Movie prime

ଦାନା ବାନ୍ଧୁଛି ଲଘୁଚାପ ଦେଖନ୍ତୁ ଏବେଠାରୁ ଆସିଲା ସତର୍କ ସୂଚନା ଏହିସବୁ ଜିଲ୍ଲାରେ ଏବେଠାରୁ ହେବ ପ୍ରବଳ ବର୍ଷା

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତା ଜୁନ୍ ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍ ୨୪ ତାରିଖ ପରେ କେତେକ ସ୍ଥାନରେ ଓ ୩୦ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହେବ ବ‌ୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୬ ତାରିଖରେ ଘୂର୍ଣ୍ଣିବଳୟ ଓ ୨୮ରେ ଲଘୁଚାପ ସୃଷ୍ଟି ହେଲେ ଗୁଳୁଗୁଳି ଓ ଗରମରୁ ରକ୍ଷା ପାଇବେ ରାଜ୍ୟବାସୀ। 
Gg
ସେପଟ ଅନେକ ଦିନ ପରେ ପାଦେ ଆଗକୁ ବଢିଲା ମୌସୁମି। କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ। ପାଣିପାଗ ବିଭାଗ କହିଲା ୩ରୁ ୪ ଦିନ ଭିତରେ ଅନ୍ୟ ଜିଲ୍ଲାରେ କରିବେ ପ୍ରବେଶ। ୨୧ ଓ ୨୨ ତାରିଖରେ ବଢିବ ବର୍ଷାର ବିସ୍ତୃତି। ୪୮ ଘଣ୍ଟା ପରେ କମିବ ଗୁଳୁଗୁଳି। ପାଣିପାଗ ବିଭାଗଙ୍କ ସୂଚନାନୁସାରେ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଅଗ୍ରସର ହୋଇଛି ମୌସୁମି। 
Bb
ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମି ଛୁଇଁବା ପରେ ଆଜି କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ଆଗକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି।୨୧ ଓ ୨୨ ତାରିଖରେ ବଢିବ ବର୍ଷାର ବିସ୍ତୃତି। ୨୩ରେ ବି ହେବ ବର୍ଷା। ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ୬୦ରୁ ୧୦୦
ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। 
ସେହିଭହିଳି ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୪୦ରୁ ୫୦ ମିମି ବର୍ଷା ହୋଇପାରେ। ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହା ସହିତ ଦୁଇ ଦିନ ରହିବ ଗୁଳୁଗୁଳି। ଆଗାମୀ ୪୮ ଘଣ୍ଟା ପରେ କମିବ ପ୍ରଚଣ୍ଡ ଗୁଳୁଗୁଳିର ମାତ୍ର। ପବନର ଦିଗ ସହ ନମ୍ନଚାପ ରେଖା ଯୋଗୁଁ ଆସନ୍ତା ଦୁଇ ଦିନ ବର୍ଷା ହେବ।

Around The Web