Movie prime

ରେଷ୍ଟୁରାଣ୍ଟରେ ପଶି ଘଟାଇଲେ ଭୟଙ୍କର କାଣ୍ଡ ଦେଖନ୍ତୁ ଭିଡିଓ ହେଲା VIRAL

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଦୁର୍ବୃତ୍ତ ମାନେ ରାଜଧାନୀ ବାଙ୍ଗାଲୋର ଏକ୍ସପ୍ରେସରେ ରେଷ୍ଟୁରାଣ୍ଟରେ ଘଟାଇଲେ ବଡ କାଣ୍ଡ। ଯାହାକୁ ପାରିଲେ ତାହାକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତ ମାନେ। 
Hh
ଚନ୍ଦକା ପଥରଗଡିଆ ରାସ୍ତାରେ ଥିବା ବାଙ୍ଗାଲୋର ଏକ୍ସପ୍ରେସରେ ରେଷ୍ଟୁରାଣ୍ଟରେ ଦୁର୍ବୃର୍ତ୍ତ ଦେଖାଇଲେ ଭାଇଗିରି। ସିଟ୍ ନମିଳିବାରୁ ରେଷ୍ଟୁରାଣ୍ଟରେ ବସିଥିବା କେତେକ ଯୁବକଙ୍କୁ ଚେୟାର ଉଠାଇ ପିଟିଲେ। ପ୍ରତିରୋଧ କରିବାରୁ ବ୍ୟାପକ ଭଙ୍ଗାରୁଜା କରିବା ସହ ହାତରେ ଯାହା ପଡ଼ିଲା ତାକୁ ଧରି ଗୋଡେଇ ଗୋଡେଇ ମାରିଲେ। ଭୟରେ ରେଷ୍ଟୁରାଣ୍ଟରେ ବସିଥିବା ଯୁବକ ଯୁବତୀ ଯିଏ ଯୁଆଡେ ପାରିଲା ଦୌଡିଲା। 
ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଛି। ବଡ କଥା ହେଲା, ଥାନା ଅଞ୍ଚଳ ଭାଗବଣ୍ଟାକୁ ନେଇ ଖବର ପାଇବା ପରେ ବି ଚନ୍ଦକା ପୋଲିସ ଓ ଇନଫୋସିଟି ପୋଲିସ ଭିତରେ ଟଣା ଓଟରା ଯୋଗୁଁ କୌଣସି ଥାନା ପୋଲିସ ଘଟଣା ସ୍ଥଳକୁ ଗଲେ ନାହିଁ କି ଦୁର୍ବୃର୍ତ୍ତଙ୍କ କବଳରୁ ମାଡ ଖାଉଥିବା ଯୁବକଙ୍କୁ ବଞ୍ଚାଇଲେ ନାହିଁ। ଘଟଣାଟି ରବିବାର ସନ୍ଧ୍ୟା ପାଖାପାଖି ସାଢ଼େ ୬ଟାରୁ ୭ଟା ମଧ୍ୟରେ ଘଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.