Movie prime

1971 ମସିହା ଯୁଦ୍ଧର ମୂଳସାକ୍ଷୀ ଦେଖନ୍ତୁ ମିଗ ୨୩ ଦେଖନ୍ତୁ ଆଜିବି କେମିତି ଅଛି ସୁରକ୍ଷିତ

 
Special report
ବର୍ତ୍ତମାନ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି।୧୯୭୧ ମସିହାରେ ହୋଇଥିବା ଯୁଦ୍ଧର ରିୟଲ୍ ହିରୋ।ଭାରତ ଆଉ ପାକିସ୍ତାନ ଯୁଦ୍ଧ ହୋଇଥିବାର ମୁଖ ସାଖୀ।ବିଦେଶୀ ମାଟିରେ ଖେଳାଇ ଥିଲେ ଆତଙ୍କ।ବର୍ତ୍ତମାନ ବିଜୟ ଯାତ୍ରାର ଗୌରବ ବଖାନୁଛି।ଦିନ ଥିଲା ଶତ୍ରୁ ଆକାଶର ଛାତି ଚିରି ବିଜୟ ଆଣି ଦେଇଥିଲା। ଯାହାକି ସମସ୍ତଙ୍କ ପାଇଁ ବହୁତ ଖୁସି ଆଣି ଦେଇଥିଲା।
ଆଜି ବୟସ ହୋଇଯାଇଛି ବୋଲି ସେ ଉଡି ପାରୁନାହିଁ।କିନ୍ତୁ କିନ୍ତୁ ସେ ଦିନର ତାହାର ବିରତ୍ଵ କୁ ମନେ ରଖିଛି। କେବେ ହେଲେ ଭୁଲିବେ ନାହିଁ।କାରଣ ସେ ଅଙ୍ଗେ ନିଭାଇଛି ଭାରତ ଆଉ ପାକିସ୍ତାନ ଭିତରେ ହୋଇଥିବା ଯୁଦ୍ଧ।ସେ ମନେ ରଖିଛି କାରଗିଲ ଯୁଦ୍ଧର ଭୟାଭୟ କୁ। ତା ଦେହରେ ବସି ଉଡି ଯାଇଥିଲେ ବହୁତ ଯବାନ ସେହି କଥା ସବୁ ସେ କେବେ ଭୁଲିବା ନାହିଁ।
ଏବଂ ଅନ୍ୟ କେହି ମଧ୍ୟ ସେହି ଦୃଶ୍ୟ କୁ ଭୁଲି ପାରିବେ ନାହିଁ। ବାରୁଦ ଗନ୍ଧ ଯେମିତି ସମସ୍ତଙ୍କୁ ବିଜୟ ଆଣି ଦେଉଛି।ତାହେଲେ ସେତେବେଳେ ଏହି ଜାତି ପଥା କୁ ଭୁଲିବେ କେମିତି।ସେଥିପାଇଁ ସୁଦୂର ଇଲାକାରେ କେନ୍ଦୁଝର ଜିଲ୍ଲା ର ସାହାରା ପଡା ଅଞ୍ଚଳକୁ ନେଇଆସିଛି ବାୟୁସେନା କର୍ମଚାରୀ ଡି ଅମରେଶ।ଏହି ଦେଖି ସମସ୍ତେ ବହୁତ ଖୁସି ହୋଇଯାଇଛନ୍ତି। ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଦେଶବାସୀ ମାନଙ୍କୁ ଏକଜୁଟ କରିବା ଆଉ ଦେଶବାସୀ ମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବାପାଇଁ ୧୯୭୧ ମସିହାରେ ଯୁଦ୍ଧ ରେ ବ୍ୟବହୃତ ହୋଇଥିବା ମିଗ୍୨୩ ବିମାନ କୁ ବର୍ତ୍ତମାନ ସ୍ଥାପିତ କରାଯାଇଛି।ଆଉ ଏହି ବିମାନ ଦେଖିବା ପାଇଁ ଲୋକମାନଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।ତେଣୁ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି।ଯାହା ଦେଖି ସମସ୍ତେ ବହୁତ ଖୁସି ହୋଇଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.