । ଲାଞ୍ଜକୁ ହଲାଇ ସେମାନେ ଭଲ ଅଛନ୍ତି ବୋଲି କହିଥିଲେ । ଏହି ପଶୁମାନେ ତାଙ୍କୁ ବହୁତ ଭଲପାଇଲେ । 
ଜିଭକୁ ହଲାଇ ଲାଞ୍ଜକୁ ହଲାଇ ସେମାନେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତରୁ ସୁସ୍ୱାଦୁ ଖାଦ୍ୟ ଖାଇ ଗଣ୍ଡା ବହୁତ ଖୁସି ଅଛି ବୋଲି ଜଣାପଡ଼ୁଛି । ପଶୁପକ୍ଷୀମାନଙ୍କୁ ବହୁତ ଭଲ ପାଆନ୍ତି ଯୋଗୀ ଆଦିତ୍ୟନାଥ । ସେ ମାଙ୍କଡ ଏବଂ ସବୁ ପ୍ରକାରର ଜୀବଜନ୍ତୁଙ୍କୁ ବହୁତ ଭଲ ପାଆନ୍ତି । ଯୋଗୀ ଆଡିତ୍ୟନାଥଙ୍କୁ ମଧ୍ୟ ପଶୁପକ୍ଷୀ ବହୁତ ଭଲ ପାଆନ୍ତି । ସେ ଗାଈ ମାନଙ୍କୁ ଖାଇବାକୁ ଦେଇଥିବାର ଭିଡିଓ ସାମ୍ନାକୁ ଆସିଥିଲା ଆଉ ଏହାସହ ଅନେକ ପ୍ରକାରର ଭିଡିଓ ସାମ୍ନାକୁ ଆସିଛି ।
ମାଙ୍କଡମାନଙ୍କୁ ମଧ୍ୟ ସେ ଖୁଆଇ ଦେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସେ ବାଘ ଆଉ ସିଂହଙ୍କ ସହିତ କଥା ହେଉଛନ୍ତି । ଗୋରଖପୁରରେ ଥିବା ଏକ ପ୍ରାଣୀ ଉଦ୍ୟାନକୁ ସେ ଯାଇଥିଲେ ଆଉ ସେଠାରେ ସେ ବାଘ ସହ ଆଉ ସିଂହ ସହିତ ଦେଖା ହୋଇଥିଲେ । ତାଙ୍କ ପାଖକୁ ଯାଇ ସେ ତାଙ୍କ ସହିତ କଥା ହୋଇଥିଲେ । ଆଉ ଏହି ସମୟରେ ବାଘ ଗର୍ଜନ କରିବାକୁ ଲାଗିଲା । ସେ ଗୋଟିଏ ଗୋଡ ଉଠାଇ ଗର୍ଜନ କରିଲା ଆଉ ସତେ ଯେପରି ଏହି ବାଘ ତାଙ୍କ ସହିତ କଥା ହେଉଥିଲେ । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସିଛି । ଏହିଭଳି ଅନେକ କଥା ତାଙ୍କୁ ନେଇ ଆସିଥାଏ ।