Movie prime

ମଧ୍ୟାହ୍ନ ଭୋଜନ ଖାଇଲା ବେଳେ ବାହାରିଲା ଜୋକ...ଛଟପଟ ହେଇ ପିଲା ଖାଇବା ଥାଳି ଫିଙ୍ଗିଲେ..

 
Vg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପିଲାଙ୍କ ଖାଇବା ଥାଳି ରୁ ବାହାରିଲା ଯୋକ।ଗୋଟିଏ ସ୍କୁଲ ରେ ପିଲା ମାନଙ୍କୁ ଭାତ ରେ ଜୋକ ପକାଇ ଖାଇବାକୁ ଦିଆଯାଉଛି ବୋଲି ଜଣାପଡିଛି।ଆଉ ପିଲା ମାନେ ଆଖି ବୁଜି ଏହି ମଲା ଜୋକ କୁ ଭାତ ରେ ଲଗାଇ ଖାଉଛନ୍ତି।ଏହାର ଭିଡିଓ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗୋଟିଏ ପିଲା ଥାଳି ରୁ ଅଧା ଭାତ ଖାଇ ସାରିଥିଲା,ଭାତ ଖାଉ ଖାଉ ତା ଭିତରୁ ଜୋକ ବାହାରିଥିଲା।
Gg
ଏମିତି ଘଟଣା ଆପଣମାନେ ଆଗରୁ କେବେହେଲେ ଦେଖି ନଥିବେ।ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ରୁ ଏମିତି ଜୋକ ବାହାରୁ ଥିବାର ଦେଖି ନାହାନ୍ତି।ଏହି ଘଟଣା ଟି ଭଦ୍ରକ ଜିଲ୍ଲା ବାସୁଦେବ ପୁର ପୌର ପାଳିକା ଅଧୀନ ରାଧାକାନ୍ତ ପୁର ର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି।ମଧ୍ୟାହ୍ନ ଭୋଜନରେ ସବୁ ପିଲାଙ୍କୁ ଖାଇବାକୁ ଦିଆ ଯାଇଥିଲା।ପିଲାଟି ସ୍କୁଲ ର ସାର ଆଉ ରୋଷେୟା ଙ୍କୁ ଦେଖାଇ ଥିଲେ।
Hh
କିନ୍ତୁ ଖାଇବାରେ ଜୋକ ବାହାରିଲା ବେଳକୁ ଅନେକ ପିଲା ସେତେବେଳ କୁ ଜୋକ ମିଶା ଖାଦ୍ୟ କୁ ଖାଇ ସାରିଥିଲେ।ଛାତ୍ରୀ ଙ୍କ ନାମ ହେଉଛି ସ୍ୱାଗତିକା ମଳିକ।ତାଙ୍କରି ଥାଳି ରେ ଖାଇବାରେ ଜୋକ ବାହାରି ଥିଲା।ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଖାଇବା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଙ୍କ ଖାଇବା ଥାଳି ରେ ଏମିତି ଏକ ଜୋକ ବାହାରି ଥିଲା।
ଏନେଇ ଛାତ୍ରୀ ଜଣକ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କୁ ଜଣାଇଥିଲେ।ଏହି ଘଟଣା କୁ ନେଇ ପ୍ରଧାନ ଶିକ୍ଷକ ପର୍ଶୁରାମ ସାହୁ ବିଦ୍ୟାଳୟ ପରିଚାଳନା କମିଟି ର ସହପତି ଓ ସ୍ଥାନୀୟ କାଉନସିଲର ଙ୍କୁ ଅବଗତ କରାଇ ଛନ୍ତି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.