Movie prime

ସ୍ଵାମୀ ସ୍ତ୍ରୀଙ୍କ ଏମିତି ଅଲଗା ହେବା ନେଇ ଶେଷରେ ମୁଁହ ଖୋଲିଲେ ଯୁବକ ଦେଲେ ଏମିତି ବୟାନ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଆଜିକାଲି ଦୁନିଆରେ ଘଟିଥିବା ଘଟଣା ବିଷୟରେ ଜାଣି ପାରୁଛନ୍ତି । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ଆଉ ଲୋକମାନଙ୍କ ପାଇଁ ଖରାପ ଅଟେ । ଜଣେ ଯୁବକ ବିବାହ କରିଥିଲେ । ଆଉ ଏବେ ତାଙ୍କ ସହିତ ଏଭଳି କିଛି ଘଟିଛି ।
Tg
ଏହି ଯୁବକ ଜଣଙ୍କର ସ୍ତ୍ରୀ ତାଙ୍କ ଘର ଲୋକଙ୍କ କଥାରେ ପଡି ବିବାହ କରିବା ପରେ କାମ କରିଥିଲେ । ସେ ଚାକିରୀ କରୁଥିଲେ ଆଉ ସେ ଚାକିରୀ କରିବା ପରେ ତାଙ୍କ ସ୍ବାମୀଙ୍କ ସହିତ ରହୁ ନାହାନ୍ତି । ତାଙ୍କ ସ୍ଵାମୀ ତାଙ୍କ ବାପା ମାଆଙ୍କର ଗୋଟିଏ ପୁଅ । ସେ କିଛି କାମ କରିଲେ ଆଉ ତାଙ୍କ ସ୍ତ୍ରୀ ବି ଘରେ ନ ରହିଲେ ତାଙ୍କ ସ୍ଵାମୀ ତାଙ୍କ ବାପା ମାଆଙ୍କର କଥା ବୁଝୁଛନ୍ତି । ଏବେ ଏହି ସ୍ଵାମୀ ଜଣଙ୍କ ଠାରୁ ତାଙ୍କ ସ୍ତ୍ରୀ କୌଣସି କାରଣରୁ ଅଲଗା ହୋଇଯାଇଛନ୍ତି ।ଏବେ ଏହି ଯୁବକ ଜଣଙ୍କର ଶଶୁର ଘରଲୋକ କିଛି କଥା କହିଛନ୍ତି ।
Gg
ଏହି ଯୁବକ ଜଣଙ୍କର ଶଶୁର ଘରଲୋକ କହିଛନ୍ତି ତାଙ୍କ ଝିଅ ତାଙ୍କୁ ରୋଜଗାର କରି ପୋଷିବ ଆଉ ସେମାନେ ତାଙ୍କୁ ଛାଡ଼ିବେ ନାହିଁ । ଝିଅ ଜଣକ ତାଙ୍କ ମାଙ୍କ କଥାରେ ତାଙ୍କ ସ୍ବାମୀଙ୍କୁ ଛାଡି ଦେଇଛନ୍ତି। ଏହି ଯୁବକ ଜଣକ ପ୍ରେମ ବିବାହ କରିଛନ୍ତି । ସେ ପ୍ରେମ ବିବାହ କରି ବହୁତ ଖୁସିରେ ଥିଲେ । କିନ୍ତୁ ଏବେ ତାଙ୍କ ସ୍ତ୍ରୀ ଏଭଳି ତାଙ୍କ ସହିତ କରୁଛନ୍ତି । ଏହି ସ୍ତ୍ରୀ ଜଣକ ବିବାହ କରିବା ପରେ ମଧ୍ୟ ତାଙ୍କ ବାପା ଘରଲୋକଙ୍କ କଥା ମାନିଥିଲେ । ଏବେ ଏହି ଯୁବକ ଜଣକ କହିଛନ୍ତି ।
ଆଜିକାଲି ଝିଅଙ୍କୁ ଟଙ୍କା ଦରକାର ଆଉ ଭଲ ପିଲା ଦରକାର । ସେମାନେ ଯାହାକୁ ବିବାହ କରିଥିବେ ତାଙ୍କ ଠାରୁ ଅଧିକ ଭଲ ଥିବା ପିଲା ମିଳିଲେ ସେ ତାଙ୍କ ପାଖକୁ ପଳାଇବେ । ଏହି ଯୁବକ ଜଣକ ୫ ବର୍ଷ ଭଲପାଇଲେ ଆଉ ଏହାପରେ ତାଙ୍କ ଘରେ ସେ ରହିଥିଲେ । ଆଉ ତାଙ୍କ ବନ୍ଧୁବାନ୍ଧବ ସମସ୍ତଙ୍କ ଘରକୁ ସେ ଯାଇଥିଲେ । ଏବେ ଏହି ଯୁବକ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ତାଙ୍କ ଶାଶୁଙ୍କ କଥାରେ ସବୁକିଛି କରିଛନ୍ତି । ଆଉ ଏହି ଯୁବକ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ତାଙ୍କ ମନକୁ ନୁହେଁ ବରଂ ତାଙ୍କ ଦେହକୁ ଭଲ ପାଇଥିଲେ । ଯୁବକ ଜଣକ ସ୍ଵାମୀ ସ୍ତ୍ରୀ ଅଲଗା ହେବାର କାରଣ ଝିଅର ମାଆ ବୋଲି କହିଛନ୍ତି । ଏଭଳି ଅନେକ କଥା ଏହି ଯୁବକ ଜଣକ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।