Movie prime

ଯଦି ଆପଣ ଙ୍କ ପାଖରେ ଏମିତି ପୁରୁଣା ୧ ଟଙ୍କିଆ ନୋଟ୍ ଟେ ଥିବ ତାହାଲେ ଆପଣ ବି ହୋଇ ପାରିବେ ଲକ୍ଷପତି, ଦେଖନ୍ତୁ କେମିତି ପାଇବେ ଟଙ୍କା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏବେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଯାଉଛୁ। ଯଦି ଆପଣଙ୍କ ନିକଟରେ ୧ ଟଙ୍କା ର ବିରଳ ନୋଟ ଥାଏ ତେବେ ଏହାକୁ ଆପଣ କିଭଳି ବିକ୍ରୀ କରିବେ ତାହା ଆମେ ଆପଣଙ୍କୁ କହିବୁ।
ସିଧାସଳଖ ଆପଣ ବାହାର ଲୋକଙ୍କ ସହ ସଂଯୋଗ କରି ଏହି ନୋଟ କୁ ବିକ୍ରୀ କରି ପାରିବେ। ଆପଣ ମାନେ ଜାଣିଥିବେ କି ଏହି ଏକ ଟଙ୍କିଆ ନୋଟ ଖୁବ କମ ମାତ୍ରାରେ ଦେଖିବାକୁ ମିଳିଥାଏ ଏବଂ ଆପଣ ଏହାକୁ ଅଧିକ ଟଙ୍କା ରେ ବିକ୍ରୀ ମଧ୍ୟ କରି ପାରିବେ।
ଏହି ନୋଟ କୁ ରିଜର୍ଭ ବ୍ୟାଙ୍କ ଜାରୀ କରି ନଥାଏ ବରଂ ଏହାକୁ ଗଭର୍ମେଣ୍ଟ ଅଫ ଇଣ୍ଡିଆ ଜାରୀ କରିଥାଏ। ଏହି ନୋଟ ରେ ମଧ୍ୟ ଗଭର୍ଣ୍ଣର ଙ୍କ ଦସ୍ତଖତ ବଦଳରେ ବିଫ୍ ସଚିବ ଙ୍କ ଦସ୍ତଖତ ଥାଏ।
ଏହି ଵିଫ୍ ସଚିବ ଙ୍କ ଦ୍ବାରା ଜଣା ପଡ଼ିଥାଏ କି ଆପଣଙ୍କ ନୋଟ କେତେ ଦାମ୍ ର ହେବା ଦରକାର ଅଟେ। ଯେଉଁ ସଚିବ ଅଧିକ ସମୟ ପାଇଁ ରହିଥିବେ ତାଙ୍କ ସମୟର ନୋଟ ମଧ୍ୟ ଅଧିକା ଟଙ୍କା ହେବ। ଏହି ନୋଟ କୁ ଆପଣ ଆପଣଙ୍କ ଘରେ ବସି ହିଁ ବିକ୍ରୀ କରି ପାରିବେ।
ନୋଟ ବିକିବା ପୁର୍ବରୁ ମଧ୍ୟ ନୋଟ ର ଅବସ୍ଥା ଠିକ୍ ଥିବା ଦରକାର। ଯଦି ଆପଣଙ୍କ ନୋଟ ର ନମ୍ୱର୍ ଭିନ୍ନ ଥାଏ ତେବେ ଏହି ନୋଟ ର ଦାମ୍ ମଧ୍ୟ ଅଲଗା ହୋଇଥାଏ। ଆପଣ କ୍ରୟେତା ସହ ଆପଣଙ୍କ ଇମେଲ ଦ୍ବାରା ଯୋଗାଯୋଗ ମଧ୍ଯ କରି ପାରିବେ ଏବଂ
 ସେଥିରେ ମଧ୍ୟ ଆପଣଙ୍କୁ ଆପଣଙ୍କ ମୋବାଇଲ୍ ନମ୍ବର୍ ଦେବାକୁ ପଡ଼ିବ। ହେଲେ କ୍ରୟେତା ଙ୍କ ନିକଟକୁ ଅନେକ ଥର କଲ୍ ଯାଉଥିବା ଯୋଗୁଁ ପ୍ରୟତଃ ସମୟରେ ତାହା ବିଜି ମଧ୍ୟ ଦେଖା ଯାଇଥାଏ।
ହେଲେ ଆପଣ ଇମେଲ କରିବା ଦ୍ୱାରା କ୍ରୟେତା ଇମେଲ ମାଧ୍ୟମରେ ସେ ସେହି ନୋଟ ର ଫଟୋ ମଧ୍ୟ ଦେଖି ପାରନ୍ତି। ଏବଂ ନୋଟ ସମ୍ପର୍କରେ ସମସ୍ତ ତଥ୍ୟ ମଧ୍ଯ ଜାଣି ପାରି ଥାଆନ୍ତି।
ଯାହା ଦ୍ୱାରା କି ସେମାନେ ନୋଟ ପ୍ରତି ଆକୃଷ୍ଟ ହୋଇ ନୋଟ ଟିକୁ କିଣିବା ପାଇଁ ତାଙ୍କର ମନ ବଳାଇ ଥାଆନ୍ତି। ଆଉ ଆପଣ ମଧ୍ୟ ଏଭଳି ଭାବରେ ହିଁ ଆପଣଙ୍କ ନୋଟ କୁ ବିକ୍ରୟ କରି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.