Movie prime

ବ୍ୟକ୍ତି ଆଣିଲେ ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ବାହା ହେଇଗଲେ ପତ୍ନୀ ସ୍ବାମୀ କହିଲେ ଏମିତି

 
Jh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ବିବାହ କରିଥିଲେ । ଆଉ ଏବେ ତାଙ୍କର ସ୍ତ୍ରୀକୁ କେହି ଜଣେ ଏଭଳି ଯାଦୁ କରି କିନିଆ କରିଛି । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି । 
Hh
ଏହି ବ୍ୟକ୍ତି ଜଣକ ହେଉଛନ୍ତି ମାନସରଞ୍ଜନ ପଣ୍ଡା । ସେ ସେହି ଝିଅକୁ ଜୀବନସାଥି କରିବେ ବୋଲି କେବଳ ଭାବି ନଥିଲେ ସେ ତାଙ୍କୁ ଜୀବନସାଥି କରିଥିଲେ । ସେ ୨୦୦୮ ମସିହାରେ ଏହି ଯୁବତୀ ଜଣଙ୍କୁ ଭଲ ପାଇଥିଲେ । ଆଉ ଏହାପରେ ସେ ତାଙ୍କୁ ବିବାହ କରିଥିଲେ ।
୨୦୧୩ ମସିହାରେ ସେ ତାଙ୍କୁ ବିବାହ କରିଥିଲେ । ୨୦୧୯ ମସିହା ପର୍ଯ୍ୟନ୍ତ ସେ ତାଙ୍କ ପାଖରେ ଥିଲେ । ଏହାପରେ କେହି ଜଣେ ତାଙ୍କ ସ୍ତ୍ରୀଙ୍କୁ ଇମ୍ପ୍ରେସ କରି ନେଇ ଯାଇଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଦିବ୍ୟଶଙ୍କର । 
ଦିବ୍ୟଶଙ୍କର ହେଉଛନ୍ତି ଜଣେ କ୍ୟାପଟେନ । ସେ ମାନସଙ୍କ ସ୍ତ୍ରୀକୁ ଲୋଭ ଦେଖାଇ ତାଙ୍କୁ ନେଇଗଲେ । ଦିବ୍ୟଶଙ୍କର ହେଉଛନ୍ତି ଜୁନାଗଡ଼ ବିଧାୟକ । ଏହି ବିଧାୟକ ଜଣକ ତାଙ୍କ ସ୍ତ୍ରୀକୁ ଟାଟାରେ ଚାକିରି ଦେବେ ବୋଲି ଲୋଭ ଦେଖାଇଥିଲେ । ଆଉ ଏହି କଥାରେ ସେ ମଧ୍ୟ ଫସି ଯାଇଥିଲେ ।
Hh
ଏହାପରେ ମାନସ ବାଧ୍ୟ ହୋଇଥିଲେ ତାଙ୍କ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ । ଏହାପରେ ସେ ତାଙ୍କୁ ଛାଡପତ୍ର ଦେଇଥିଲେ । ଆଉ ଏବେ ଏହି ଯୁବକ ଜଣକ ଅନେକ କଥା କହିଛନ୍ତି । ସେ ଏହି ଅଞ୍ଚଳର ଲୋକମାନଙ୍କୁ ଅନେକ କଥା କହିଛନ୍ତି ।
ସେ ଏବେ ଜୁନାଗଡ଼ ଏବଂ ଗୋଲମୁଣ୍ଡା ଲୋକଙ୍କୁ ଅନୁରୋଧ କରି କହିଛନ୍ତି ନିଜ ସ୍ତ୍ରୀକୁ ଜମାରୁ ଏହି ଲୋକ ନଜରକୁ ଆଣନ୍ତୁ ନାହିଁ । ନହେଲେ ତାଙ୍କ ଭଳି ଅବସ୍ଥା ଭୋଗି ପାରିବେ ବୋଲି କହିଛନ୍ତି । ଏଭଳି ସବୁ କଥା କହିଛନ୍ତି ବିଧାୟକ ଦିବ୍ୟଶଙ୍କରଙ୍କ ଦ୍ଵିତୀୟ ପତ୍ନୀଙ୍କ ପ୍ରଥମ ସ୍ବାମୀ ମାନସ ରଞ୍ଜନ ପଣ୍ଡା ।
ସେ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଉଥିଲେ ଆଉ ତାଙ୍କ ସହିତ ଏଭଳି ଘଟଣା ଘଟିଛି । ଯେଉଁଟା ତାଙ୍କ ସହିତ ଘଟିଛି ସେ କହିଛନ୍ତି । ଆଉ ଲୋକମାନଙ୍କୁ ସେ ଏହି ବିଷୟରେ ଜଣାଇ ସଚେତନ କରାଇଛନ୍ତି ।