Movie prime

ଓଡ଼ିଶା ଫେରି ରାଜନୀତିରୁ ସନ୍ନ୍ୟାସ ନେଲେ Vk Pandian ଦେଖନ୍ତୁ ଓଡ଼ିଶାବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ବିଜେଡି ଦଳ ଓଡ଼ିଶାରେ ହାରି ଥିବାର ଖବର ତ ଜାଣିଥିବେ । ଆଉ ଏବେ ଓଡ଼ିଶାରେ ବିଜେପି ଦଳ ଶାସନ ଭାର ଗ୍ରହଣ କରିଛି । ବିଜେଡି ଦଳ ହାରିବାକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି ଯାହା ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଦେଖିଥିବେ ।
Bb
ବିଜେଡି ଦଳ ହାରିବା ପଛର କାରଣ ଭି କେ ପାଣ୍ଡିଆନଙ୍କୁ ଦିଆଗଲା । ଆଉ ଭୋଟ ଦାନ ଶେଷ ପର୍ଯ୍ୟାୟ ପରଠାରୁ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କର ଆଉ ଦେଖା ନଥିଲା । ତାଙ୍କୁ ନେଇ କିଛି ଖବର ଆସୁ ନଥିଲା । ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସାମ୍ନାକୁ ଆସିଛନ୍ତି । ସେ ଭିଡିଓ ଜାରି କରି କିଛି କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାହା ଶୁଣିପାରିବେ । ନିର୍ବାଚନ ପରେ ଭି କେ ପାଣ୍ଡିଆନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ସେ ଗୋଟିଏ ଛୋଟ ଗାଁ ଆଉ ଭଲ ପରିବାରରୁ ଆସିଛନ୍ତି ।
Bb
ସେ ସବୁବେଳେ ଲୋକଙ୍କ ପାଇଁ କାମ କରିଛନ୍ତି । ସେ ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଇଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶି କାମ କରିଥିଲେ । ସେ ତାଙ୍କ ସହିତ କାମ କରି ଖୁସି ହୋଇଥାନ୍ତି । ବିଜୁ ଜନତା ଦଳ ହାରିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ବିଜେଡିର ପରାଜୟ ପାଇଁ ଭି କେ ପାଣ୍ଡିଆନ କ୍ଷମା ମାଗିଛନ୍ତି । ସେ ରାଜନୀତିରୁ ସନ୍ନ୍ୟାସ ନେଇଗଲେ । ଭି କେ ପାଣ୍ଡିଆନ କ୍ଷମା ମାଗି ରାଜନୀତିରୁ ସନ୍ନ୍ୟାସ ନେଇଗଲେ । ଭି କେ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଲେ ସେ ସନ୍ନ୍ୟାସ ନେଇଯିବେ । 
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ନାହିଁ । ଆଉ ବିଜୁ ଜନତା ହାରିବା ପରେ ସେ ବହୁତ ଦୁଃଖ ପ୍ରକାଶ କରିଥିଲେ । ସେ ଆଇଏଏସ ଥିଲେ । ସେ ଗଞ୍ଜାମ ଜିଲ୍ଲାର ଆଇଏଏସ ଥିଲେ । ନବୀନ ପଟ୍ଟନାୟକ ତାଙ୍କ ପାଇଁ ଆଦର୍ଶ । ଆଉ ସେ ତାଙ୍କ କାମରେ ଅନୁପ୍ରାଣିତ ହୋଇଥାନ୍ତି । ନବୀନ ପଟ୍ଟନାୟକ ସବୁବେଳେ ତାଙ୍କ ହୃଦୟରେ ରହିବେ ବୋଲି ସେ କହିଛନ୍ତି । ଭି କେ ପାଣ୍ଡିଆନ ବିଜୁ ଜନତା ଦଳ ହାରିବା ପରେ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ ଆଉ ଏହି କଥା ସେ ରଖିଲେ । ଏବେ ଏହି କଥାକୁ ନେଇ ଗଣମାଧ୍ୟମରେ ଆସୁଛି ।