Movie prime

ଘଣ୍ଟ ବଜାଇଲେ ନନା ସିନ୍ଦୂର ଦେଲେ ପ୍ରେମିକ ଦେଖନ୍ତୁ ଏମିତି ବାହାଘର ଆପଣ ଜୀବନରେ କେବେ ଦେଖି ନଥିିବେ - Exclusive

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Jh
ବନ୍ଧୁଗଣ ପ୍ରେମିକା ମଥାରେ ସିନ୍ଦୂର ଦେଇ ଜୀବନସାଥି ରୂପରେ ଗ୍ରହଣ କଲା ପ୍ରେମିକ। ଉଭୟ ପ୍ରେମୀଯୁଗଳ ଘରଛାଡ଼ି ଆସି ମନ୍ଦିରରେ ଵିଵାହ କରିଛନ୍ତି। ପ୍ରେମୀଯୁଗଳଙ୍କ ବିବାହକୁ ପରିବାର ଲୋକେ ଗ୍ରହଣ ନହେବାରୁ ଦୁଇ ପ୍ରେମୀଯୁଗଳ
ଏଭଳି କିଛି ନିଷ୍ପତି ନେଇ ମନ୍ଦିରକୁ ଚାଲି ଆସିଥିଲେ। ଏଭଳି ନିଆରା ଢଙ୍ଗରେ ପ୍ରେମିଯୁଗଳ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଇଥିବାର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଚିଗଡ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ଟେକ୍କରତୋଳା ଗାଁ'ରେ। 
ଏହି ଗାଁର ଜଣେ ଯୁବକ ନିଜ ଗାଁ ପାଖ ଝିଅକୁ ଭଲ ପାଉଥିଲେ। ଏହାପରେ ବିବାହ ପ୍ରସ୍ତାବ ପଡ଼ିବାରୁ ଝିଅଘର ଲୋକେ ରାଜି ହେଇନଥିଲେ। ଦୁହେଁ ପ୍ରେମୀଯୁଗଳ ଫେରାର ହେଇଯାଇ ନିକଟସ୍ଥ ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନିଜଣ
Hh
ଠାକୁରଙ୍କ ଆଗରେ ସାକ୍ଷୀ ରଖି ବିବାହ କରିଛନ୍ତି। ଝିଅଘର ଲୋକେ ଏନେଇ ପୋଲିସ ନିକଟର ଅଭିଯୋଗ କରିଥିବା ବେଳେ ଅଭିଯୋଗକୁ ଆଧାର କରି ଉଭୟଙ୍କୁ ପୋଲିସ ଉଠାଇ ନେଇଥିଲା। 
ଥାନାରେ ଉଭୟଙ୍କୁ ଅଧିକ ପଚରାଉଚରା ସମୟରେ ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏବଂ ଦୁହେଁ ନିଜ ଇଚ୍ଛାରେ ଘରଛାଡ଼ି ଆସିଥିବା ସ୍ବୀକାର କରିଥିଲେ। ସେହିପରି ପରସ୍ପରଙ୍କ ସହମତିରେ ଏକ ମନ୍ଦିରରେ ବିବାହ କରିଥିବା ପୋଲିସ ନିକଟରେ ପ୍ରକାଶ କରିଥିଲେ।
ପୋଲିସ ଉଭୟ ପକ୍ଷରୁ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ଦୁହେଁ ସାବାଳକ ହୋଇଥିବାରୁ ଉଭୟ ପରିବାରବର୍ଗଙ୍କ ଉପସ୍ଥିତିରେ ବୁଝାମଣା କରି ଥାନାରେ ଛାଡ଼ିଥିବା ଜଣାପଡିଛି। ଶେଷରେ ଦୁହିଁଙ୍କ ପ୍ରେମକୁ ମିଳିଛି ସାମାଜିକ ସ୍ଵକୃତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.