Movie prime

ଫିଲ୍ମ ଷ୍ଟାଇଲ ରେ କଲେ କ୍ରାଇମ୍ ଦେଖନ୍ତୁ ପରକୀୟା ପ୍ରୀତିରେ ଆସିଲା ସାଙ୍ଘାତିକ ଘଟଣା

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Gh
ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପ-ର-କ୍ରୀ-ୟା-ପ୍ରୀ-ତି ଘଟଣା ଦେଖିବାକୁ ମିଳୁଛି। ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ। କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଜଣେ ମହିଳା ନିଜ ସ୍ବାମୀ ଥାଉ ଥାଉ ପ୍ରେମିକ ସହିତ ମିଶି ସ୍ୱାମୀର କରିଛି ହ-ତ୍ୟା। ପ୍ରଥମେ ସ୍ତ୍ରୀ ଯୋଜନା ବଧ ଭାବେ ସ୍ବାମୀ ଉପରେ ଟ୍ରକ ଚଢାଇଥିଲା। ଆଉ ତା'ପରେ ସ୍ୱାମୀର ଦୁଇଟି ଗୋଡ଼ ଛିଣ୍ଡି ଯାଇଥିଲା। 
Bb
ସ୍ଥାନୀୟ ଲୋକେ ଯୁବକଙ୍କ ମୃ-ତ-ଦେ-ହକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଟ୍ରକ ଚକା ତଳୁ ସ୍ବାମୀ ବଞ୍ଚିଗଲେ ବୋଲି ପୁଣି ସ୍ୱାମୀକୁ ଗୁଳି କରିଦେଲା ସ୍ତ୍ରୀ। ଯେତେବେଳେ ସ୍ବାମୀ ଉପରେ ଟ୍ରକ ଚଢ଼ିଯାଇଥିଲା ସେତେବେଳେ ଏହା ଏକ ଦୁ-ର୍ଘ-ଟ-ଣା ଭାବି କଥାଟିକୁ ଗୁରୁତ୍ଵ ଦିଆଯାଇନଥିଲା। ତା'ପରେ ସ୍ବାମୀ ଦେହରେ ଗୁଳି ବଜିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜି ପାଇ ପାରିନଥିଲା। ଏହି ଘଟଣାକୁ ଦୀର୍ଘ ତିନିବର୍ଷ ବିତି ଯାଇଛି। ହେଲେ ତିନିବର୍ଷ ପରେ ଏବେ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପୋଲିସ। 
ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପୋଲିସ ହାତରେ ଏଭଳି କିଛି ତଥ୍ୟ ଲାଗିଥିଲା ଯେ ଯାହା ପୋଲିସକୁ ବି ଆଶ୍ଚର୍ଯ୍ୟ କରିଦେଇଥିଲା। ପ-ର-କ୍ରୀ-ୟା-ପ୍ର-ତି ପାଇଁ ସ୍ୱାମୀକୁ ମାରିଥିଲା ସ୍ତ୍ରୀ। ପରପୁରୁଷ ପାଇଁ ସ୍ବାମୀଙ୍କୁ ହ-ତ୍ୟା କରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟଣାରେ। ବିନୋଦ ବରଦା ଓ ନିଧି ହେଉଛନ୍ତି ସ୍ବାମୀ ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପ୍ରେମିକ, ଡ୍ରାଇଭର ଓ ସ୍ତ୍ରୀକୁ ଗିରଫ କରିଛି ପୋଲିସ। ଏବେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.