Movie prime

କାହିଁକି ପାଣ୍ଡିଆନଙ୍କୁ ଢୋଲ ଭିତରେ ଥିବା ମୂଷା ବୋଲି କହିଲେ ବ୍ୟକ୍ତି ଜଣଙ୍କ ଜାଣନ୍ତୁ ଏହା ପଛରେ କଣ ଅଛି କାରଣ

 
Ggg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ରାଜନୀତି ବିଷୟରେ ଆସିଥିବା କିଛି ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ବିଜେଡି ଦଳକୁ ନେଇ ଆସିଛି କିଛି ଖବର । ବିଜେଡି ଦଳରେ ପାଣ୍ଡିଆନଙ୍କୁ ନେଇ କିଛି ଖବର ଆସିଛି । ଆଉ ଏହି ସବୁ ବିଷୟରେ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି । ବିଜେଡି ଦଳରୁ ଭି କେ ପାଣ୍ଡିଆନଙ୍କୁ ବାହାର କରିବା ପରେ ହିଁ ଦଳ ଭଲରେ ରହିବ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । 
Hh
ପାଣ୍ଡିଆନ ନାମକ ଢୋଲ ଭିତରେ ମୂଷା ରହିଛି । ବିଜେଡି ଦଳରୁ ଏହି ପାଣ୍ଡିଆନ ନାମକ ବ୍ୟକ୍ତିଙ୍କୁ ନ ବାହାର କରିଲା ପର୍ଯ୍ୟନ୍ତ ଏଭଳି ହିଁ ହେବ । ଟଙ୍କା ଥିଲେ ଯଦି ରାଜନୀତି ହେଇଥାନ୍ତା ତାହେଲେ ଆଉ କିଛି ହୋଇପାରନ୍ତା ନାହିଁ । ସେମାନେ ମଳି ମୁଣ୍ଡିଆ ଲୋକଙ୍କ ସହିତ ମିଶନ୍ତି ନାହିଁ । ସେଥିପାଇଁ ଲୋକମାନେ ତାଙ୍କୁ ଗ୍ରହଣ କରିଲେ ନାହିଁ । କଟକ ଲୋକସଭାରେ ସେ ଛିଡ଼ା ହୋଇଥିଲେ ତାଙ୍କୁ ଲୋକମାନେ ହରାଇଦେଲେ । ପଇସା ଦେଇ ଯଦି ରାଜନୀତି ହୋଇଥାନ୍ତା ତାହେଲେ ସରପଞ୍ଚ, ସମିତି ସଭ୍ୟ ଆଦି ନିର୍ବାଚନ ହୋଇନଥାନ୍ତା ।
Hh
ଏବେବି ବିଜୁ ଜନତା ଦଳକୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଚଲାଉଛନ୍ତି । ଜିଲ୍ଲାସ୍ତରୀୟ କମିଟି ରଖାଯାଇଛି । ଆଉ ଏବେ ନବୀନ ପଟ୍ଟନାୟକ କମିଟି ମେମ୍ବର ସବୁ ବଦଳାଇ ଦେଇଛନ୍ତି । ସବୁକିଛି ଭାଙ୍ଗି ଦେଇଛନ୍ତି । ଏହିସବୁ ଭି କେ ପାଣ୍ଡିଆନ କରୁଛନ୍ତି ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । ତାଙ୍କ କାମ ସେ କରୁଛନ୍ତି । ସେ ଏବେବି ଏହି ଦଳକୁ ଚଲାଉଛନ୍ତି ଆଉ ଏହି ଦଳ ନେଇ ଅନେକ କିଛି ସେ ଭାବୁଛନ୍ତି ଆଉ ଅନେକ କିଛି କାମ ମଧ୍ୟ କରୁଛନ୍ତି । ବିଜୁ ଜନତା ଦଳ ହେଉଛି ଗୋଟିଏ କର୍ପୋରେଟ କମ୍ପାନୀ ।
ସେ କର୍ପୋରେଟ ଲୋକମାନଙ୍କୁ ଆଗରେ ରଖୁଛନ୍ତି । ସଂପୃକ୍ତ ମିଶ୍ର ଏହି ଭିତରେ ପ୍ରଥମ ଆଉ ତାଙ୍କ ପାଖରେ ଅନେକ ଧନ ରହିଛି । କାହିଁକି ଲୋକମାନେ ତାଙ୍କୁ ପଇସା ଦେଲେ , କାହିଁକି ଏଭଳି ସବୁ ହେଉଛି ଆଉ କାହିଁକି ସେ ହାରିଲେ ଏହିସବୁ କଥାକୁ ନେଇ ଅନେକ କଥା କହୁଛନ୍ତି ଏହି ବ୍ୟକ୍ତି ଜଣକ । ବିଜୁ ଜନତା ଦଳକୁ ଲୋକମାନେ ବହୁତ ଭଲ ପାଉଥିଲେ ଆଉ ଏବେ ତାଙ୍କୁ ଘୃଣା କରୁଛନ୍ତି । ବିଜୁ ଜନତା ଦଳ ଯଦି ହାରୁଛି ତାହେଲେ ଏହାର କାରଣ ହେଉଛି ପାଣ୍ଡିଆନ । ଆଉ ତାଙ୍କ ପାଇଁ ବିଜୁ ଜନତା ଦଳ ହାରିଛି । ପାଣ୍ଡିଆନଙ୍କୁ ବିଜୁ ଜନତା ଦଳରୁ ବାହାର ନ କରିଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉପରକୁ ଉଠିବ ନାହିଁ ।