Movie prime

ସ୍ଵାମୀ ଗୁ-ପ୍ତାଙ୍ଗ କାଟିଦେଇ ପର ପୁରୁଷ ସହ ଫେରାର ହେଇଗଲେ ସ୍ତ୍ରୀ ଦେଖନ୍ତୁ କଣ କରିଦେଲେ ଏମିତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ସବୁ ଜାଣିଥିବେ । ଆଜିକାଲି ପରକୀୟା ପ୍ରୀତି ପାଇଁ କେତେ ଯେ ଘଟଣା ଘଟୁଛି ତାହା ଆପଣମାନେ ଜାଣିଥିବେ ।
Hh
ପରକୀୟା ପ୍ରୀତି ପାଇଁ କିଏ କାହାର ସ୍ବାମୀଙ୍କୁ ଛାଡି ଚାଲି ଯାଉଛି ତ କିଏ କାହାର ସ୍ତ୍ରୀକୁ ଛାଡି ଚାଲି ଯାଉଛି । ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ଏହି ପରକୀୟା ପ୍ରୀତିକୁ ନେଇ ଆସିଥିବା ଖବର ଜାଣିପାରିବେ । ପରକୀୟା ପ୍ରୀତିରେ ବାଧା ସୃଷ୍ଟି କରୁଥିଲା ସ୍ବାମୀ ।
ଆଉ ସ୍ବାମୀ ବାଧା ଦେବାରୁ ସ୍ତ୍ରୀ ଜଣକ ସ୍ବାମୀ ସହିତ କରିଥିଲା ଏଭଳି କିଛି । ସ୍ବାମୀ ଜଣଙ୍କର ଗୁପ୍ତାଙ୍ଗ କାଟି ଦେଇ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି ସ୍ତ୍ରୀ ଜଣକ ।ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସ୍ୱାମୀର ଏଭଳି କାମ କରିଛି ସ୍ତ୍ରୀ ବୋଲି ସଂଘାତିକ ଅଭିଯୋଗ ଆସିଛି । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପାଥପୁର ପଞ୍ଚାୟତ ଓରିକ୍ଷୀ ଗାଁରେ । ଏହି ଗାଁର ବନବିହାରୀ ଜେନାଙ୍କର ସନ୍ଦେହଜନକ ମୃ-ତ୍ୟୁ ହୋଇଛି ।
Jj
ସେ ତାମିଲନାଡୁରେ କାମ କରୁଥିଲେ ଆଉ ଦୁଇମାସ ହେବ ସେ ଘରକୁ ଆସିଛନ୍ତି । ଘରେ ତାଙ୍କର ପୁଅ ଗୋଟିଏ ଆଉ ଝିଅ ଗୋଟିଏ ରହିଛି । ଦୀର୍ଘଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହି ଝଗଡାର କାରଣ ଥିଲା ବନିତା ଜେନାଙ୍କ ପରକୀୟା ପ୍ରୀତି । 
ବନବିହାରୀ ଜେନାଙ୍କ ପତ୍ନୀ ଅନିତା ଜେନା ପରକୀୟା ପ୍ରୀତି ଅଛି ବୋଲି ଜାଣି ପାରିଥିଲେ । ସେହି ବନିତା ଜେନାଙ୍କର ବାବୁଲି ସାମଲ ନାମକ ଯୁବକଙ୍କ ସହିତ ସମ୍ପର୍କ ଥିବାର ସ୍ବାମୀ ଜାଣି ଦେଇଥିଲେ । ଆଉ ଏଥିପାଇଁ ସବୁବେଳେ କଳହ ଲାଗି ରହୁଥିଲା ।
ଆଉ ସେଥିପାଇଁ ବନବିହାରୀ ଜେନାଙ୍କୁ ମାଡ ମାରି ସବୁ ସୁନା ଗହଣା, ଆସବାବପତ୍ର ଏବଂ ଛୁଆମାନଙ୍କୁ ନେଇ ବାପଘରେ ଛାଡି ଦେଇଥିଲେ । ଗତକାଲି ବନବିହାରୀ ଜେନାଙ୍କ ସାନ ଭାଇ ଘରକୁ ଯାଇ ଦେଖିଥିଲେ ତାଙ୍କ ଭାଇଙ୍କ ମୃତଦେହ ଘରେ ପଡ଼ିଛି । ଆଉ ତାଙ୍କର ଗୁପ୍ତାଙ୍ଗ କଟି ଯାଇଥିଲା ବୋଲି ସେ ଦେଖିଥିଲେ । ଏବେ ଏନେଇ ଥାନାରେ ଅଭିଯୋଗ ହୋଇଛି ।