Movie prime

ଓଡ଼ିଶାର ସବୁଠାରୁ ଧନୀ ହିରୋ କିଏ !! ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ କେଉଁ ହିରୋ ନିଅନ୍ତି କୋଟି କୋଟି ଟଙ୍କା

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ। ଏହି ଅଭିନେତା ମାନେ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। 
ବନ୍ଧୁଗଣ ଆମ ଓଡିଆ ଫିଲ୍ମର ଅଭିନେତା ମାନେ ଗୋଟେ ଫିଲ୍ମ କରିବା ପାଇଁ କେତେ ଟଙ୍କା ନିଅନ୍ତି ତାହା ଜାଣିବା ପରେ ଆପଣ ମାନଙ୍କ ହୋସ ଉଡିଯିବ ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ।
Hh
ସିଦ୍ଧାନ୍ତ ମହାପାତ୍ର- ସିଦ୍ଧାନ୍ତ ନିଜ ଅଭିନୟ କାରିୟରର ଆରମ୍ଭ ଶ୍ରଦ୍ଧାଞ୍ଜଳି ଫିଲ୍ମରୁ କରିଥିଲେ। ଏହା ପରେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି। ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂତନ ଯୁଗର ଆରମ୍ଭ କରିଥିଲେ।
ସିଦ୍ଧାନ୍ତଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି। ସେ ୨୦୧୦ ମସିହା ପର୍ଯ୍ୟନ୍ତ ଗୋଟେ ଫିଲ୍ମ କରିବା ପାଇଁ ୧ ରୁ ୫ କୋଟି ଟଙ୍କା ନେଉଥିଲେ କିନ୍ତୁ ଏବେ ସେ ଗୋଟେ ଫିଲ୍ମ କରିବା ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ନେଉଛନ୍ତି।
ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସବ୍ୟସାଚୀ ମିଶ୍ର। ସବ୍ୟ କେବଳ ଓଡିଆ ଇଣ୍ଡଷ୍ଟ୍ରି ନୁହେଁ ବେଙ୍ଗୋଲି ଆଉ ତେଲୁଗୁ ଇଣ୍ଡଷ୍ଟ୍ରିରେ ବି କାମ କରିଛନ୍ତି।ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି। ସେ ଗୋଟେ ଫିଲ୍ମ ପାଇଁ ୧୨ ରୁ ୧୪ ଲକ୍ଷ ଟଙ୍କା ନିଅନ୍ତି।
Hh
ସ୍ଵରାଜ ବାରିକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସ୍ଵରାଜ ବାରିକ। ସ୍ଵରାଜ ଓଡିଆ ଇଣ୍ଡଷ୍ଟ୍ରିରେ ଶିଶୁ କଳାକାର ରୂପେ ପାଦ ଦେଇଥିଲେ ଆଉ ଏବେ ସେ ଅନେକ ଫିଲ୍ମରେ ହିରୋ ଭୂମିକାରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି। ସ୍ଵରାଜ ଗୋଟେ ଫିଲ୍ମରେ କାମ କରିବା ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି।
ବାବୁସାନ ମହାନ୍ତି- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବାବୁସାନ ମହାନ୍ତି। ବାବୁସାନ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୯ ମସିହାରେ ରୋମିଓ ଦ ଲଭର ବଏ ଫିଲ୍ମରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ସୁପର ହିଟ ଫିଲ୍ମ କରି ଓଡିଶାବାସୀଙ୍କ ମନ କିଣି ଥିଲେ। ବାବୁସାନ ଗୋଟେ ଫିଲ୍ମ କରିବା ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ନେଉଛନ୍ତି।
ଅନୁଭବ ମହାନ୍ତି- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅନୁଭବ ମହାନ୍ତି। ୨୦୦୪ ମସିହାରେ ଆଇ ଲଭ ୟୁ ଫିଲ୍ମରୁ ନିଜ କାରିୟର ଆରମ୍ଭ କରିଥିଲେ। ଅନୁଭବ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି। ଅନୁଭବ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ ୨୨ ରୁ ୨୫ କୋଟି ଟଙ୍କା ନିଅନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.