Movie prime

୭୫ ବର୍ଷ ହେଲାଣି ଲାଗିଛି ଟ୍ରାଫିକ ଜାମ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ

 
Viral News

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ୭୫ ବର୍ଷ ହେଇଗଲାଣି ଲାଗିଛି ଟ୍ରାଫିକ ଜାମ୍। ପଛକୁ ପଛ ସେମିତି ଲାଗିଛି ଗାଡ଼ି। ହେଲେ ବିତା ଗଲା ସମୟ ଆଜି ପର୍ଯ୍ୟନ୍ତ ହଟି ପାରିଲାନି ଗୋଟିଏ ବି ଗାଡ଼ି। ଆଉ ଏଇ ଭିତରେ ବିତିଗଲା ଦୀର୍ଘ ୭୫ ବର୍ଷ। ଆଉ ସେମିତି ରାସ୍ତାରେ ଅଟିକି ରହିଛି ସବୁ ଗାଡ଼ି।

ଆଗରେ ଥିବା ଗାଡ଼ି ଗୁଡ଼ିକ ଆଗକୁ ଯାଇପାରୁଛି ନା ପଛ ଗାଡ଼ି ଟିକେ ହେଲେ ଘୁଞ୍ଚିପାରୁଛି ଏମିତି ଟ୍ରାଫିକ ଜାମ ହୋଇରହିଛି। ଦୁନିଆରେ ଏହିଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନ ବିଷୟରେ ମାନେ ବି ଅଜଣା। ଏପରି ଅନେକ ସ୍ଥାନ ଅଛି ଯାହା କିଛି ବିଶେଷ କଥା ପାଇଁ ପ୍ରସିଦ୍ଧ ଥାଏ। 

ସେହି ସ୍ଥାନଟିକୁ ଲୋକ ମାନେ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ ମଧ୍ୟ କରିଥାନ୍ତି। ବନ୍ଧୁଗଣ ୭୫ ବର୍ଷ ବିତିଯାଇଛି ହେଲେ ସବୁଗାଡି ସେମିତି ଟ୍ରାଫିକରେ ଜାମରେ ଫସି ରହିଛନ୍ତି। ବେଲଜିୟମର ଦକ୍ଷିଣ ଭାଗରେ ଚଟଲେନ୍ ନାମକ ଏକ ସ୍ଥାନ ରହିଛି।
ସେହି ଜଙ୍ଗଲରେ ବହୁତ ସଂଖ୍ୟାରେ ଗାଡ଼ି ଛିଡା ହୋଇଥିବାର ଦେଖିବାକୁ ମିଳିଛି। ତେବେ ସେହି ଗାଡ଼ି ଗୁଡ଼ିକର ଏପରି ଅବସ୍ଥା ହେଇଛି ଯେ ସେଥିରେ ବିଭିନ୍ନ ପ୍ରକାର ଅନାବାନ ଗଛ ଉଠିଥିବାର ଦେଖିବାକୁ ମିଳିଛି।
 କିଛି ଲୋକଙ୍କ କହିବା ଅନୁଯାୟୀ ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଆମେରିକା ସୈନ୍ୟ ଯେତେବେଳେ ଆସିଥିଲେ, ସେତେବେଳେ ସେମାନେ ଆଗକୁ ଯିବାକୁ ରାସ୍ତା ପାଇନଥିଲେ।
ଆଉ ସେହି ସମୟରେ ତାଙ୍କୁ ଚେତାବନୀ ମିଳିଥିଲା, ଯେ ସମସ୍ତ ସୈନିକ ତୁରନ୍ତ ସେହି ସ୍ଥାନ ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ।
କିନ୍ତୁ ଗାଡ଼ି ନେଇ କୌଣସି ସୁରକ୍ଷିତ ସ୍ଥାନକୁ ଯିବା ସୈନିକ ମାନଙ୍କ ପକ୍ଷରେ ସମ୍ଭବ ନଥିଲା।
ସେଥିପାଇଁ ସୈନିକ ମାନେ ସେହି ଗାଡ଼ି ଗୁଡ଼ିକୁ ଛାଡ଼ି ଦେଇ ବମ୍ପକର୍ସରେ ପଳେଇ ଯାଇଥିଲେ। ଆଉ ସୈନିକ ମାନେ ଭାବିଥିଲେ ଯେ ପରେ ଆସି ନିଜ ଗାଡ଼ି ଗୁଡ଼ିକୁ ଆମେରିକା ନେଇଯିବେ। 
କିନ୍ତୁ ଗାଡ଼ିର ଦାମ୍ ଅନୁସାରେ ଗାଡିକୁ ଆମେରିକା ଫେରେଇ ନେବା ଖର୍ଚ୍ଚ ଟିକେ ଅଧିକ ଥିଲା। ତେବେ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଦିନଠାରୁ ଆଜି ଯାଏଁ ଗାଡ଼ି ଗୁଡିକ ସେହିପରି ରାସ୍ତା ଉପରେ ଛିଡ଼ା ହୋଇରହିଛି।
ତେବେ କୁଆଡ଼େ କୁହାଯାଉଛି ସେହି ଗାଡ଼ିର ସଂଖ୍ୟା ପାଞ୍ଚ ସହରୁ ଉର୍ଦ୍ଧ୍ବ ହବ। ଆଉ ସବୁ ଗାଡ଼ି ଏଭଳି ଭାବେ ଫସି ରହିଛି। ଆଉ ଏବେ ଏହି ସ୍ଥାନକୁ ଦେଖିବାକୁ ବହୁ ଲୋକ ଦୂରରୁ ଆସୁଛନ୍ତି। ଏହି ସ୍ଥାନକୁ ନେଇ ଏବେ ଚାରିଆଡେ ବହୁତ ଚର୍ଚ୍ଚା ଲାଗିରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.