Movie prime

ସୁଭଦ୍ରା ଟଙ୍କା ପାଇଁ ଚେତାଶୂନ୍ୟ ହେଲେ ମହିଳା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vvg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହିଳା ମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ରାତିଦିନ ଆସି ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି। ଜଣେ ଯୁବତୀ ଲମ୍ବା ଧାଡ଼ିରେ ଠିଆ ହେଇଥିବା ବେଳେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତେବେ ସରକାରଙ୍କ ନିୟମ ଅନୁସାରେ ଉଭୟ ଆଧାରକାର୍ଡ ଓ ବ୍ୟାଙ୍କରେ ଆବେଦନକାରୀଙ୍କ ମୋବାଇଲ ନମ୍ବର ସମାନ ହେବା ନିହାତି ଆବଶ୍ୟକ। ତେଣୁ ମୋବାଇଲ ନମ୍ବର ସଂଯୋଗରେ ତ୍ରୁଟି ରହିଛି। ତେବେ ସୁଭଦ୍ରା ଯୋଜନାରେ ସହାୟତା ଆଶାଇ ମହିଳା ମାନେ ଆଧାର ସଂଶୋଧନ ଓ ମୋବାଇଲ ନମ୍ବର ପଞ୍ଜିକରଣ ପାଇଁ ସକାଳୁ ଆସି ଧାଡ଼ି ଲଗାଉଛନ୍ତି। 
Gg
ମାତ୍ର ଏହି ସଂଶୋଧନ ପ୍ରକ୍ରିୟା ବିଭିନ୍ନ କାରଣରୁ ଯୋଗୁଁ ବିଳମ୍ବ ହେଉଛି। ତେଣୁ ବହୁତ୍ ମହିଳା ସଂଶୋଧନ ନକରି ପାରିବାରୁ ଦିନସାରା ଅପେକ୍ଷା କରିବା ପରେ ରାତି ହେଲେ ଅନେକ ମହିଳା ଜନସେବା କେନ୍ଦ୍ରରେ ଆଧାର ସଂଯୋଗ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି। ଯେଉଁ ଲୋକ ମାନେ ଦୂରଦୂରାନ୍ତରୁ ଆସୁଛନ୍ତି ସେମାନେ ସ୍କୁଲ ଘର ଓ ଲୋକାଲ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ କେମିତି ଆଧାର ସଂଶୋଧନ ପାଇଁ ସାରସକଣା ମୁଖ୍ୟ ଡାକଘରରେ ଲାଗିଛି ଲମ୍ବା ଧାଡ଼ି।
Yh
ଏତେ ଭିଡ଼ ଭିତରେ ଗାଁର ମାଳତୀ ବାନ୍ଦେଣି ଚେତା ହରାଇ ତଳେ ପଡ଼ିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସାରସକଣା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାସହ ତାଙ୍କୁ ସାଲାଇନ ଓ ଔଷଧ ଦେବା ପରେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଦେଖା ଦେଇଛି। ତେବେ ଡାକଘର ଫାଟକ ଖୋଲିବା ପୂର୍ବରୁ ସକାଳୁ ସକାଳୁ ଶହ ଶହ ମହିଳା ଆଧାରକାର୍ଡ ସଂଶୋଧନ ଏବଂ ମୋବାଇଲ ନମ୍ବର ସଂଯୋଗ ପାଇଁ ଭିଡ ଜମାଇଥିଲେ। 
ଡାକଘରେ ନିର୍ଦ୍ଧିଷ୍ଟ ସଂଖ୍ୟା ପର୍ଯ୍ୟପ୍ତ ଆଧାର ସଂଶୋଧନ ହେଉଥିବାରୁ ଶହ ଶହ ମହିଳା ନିରାଶ ହେଇ ଫେରୁଛନ୍ତି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି କୁହାଯାଉଥିବାରୁ ମହିଳା ମାନେ ଏହା ପୂର୍ବରୁ ଆବଶ୍ୟକ ତଥ୍ୟାବିଶେଷ ସହ ଆବେଦନ କରିବନି ଚାହୁଁଛନ୍ତି। ତେଣୁ ଆଧାର କେନ୍ଦ୍ରରେ ଏଭଳି ଭିଡ ସାଙ୍ଗକୁ ଏହା ସହିତ ମେସିନ ଖରାପ ଯୋଗୁଁ ସଂଶୋଧନ ନକରିପାରି ନିରାଶ ହେଇ ଫେରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.