Movie prime

କାହିଁକି ଜଗନ୍ନାଥଙ୍କ ରଥ ଭାଙ୍ଗନ୍ତି ମା ମହାଲକ୍ଷ୍ମୀ ଦେଖନ୍ତୁ ଆଉ ଜାଣନ୍ତୁ କଣ ରହିଛି ପୌରାଣିକ ମାନ୍ୟତା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ତ ଜାଣିଥିବେ ମାତା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦିଅନ୍ତି କିନ୍ତୁ କାହିଁକି କଣ ଆପଣମାନେ ଜାଣିଛନ୍ତି କି ? ଅଭିମାନ କରିଛନ୍ତି ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ । ରୁକ୍ମିଣୀ ହରଣ ଏକାଦଶୀରେ ମାତା ଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ବିବାହ ହୋଇଥିଲା ।
Vg
ଆଉ ଏହି ବିବାହରେ ଚତୁର୍ଥୀ ଦିନ ମହାପ୍ରଭୁ ଜଗନ୍ନାଥ ଅଧିକ ସ୍ନାନ କରି ଜ୍ଵରରେ ପଡ଼ିଥିଲେ । ଆଉ ସେ ଅଣଶନ ଘରେ ଥିଲେ । ସେ ଏହାପରେ ସେଠାରୁ ବାହାରି ଭଲ ହୋଇଛନ୍ତି କି ନାହିଁ ପ୍ରଭୁ ଜଗନ୍ନାଥ ରତ୍ନ ବେଦୀରୁ ଆସି ଭାଇ ଆଉ ଭଉଣୀଙ୍କୁ ଧରି ବୁଲିବା ପାଇଁ ଯାଇଥିଲେ । ଆଉ ସେପଟେ ମାତା ଲକ୍ଷ୍ମୀଙ୍କ ବିବାହ ହାତରୁ ବିବାହ ଗଣ୍ଠୁଆଳ ଫିଟି ନାହିଁ । ନବ ବିବାହିତା ମାତା ଲକ୍ଷ୍ମୀ ପାଞ୍ଚ ଦିନର ବିରହ ବେଦନା ସହି ନପାରି ମାଆ ବିମଳାଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କୁ ଦେଖା କରିବାକୁ ଯାଇଥିଲେ ।
Hg
ଏହାପରେ ମାତା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀ ଗୁଣ୍ଡିଚା ଆଡ଼କୁ ଗୋପନରେ ଯାଇଥିଲେ । ଏହି ପରମ୍ପରାରେ ଆଜି ହେରା ପଞ୍ଚମୀ ବିଧି ପାଳନ ହେବ । ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ପ୍ରଭୁଙ୍କ ଦର୍ଶନ ନ ପାଇବାରୁ ମାତା ଲକ୍ଷ୍ମୀ ଅଭିମାନରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡାମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିବେ । ଯାହାକି ଆଜି ପାଳନ ହେବ । ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପର୍ବର ଆଜି ହେଉଛି ପଞ୍ଚମ ଦିନ । ଆଉ ଆଜି ହେରା ପଞ୍ଚମୀ ପାଳନ ହେବ ।
ହେରା ପଞ୍ଚମୀ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ମହାପ୍ରଭୁ ଜଗନ୍ନାଥ ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଯାଇନଥିଲେ ଆଉ ଏନେଇ ସେ ଅଭିମାନ କରିଥିଲେ । ଆଉ ଏହି ଅଭିମାନ କରି ସେ ଏଭଳି କରିଥିଲେ । ଆଜି ହେରା ପଞ୍ଚମୀ ବିଧିରେ ଅନେକ କିଛି ପାଳନ କରାଯିବ । ଅନେକ କିଛି କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ବିଷୟରେ ହୁଏତ ଜାଣିନଥିଲେ । ଏଭଳି ଭାବରେ ଆପଣମାନେ ମାତା ଲକ୍ଷ୍ମୀ ପ୍ରଭୁଙ୍କ ନନ୍ଦିଘୋଷ ଭାଙ୍ଗିବାର କାରଣ ଜାଣିପାରିଲେ ।