Movie prime

ରାସ୍ତା ମଝିରେ ଏମିତି କଣ ହେଲା ଶେଷରେ ପ୍ରେମିକା ତା ପ୍ରେମିକକୁ ବହେ ସେକିଲା

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ ଯୁବତୀ। ଅନ୍ଧାର ଓ ନିସ୍ତବ୍ଧ ରାତିରେ ଚାପୁଡ଼ା ଉପରେ ଚାପୁଡ଼ା ବର୍ଷା ହେଉଥିଲା ଯୁବକଙ୍କ ଉପରେ। ରାସ୍ତାରେ ଛିଡ଼ା ହୋଇ ସେ କଥା ହେଉଥିବା ସମୟରେ ହଠାତ୍ ରାଗି ଯାଇଥିଲେ ଯୁବତୀ। ଏହାପରେ ରାସ୍ତାଘାଟ କିଛି ନମାନି ଯୁବତୀ ଜଣକ ଯୁବକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ। ଏମିତି ଦୃଶ୍ୟ ଦେଖି କାର ଅଟକି ଥିଲେ ମଧ୍ୟ ତାଙ୍କ ପାଖକୁ କେହି ଯାଇ ନଥିଲେ।
Gg
ଏପଟେ ମଧ୍ୟ ପଛ ଛାଡ଼ୁ ନଥିଲେ ଯୁବତୀ ଜଣକ। ଯୁବକ ଜଣକ ବୁଲେଟ ଧରି ଯେତେ ଆଗକୁ ଯାଉଥିଲେ ବି ଯୁବତୀ ଜଣକ ସେମିତି ପଛେପଛେ ଯାଇ ବୁଲେଟ ଆଗରେ ଛିଡା ହୋଇ ବୁଲେଟ ର ହ୍ୟାଣ୍ଡଲ କୁ ଜାବୁଡି ଧରିଥିଲେ। ସେଠୁ ଯୁବକ ଜଣକ ଯିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେଠାରୁ ସେ ଯାଇ ପାରି ନଥିଲେ। ସେଭଳି ଭାବରେ ହିଁ ଯୁବତୀଙ୍କ ହାତରୁ ମାଡ ପରେ ମାଡ଼ ସେମାନେ ଖାଇ ଚାଲିଥିଲେ।
Hh
ସେତିକି ବେଳେ ହିଁ ଯୁବତୀ ଜଣକର ଆଉଜଣେ ବାନ୍ଧବୀ ଆସି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଇଛନ୍ତି। ଏହାପରେ ଦୁହେଁ ମିଶି ଏହି ଯୁବକ ଜଣକୁ ବାଡେଇବା ରେ ଲାଗି ପଡିଛନ୍ତି। ଏହି ଘଟଣା ଉତ୍ତରପ୍ରଦେଶ ର ବୋଲି ଜଣା ପଡିଛି। ଉତ୍ତରପ୍ରଦେଶ ର ବାରାଣସୀ ଅଞ୍ଚଳରେ ଏଭଳି କିଛି ଘଟଣା ଘଟି ଯାଇ ଥିବାର ଦେଖିବାକୁ ମିଳିଛି। ରାତି ଅଧରେ ବିଚ୍ ରାସ୍ତା ଉପରେ ଚାଲିଥିଲା ଏଭଳି କିଛି ହାଇଭୋଲ୍ଟେଜ୍ ଡ୍ରାମା।
ଆଜିକାଲି ର ଯୁବତୀ ଯୁବକ ମାନେ କିଛି ସ୍ଥାନ କାଳ ପାତ୍ର ଦେଖୁ ନଥିବା ବେଳେ ଏଭଳି କିଛି ଘଟଣା ଘଟାଇଛନ୍ତି। ଯାହା ଅତି ନିନ୍ଦନୀୟ ଓ ସମାଲୋଚନା ର ବିଷୟ ସାଜିଥିବା ବେଳେ ଏହି ଭିଡିଓ ହେଉଛି ତାହାର ଉଦାହରଣ। ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକମାନେ ମଧ୍ୟ ନିନ୍ଦା କରିଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.