Movie prime

କାହିଁକି ରଥରେ ଚଢ଼ିଥିଲେ ଏତେ ଜଣ ଜାଣନ୍ତୁ ମୁଁହ ଖୋଲିଲେ କଟକ ସାଂସଦ ଭର୍ତୁହରି ମହତାବ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସାଂସଦ କହୁଥିବା କଥା ଜାଣିପାରିବେ । ଆପଣମାନେ ସମସ୍ତେ ତ ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ପ୍ରଭୁ ଜଗନ୍ନାଥଙ୍କ ପର୍ବ ଚାଲିଛି । ସାରା ରାଜ୍ୟବାସୀ ତାଙ୍କ ପର୍ବରେ ସାମିଲ ହୋଇଥାନ୍ତି । 
Gg
ଆଉ ଏହି ପର୍ବ ଅର୍ଥାତ୍ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ସେଠାରେ ଲୋକମାନଙ୍କର ଭିଡ ଲାଗିଥାଏ । ଏବେ ଆପଣମାନେ ଦେଖିଥିବେ କି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିବା ସହିତ ଅନେକ କିଛି ଦୁଃଖ ଦେଇଛି । ଏହି ଘଟଣା ହେଉଛି ମହାପ୍ରଭୁଙ୍କ ବଡ ଭାଇ ପ୍ରଭୁ ବଳଭଦ୍ରଙ୍କୁ ଯେତେବେଳେ ପଣ୍ଡା ଉଠାଇ ଆଣୁଥିଲେ ସେତେବେଳେ ଏହି ଘଟଣା ଘଟିଛି । ଏହି ଘଟଣାକୁ ନେଇ ସବୁଠି ଅନେକ କଥା ଆସିବା ସହ ଅନେକ କିଛି ଘଟଣା ଦେଖିବାକୁ ମିଳୁଛି । 
Gg
ଏବେ ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ କଥା ଭାବିବା ସହିତ ଅନେକ ଲୋକ ଅନେକ କିଛି କଥା କହୁଛନ୍ତି । ଜଣେ ସାଂସଦ ଯିଏ ହେଉଛନ୍ତି ଭର୍ତ୍ତୁହରି ମହତାବ କିଛି କଥା ମହାପ୍ରଭୁ ପଡ଼ିଯିବାର ଦୃଶ୍ୟକୁ ନେଇ କହିଛନ୍ତି । ସେ କହିଛନ୍ତି ସେ ଆଗରୁ ଏମିତି ଦୃଶ୍ୟ କେବେବି ଦେଖି ନଥିଲେ ।ଆଉ ପ୍ରଭୁ ଏଭଳି ରଥକୁ ଗଳି ପଡ଼ିବା ସତରେ ଏକ ବଡ ଘଟଣା ଆଗରୁ ଯାହା କେବେବି ଘଟି ନଥିଲା । ଆଉ ଏବେ ଏହି ଘଟଣା ସମସ୍ତଙ୍କ ମନରେ ଅନେକ କଥା ସୃଷ୍ଟି କରିଛି । 
ଏବେ ଏହି ଘଟଣାକୁ ନେଇ ସାଂସଦ ଭର୍ତ୍ତୁହରି ମହତାବ କହିଛନ୍ତି, ଯେଉଁ ପ୍ରକାରର ଘଟଣା ଘଟିଲା । ରଥରେ ଏତେ ଲୋକ କାହିଁକି ଚଢିଥିଲେ କଣ ଟିଭିରେ ମୁହଁ ଦେଖାଇବା ପାଇଁ । ଯେଉଁ ତିନୋଟି ଦଉଡ଼ି ପଛରୁ ବନ୍ଧା ହୋଇଥାଏ ସେହି ଦଉଡ଼ି ତ ଦେଖା ଯାଉନାହିଁ । ଆଉ ଯେଉଁମାନେ ପ୍ରଭୁଙ୍କୁ ପହଣ୍ଡି କରାଇବେ ଆଉ ଯେଉଁମାନେ ରଥରେ ରହିବେ ତାହାକୁ ନେଇ ଏକ ଲିଷ୍ଟ ପ୍ରସ୍ତୁତ ହୋଇଥାଏ ଆଉ ଏହି ଲିଷ୍ଟ ଅନୁସାରେ ସେମାନେ କାମ କରନ୍ତି କିନ୍ତୁ ଏବେ ରଥରେ ଏତେ ଲୋକ କେମିତି ଆସିଲେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଏଭଳି ଅନେକ କଥା ସାଂସଦ ଜଣକ କହିଛନ୍ତି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.