Movie prime

ନୂଆ ସରକାର ସହ ରାସନ୍ କାର୍ଡ ପାଇଁ ଆସିଲା ବଡ଼ ଅପଡେଟ ଶୀଘ୍ର ଦେଖନ୍ତୁ କଣ ମିଳିଲା ନୂଆ ସୂଚନା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ଜାଣିବା ସହିତ ରାଜନୀତିକୁ ନେଇ ଯାହା ସବୁ ଆସୁଛି ତାହା ଜାଣି ପାରୁଛନ୍ତି । ଆପଣମାନେ ଏବେ ଏହି ନିର୍ବାଚନରେ ନୂଆ ସରକାର ଗଠନ ହୋଇଥିବା କଥା ତ ଜାଣିଥିବେ । ଏବେ ନୂଆ ସରକାର ଗଠନ ପୂର୍ବରୁ ଆସିଲା କିଛି ବଡ ଖବର । ରାସନ୍ କାର୍ଡଧାରୀଙ୍କୁ ନେଇ ଆସିଲା ବଡ ଖବର ।
Vv
ରାସନ୍ କାର୍ଡଧାରୀଙ୍କ ପାଇଁ ଆସିଲା ଜରୁରୀ ସୂଚନା । ମାଗଣା ରାସନ୍ କିଛି ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ ମିଳିବ ରାସନ୍ ବୋଲି ଏବେ ଆସିଛି ଖବର । ଜୁନ ମାସ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଆଉ ଗହମ ମିଳିବ ବୋଲି ଆସିଥିବା ଖବର ଆପଣମାନେ ଜାଣିଥିବେ । କିନ୍ତୁ ଏବେ ଏହି ଯୋଜନା କେବେ ଠାରୁ ଲାଗୁ ହେବ ଏନେଇ କିଛି ସୂଚନା ମିଳି ନଥିଲା । ଏହି ନିକଟରେ ଏହି ଯୋଜନାର ସମୟସୀମା ନିର୍ଦ୍ଧାରଣ କରାଯାଇଛି । ବର୍ତ୍ତମାନ ଠାରୁ ଏହି ଯୋଜନା ଆରମ୍ଭ ହୋଇ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ରହିବ । 
Gg
ଖାଦ୍ୟ ଅଧିକାରୀଙ୍କ କହିବା ଅନୁସାରେ ସମସ୍ତ ରାସନକାର୍ଡଧାରୀ ଏହି ଲାଭର ଫାଇଦା ଉଠାଇପାରିବେ । ଅତରରେ ଥିବା ଲୋକମାନଙ୍କୁ ୨୧ କେଜି ଚାଉଳ ଏବଂ ୧୪ କେଜି ଗହମ ମିଳିବ । ଉପଭୋକ୍ତାମାନେ ଏହି ରାସନ୍ ସକାଳ ୬ ଟାରୁ ରାତି ୯ଟା ଭିତରେ ରାସନ୍ କେନ୍ଦ୍ରରୁ ଆଣିପାରିବେ । ଏହି ସମସ୍ତ କାର୍ଯ୍ୟ ନୋଡାଲ ଅଫିସରଙ୍କ ଉପସ୍ଥିତିରେ କରାଯିବ ବୋଲି ସୂଚନା ମିଳିଛି । ଏହି ରାସନ୍ କାର୍ଡରେ ବାଜରା ମଧ୍ୟ ମିଳିବ । ଉତ୍ତରପ୍ରଦେଶରେ ରାସନକାର୍ଡଧାରୀଙ୍କୁ ୩ କେଜି ଚାଉଳ ଆଉ ୨ କେଜି ଗହମ ମିଳିବ । 
ଏହିସବୁ କାର୍ଯ୍ୟର ତଦାରଖ କରିବା ପାଇଁ ଡିଲରମାନଙ୍କୁ କୁହାଯାଇଛି । ୬୯,୮୭୦ ଜଣ ରାସନକାର୍ଡଧାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଏଥିରେ ଯୋଡ଼ି ହୋଇ ନାହାଁନ୍ତି । ବିଭାଗ ତରଫରୁ କିଛି ରାସନକାର୍ଡଧାରୀଙ୍କୁ ୩୫ କେଜିର ରାସନ୍ ମିଳିଥାଏ । ଆଉ କିଛି ଲୋକଙ୍କୁ ଏହି ଯୋଜନାରେ ଲାଭ ମିଳୁଥିବା ବେଳେ ଆଉ କିଛି ଲୋକଙ୍କୁ ୫ କେଜି ରାସନ୍ ମିଳିଥାଏ । ଚାଉଳ ଆଉ ଗହମ ମିଶି କରି ରାସନକାର୍ଡଧାରୀଙ୍କୁ ଦିଆଯାଇଥାଏ । ଏବେ ଏହି ସବୁ ଖବର ରାସନକାର୍ଡଧାରୀଙ୍କ ପାଇଁ ଆସିଛି ।