Movie prime

ଭୋଟ ଦିନ ହ-ତ୍ୟା ମାମଲାରେ ବଡ଼ ଖବର ଦେଖନ୍ତୁ ୫ ଦିନରେ ଧରା ପଡ଼ିଲା ହ-ତ୍ୟା-କା-ରୀ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବରଗଡ଼ ଜିଲ୍ଲାରେ ଘଟିଥିବା ଘଟଣା ସମ୍ପର୍କରେ ଜାଣିପାରିବେ ।
Bb
ମେ ମାସ ୨୦ ତାରିଖରେ ଅର୍ଥାତ୍ ସୋମବାର ଦିନ ବରଗଡ଼ ଜିଲ୍ଲାରେ ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିଲା । ଏହି ସମୟରେ ଘଟିଥିଲା ଏଭଳି କିଛି ।ଏହି ସମୟରେ ବରଗଡ଼ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଘଟିଥିଲା ହ-ତ୍ୟାକାଣ୍ଡ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଏହି ଅଭିଯୁକ୍ତ ଜଣକ ହେଉଛନ୍ତି ସରସରା ଗ୍ରାମର ମନୋଜ ଦୁର୍ବାଦଳ ନାଗ । ତାଙ୍କୁ ପଡୋଶୀ ରାଜ୍ୟ ଛତିଶଗଡରୁ ଗିରଫ କରାଯାଇଛି । ଏହାସହ ଆହୁରି ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଜଣାପଡିଛି । ଏବେ ଏହି ଘଟଣାକୁ ନେଇ ପୋଲିସ ତନାଘନା ଚଲାଇଛି । ଏବେ ଏହି ଘଟଣାକୁ ନେଇ ଆସୁଛି ଖବର । 
Ghh
ପୋଲିସର ସ୍ଵତନ୍ତ୍ର ଟିମ୍ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି । ସବୁଆଡେ ଘୁରି ବୁଲୁଛି ପୋଲିସ । ଏହି ଘଟଣା ବିଷୟରେ କହିଛନ୍ତି ପୋଲିସ ବାବୁ । ମେ ମାସ ୨୦ ତାରିଖ ଦିନ ଦ୍ବିପ୍ରହର ସମୟରେ ଯୁବକ ଜଣଙ୍କୁ ଆକ୍ରମଣ କରି ହ-ତ୍ୟା କରାଯାଇଥିଲା ।
ଏହି ଯୁବକ ଜଣକ ହେଉଛନ୍ତି ବିଶ୍ଵନାଥ ମେହେତା । ସେ ଭୋଟ ଥିବାରୁ ଲୋକମାନଙ୍କୁ ତାଙ୍କ ଅଟୋରେ ବସାଇ ନେବା ଆଣିବା କରୁଥିଲେ । ତାଙ୍କୁ ରାସ୍ତାରେ ଦେଖି ଆକ୍ରମଣ କରାଯାଇଥିଲା । ଏହାପରେ ତାଙ୍କର ଜୀବନ ନେଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଗାଁ ରାସ୍ତା କଡରେ ପକାଇ ଦିଆଯାଇଥିଲା ।
ଆଉ ଏହାପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିଲା । ଆଉ ତାଙ୍କୁ ବରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ନିର୍ବାଚନୀ ହିଂସା ନା ଆଉ କିଛି କାରଣ ପାଇଁ ଏଭଳି ହ-ତ୍ୟା କରାଗଲା ଏନେଇ କୌଣସି ସୂଚନା ମିଳିନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।