Movie prime

କାହିଁକି ପଶୁ ଭଳି କାଣ୍ଡ କଲା ସବୁ ମୁଁହ ଖୋଲି କହିଲା ସଞ୍ଜୟ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, କୋଲକାତା ଦୁ-ଷ୍କ-ର୍ମ-ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସଂପର୍କରେ ଏକ ଗୁରୁତର କଥା ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ସେ ଅ-ଶ୍ଳୀ-ଳ-ତା ସହ ଜଡିତ ଥିଲେ, ତାଙ୍କର ପଶୁ ପରି ପ୍ରବୃତ୍ତି ଥିଲା। ଦୁ-ଷ୍କ-ର୍ମ ପରି ଏକ ଅପରାଧ କରି ମଧ୍ୟ ଦେଶ ଅନୁତପ୍ତ ନୁହଁନ୍ତି। 
Gg
କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର ଜଣେ ଅଧିକାରୀ ଗୁରୁବାର ଏହା କହିଛନ୍ତି। ଅଗଷ୍ଟ ୧୮ ତାରିଖରେରେ ସିବିଆଇ ସିଏଫ୍‌ଏସ୍‌ଏଲର ବିଶେଷଜ୍ଞମାନଙ୍କୁ ସଞ୍ଜୟ ରୟଙ୍କ ସାଇକୋଆନାଲିଟିକ୍ ପ୍ରୋଫାଇଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଲକାତା ପୋଲିସର ଜଣେ ସିଭିକି ଭଲ୍ୟୁଣ୍ଟର୍‌ଙ୍କୁ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍‌ପିଟାଲ୍‌ ପରିସରରେ ୩୧ ବର୍ଷୀୟା ତାଲିମପ୍ରାପ୍ତ ଡାକ୍ତରଙ୍କ ମୃ-ତ-ଦେ-ହ ମିଳିବା ପରେ ଗିରଫ କରାଯାଇଥିଲା। 
ସିବିଆଇ ଅଧିକାରୀ ଗୁରୁବାର ଦିନ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, "ଏହି ବ୍ୟକ୍ତି କୌଣସି ଅନୁତାପ ପ୍ରଦର୍ଶନ କରୁନାହାନ୍ତି। ସେ ବିନା ସଙ୍କୋଚରେ ପୂରା ଘଟଣାକୁ ବର୍ଣ୍ଣନା କରିଥିଲେ।’’ ତଦନ୍ତ ଭାର କଲିକତା ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ ସ୍ଥାନୀୟ ପୋଲିସ ସଞ୍ଜୟ ରୟଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ୍ ଫୋନରେ ଅ-ଶ୍ଳୀ-ଳ ବିଷୟବସ୍ତୁ ପାଇଥିବାର ଦେଖିବାକୁ ମିଳିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.