Movie prime

କୋକେଇରେ ଆସିଲେ ନାମାଙ୍କନ ଭରିଲେ ଦେଖନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଏହି ଘଟଣା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାଜନୀତି ବିଷୟରେ କିଛି ଖବର ଜାଣିପାରିବେ । ଏବେ ସବୁଆଡେ ରାଜନୀତି ସରଗରମ ରହିଛି । ଯେଉଁମାନେ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି ତାଙ୍କୁ ନେଇ ସବୁବେଳେ ଖବର ଆସିଥାଏ ।
Bn
ଏବେ ଜଣେ ପ୍ରାର୍ଥୀଙ୍କୁ ନେଇ ଆସିଛି କିଛି ଖବର । ଏବେ ପ୍ରାର୍ଥୀମାନେ ନାମାଙ୍କନ ଭରି ଯାଉଛନ୍ତି । ଆଉ ପ୍ରାର୍ଥୀମାନେ ବଡ ବଡ ଗାଡ଼ି ଆଉ ବିଭିନ୍ନ ପ୍ରକାରର ବାଜା ବଜାଇ ନାମାଙ୍କନ ପତ୍ର ଭରିବାକୁ ଯାଉଥିବାର ଆପଣମାନେ ଦେଖିଥିବେ ।
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପ୍ରାର୍ଥୀ ଜଣକ କୋକେଇରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ । ଜିଲ୍ଲାପାଳ ଜଳକା, ସାଂସଦ ପ୍ରାର୍ଥୀ ଜଣଙ୍କର ଏହି ଅଜବ କାରନାମା ।
କୋକେଇରେ ଆସିଲେ ଆଉ ନାମାଙ୍କନ ପତ୍ର ଭରିଲେ । ଲୋକମାନେ କୋକେଇରେ ସାଂସଦ ପ୍ରାର୍ଥୀଙ୍କୁ କାନ୍ଧେଇ ଆଣିଲେ । ଆପଣମାନେ ସମସ୍ତେ ଜାଣିଥିବେ କୋକେଇରେ ମରିଯାଇଥିବା ଲୋକଙ୍କୁ ନିଆ ଯାଇଥାଏ ଆଉ ଏବେ ଏହି ସାଂସଦ ପ୍ରାର୍ଥୀ ଜଣକ କରିଛନ୍ତି ଏହି କାମ ।
Hh
ଏହି ଘଟଣା ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କିଏ ଦାମୀ ଗାଡ଼ିରେ ନାମାଙ୍କନ ଭରିବାକୁ ଆସୁଛି ତ ଆଉ କିଏ ଚାଲି କରି ନାମାଙ୍କନ ଭରିବାକୁ ଆସୁଛି । କିନ୍ତୁ ଏହି ପ୍ରାର୍ଥୀ ଜଣକ କୋକେଇରେ ଆସିଛନ୍ତି । 
ଯେଉଁଥିରେ ଶବ ଯାଏ ସେଥିରେ ଏହି ସାଂସଦ ପ୍ରାର୍ଥୀ ଜଣକ ଆସିଛନ୍ତି । ଶ୍ମଶାନକୁ ଯେଭଳି ଶବକୁ ନିଆଯାଏ ସେଭଳି ଏହି ପ୍ରାର୍ଥୀ ଜଣକ କୋକେଇରେ ବସି ଆସିଛନ୍ତି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ରାଜନ ଯାଦବ । ତାଙ୍କୁ ଆରଥି ବାବା ମଧ୍ୟ କୁହନ୍ତି । ତାଙ୍କର ଶ୍ମଶାନରେ ରହିଛି କାର୍ଯ୍ୟାଳୟ ।
ଆଉ ସେଠାରେ ସେ ସବୁ କଥା ଶୁଣି ଥାଆନ୍ତି । ସେ ଲୋକମାନଙ୍କର ସମସ୍ୟା ସେଠାରେ ଶୁଣି ଥାଆନ୍ତି । ଆଉ ସେ ଗରିବ ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ଏବେ ସେ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି ଆଉ ସେ ନାମାଙ୍କନ ପତ୍ର ଭରିଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।