Movie prime

ନିଜ ଭଉଣୀସହ ଧୂଳି ଉଡ଼ାଇ ନାଚିଲେ ଅଭିନେତ୍ରୀ ଅର୍ଚ୍ଚିତା ଦେଖନ୍ତୁ ସୋସିଆଲ ମିଡିଆରେ VIRAl ହେଲା ଭିଡିଓ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ଅଭିନେତା ଆଉ ଅଭିନେତ୍ରୀ ଏବଂ ତାଙ୍କ ପରିବାର ବିଷୟରେ ସବୁ ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅନେକ କଳାକାରଙ୍କୁ ଦେଖିଥିବେ । ସେମାନଙ୍କ ମଧ୍ୟରୁ ଅର୍ଚ୍ଚିତା ସାହୁ ଅନ୍ୟତମ ଅଟନ୍ତି। 
Hh
ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତ୍ରୀ ଜଣକ ଓଲିଉଡ ଜଗତରେ ବହୁତ ନାମ କମାଇଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସବୁବେଳେ ତାଙ୍କ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।
ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଫିଲ୍ମ୍ ଦେଖିବାକୁ ସବୁବେଳେ ଦର୍ଶକମାନେ ଚାହିଁ ରହିଥାନ୍ତି । ଏବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନେଇ ଆସିଛି କିଛି ଖବର । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବେ ତାଙ୍କ ଭଉଣୀଙ୍କ ସହିତ ନଜର ଆସିଛନ୍ତି । ଆଉ ସେମାନେ ନାଚ କରୁଥିବାର ନଜର ଆସିଛନ୍ତି । 
ଭଉଣୀ ସହ ମିଶି ବେଶ୍ ଧୁମଧାମରେ ନାଚ କରିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏବେ ଅନେକ କଥା ଆସୁଛି କି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହିତ ଏମିତି କଣ ଘଟିଲା ଆଉ ତାଙ୍କର କାମ ହେଲା ସେ ଏଭଳି ନାଚ କରୁଛନ୍ତି ।
Hh
ଏତେ ବର୍ଷ ପରେ ଏତେ ଖୁସିରେ ଅଭିନେତ୍ରୀ ଜଣକ ନାଚ କରୁଛନ୍ତି ଆଉ ଏହାର କାରଣ କଣ ରହିଛି ତାହା ଆପଣମାନେ ଜାଣିପାରିବେ । ଅର୍ଚ୍ଚିତା ସାହୁ ଜଣେ ଚୁଲବୁଲ୍ ନାୟିକା ଅଟନ୍ତି । ସେ ସବୁବେଳେ ତାଙ୍କର ସବୁ କାମରେ ଅନେକ ଭଲପାଇବା ପାଇଥାନ୍ତି । 
ଏତେ ବର୍ଷ ପରେ ଅଭିନେତ୍ରୀ ଜଣକ ନାଚ କରୁଛନ୍ତି ତାଙ୍କ ଭଉଣୀଙ୍କ ସହିତ ମିଶି କରି । ତାଙ୍କ ଭଉଣୀ ଆଉ ସେ ବହୁତ ସୁନ୍ଦର ଭାବରେ ନାଚ କରିବା ସହିତ ବେଶ ଖୁସି ଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଭଉଣୀ ଦେଖିବାକୁ ଅର୍ଚ୍ଚିତାଙ୍କ ଭଳି ସୁନ୍ଦର ।
ଅଭିନେତ୍ରୀ ଅର୍ଚ୍ଚିତା ଆଉ ତାଙ୍କ ଭଉଣୀ ଏକ ବିବାହ ପାର୍ଟିକୁ ଯାଇଥିଲେ । ଆଉ ସେଠାରେ ସେ ଏଭଳି ନାଚ କରୁଥିବାର ନଜର ଆସିଛନ୍ତି । ଅର୍ଚ୍ଚିତା ଏବଂ ତଭ ସାନ ଭଉଣୀର ନାଚ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ଏହା ଚର୍ଚ୍ଚା ହେଉଛି ।