Movie prime

ଘୋଡାରେ ଚଢ଼ିଆସିଲେ ଦେଖନ୍ତୁ ଭୋଟ ଦେବାପାଇଁ ପ୍ରେରଣା ଦେଲେ ଦେଖନ୍ତୁ ଏହି VIRAL VIDEO

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକାଲି ରାଜନୀତିକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ ଭୋଟ ଦେବାକୁ ନେଇ ଅନେକ ଖବର ଆସୁଛି ଯାହା ଜାଣିଥିବେ । ଅନେକ ଲୋକ ଯେଉଁମାନଙ୍କର ବୟସ ହୋଇଗଲାଣି ସେମାନେ ଭୋଟ ଦେବାକୁ ଯାଇଥାନ୍ତି।
Vv
ଲୋକମାନେ ବାଇକ୍, କାର ଏବଂ ଅନେକ ଆଦିରେ ଭୋଟ ଦେବାକୁ ଯାଇଥାନ୍ତି । କିନ୍ତୁ ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ବ୍ୟକ୍ତି ଘୋଡାରେ ଆସି ଭୋଟ ଦେଇଛନ୍ତି । ଏହି ଖବର ଏବେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଘୋଡାରେ ଆସି ଭୋଟ ଦେଲେ ଏହି ବ୍ୟକ୍ତି ଜଣକ । ଏହି ବ୍ୟକ୍ତି ଜଣକ ନିର୍ବାଚନରେ ଏଭଳି କାମ କରିଥିବାରୁ ସେ ଚର୍ଚ୍ଚାରେ ଅଛନ୍ତି । ଏବେ ଏହି ବ୍ୟକ୍ତି ଜଣଙ୍କର କାମକୁ ନେଇ ଚର୍ଚ୍ଚା ହେଉଛି ।
Bb
ଏହି ଘଟଣା ଉତ୍ତରପ୍ରଦେଶର କୁଶୀନଗର ପୋଲିଂ ବୁଥରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଭୋଟର ଜଣକ ପୋଲିଂ ବୁଥକୁ ଘୋଡାରେ ଆସି ଚର୍ଚ୍ଚା ସାଉଁଣ୍ଟିଛନ୍ତି । ଭୋଟ ଦେବା ପାଇଁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଅଭିନବ ଉପାୟରେ ମତଦାନ କେନ୍ଦ୍ରକୁ ଆସିଛନ୍ତି ଏହି ଭୋଟର ଜଣକ । ଏବେ ଏହି ଭୋଟର ଜଣଙ୍କର ଏହି କାମକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଅନେକ କଥା ଆସୁଛି । 
୨୦୧୨ ମସିହା, ୨୦୧୭ ମସିହା, ୨୦୨୨ ମସିହା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ସେ ଏଭଳି ଘୋଡାରେ ଆସି ଭୋଟ ଦେଇଥିଲେ । ସେହିଭଳି ସେ ଚଳିତ ବର୍ଷ ମଧ୍ୟ ଭୋଟ ଦେବାକୁ ଘୋଡାରେ ଆସିଥିଲେ । ଅନ୍ତିମ ପର୍ଯ୍ୟାୟ ଦିନ ଏହି ବ୍ୟକ୍ତି ଜଣକ ଭୋଟ ଦେବାକୁ ଆସିଥିଲେ । ଆଉ ତାଙ୍କର ଏହି ଅଭିନବ ଉପାୟରେ ଭୋଟ ଦେ ନେଇ ଏବେ ଅନେକ କଥା ଆସୁଥିବା ବେଳେ ଲୋକମାନେ ଅନେକ କଥା କହୁଛନ୍ତି । ଲୋକମାନଙ୍କର ଭୋଟ ଦେବାକୁ ଅଧିକ କରିବା ପାଇଁ ସେ ଏଭଳି ଅଭିନବ ଉପାୟ କରିଛନ୍ତି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।