Movie prime

ପାକିସ୍ତାନରେ ଭୟଙ୍କର ଯୁଦ୍ଧ ଦେଖନ୍ତୁ ଚାଲିଗଲା ୧୦୨ ଜୀବନ ଆଉ ତା ପରେ - Exclusive

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନର ସେନାବାହିନୀ ଉପରେ ହେଲା ଭୟଙ୍କର ଆ-କ୍ର-ମ-ଣ। ୧୦୨ ଯବାନଙ୍କୁ ପାକିସ୍ତାନରେ କରାଗଲା ହ-ତ୍ୟା। ଭାରତ ସୀମା ଏବେ ପୁରା ହାଇ ଆଲର୍ଟ ରେ ରହିଛି। ଭାରତ ମଧ୍ୟରେ ଆଉ ବିସ୍ଫୋରଣ କରିବାକୁ ସାହସ କରିପାରୁନାହିଁ ପାକିସ୍ଥାନ ସେଥିପାଇଁ ନିଜ ଦେଶ ଭିତରେ ଆରମ୍ଭ ହେଇଛି ହିଂସା। ଦିନକୁ ଦିନ ପାକିସ୍ଥାନର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବଢିବାକୁ ଲାଗିଛି ଆତଙ୍କ। ପାକିସ୍ଥାନରେ ଏବେ ସାଧାରଣ ଜନତା ଭୟରେ ବଞ୍ଚୁଛନ୍ତି। ଯଦି ଦେଖିବା ଏହି ଆ-କ୍ର-ମ-ଣ ବେଲୋଜିସ୍ଥାନ ଲେବୁରେସନ୍ ଆର୍ମି କରିଛି। 
Gg
ପାକିସ୍ଥାନର ବେଲୋଜିସ୍ଥାନରେ ପ୍ରଦେଶରେ ବଢ଼ିବାକୁ ଲାଗିଛି ହିଂସା ସେଥିପାଇଁ ସୋମବାର ରାତିରେ ପାକିସ୍ଥାନ ସେନା ବାହିନୀ ଉପରେ ଆ-କ୍ର-ମ-ଣ କରି ୧୦୨ ଜଣଙ୍କୁ ହ-ତ୍ୟା କରିଛି ବେଲୋଜିସ୍ଥାନ ଲେବୁରେସନ୍ ଆର୍ମି। ବେଲା ଅଞ୍ଚଳର ମୁଖ୍ୟ ସେନା କ୍ୟାମ୍ପ ସମେତ ବିଭିନ୍ନ ସ୍ଥାନରେ ବେଲୋଜିସ୍ଥାନର ବଡ ଧରଣର ଆ-କ୍ର-ମ-ଣ କରିଛି ବେଲୋଜିସ୍ଥାନ ଲେବୁରେସନ୍ ଆର୍ମି ମୁଖ୍ୟ ୟୁନିଟ ମୋଜିତ୍ ୱିକେଟ ପକ୍ଷରୁ ବେଲାର ମୁଖ୍ୟ ସେନା ଶିବିରରେ ଫିଆଦିନ୍ ବା ଆତ୍ମଘାତୀ ଆ-କ୍ର-ମ-ଣ ସଫଳତାର ସହ କରାଯାଇଛି। 
Bb
ସୂଚନା ମୁତାବିକ ବିଏଲଏର ଆ-କ୍ର-ମ-ଣ-କା-ରୀ ମାନେ ଜିୱାନି ଉପକୂଳ ରାଜପଥରେ ଗ୍ୱାଦରର ଗବଦ୍ ଛକରେ ଥିବା ଏକ ଚେକ୍ ପଏଣ୍ଟରେ ଆ-କ୍ର-ମ-ଣ କରିବା ପରେ ଅନେକ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କର ଅସ୍ତ୍ରଶସ୍ତ୍ର ଲୁଟି ନେବା ସହିତ ଖଣିଜ ସାମଗ୍ରୀ ପରିବହନ କରୁଥିବା ଅନେକ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି। 
ବେଲୋଜିସ୍ଥାନର ଲୋକଙ୍କୁ ବିଏଲଏ ପକ୍ଷରୁ ରାସ୍ତାକୁ ନଆସିବା ପାଇଁ ପରାମର୍ଶ ଦିଆଯିବା ସହିତ ସେମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି। ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ପାଇଁ ବିଏଲଏ ପକ୍ଷରୁ ପୋଲିସ ଏବଂ ଚେକ୍ ପୋଷ୍ଟ ଗୁଡିକରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି। ତେବେ ବେଲୋଜିସ୍ଥାନକୁ ଅକ୍ତିହାର କରି ରଖିଥିବା ସେନା ବିରୋଧରେ ସେମାନେ ଲଢେଇ କରୁଛନ୍ତି ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.