Movie prime

ଯିଓ ରେ ଆସିଲା ଅନଲିମିଟେଡ ଅଫର ଦେଖନ୍ତୁ କେମିତି ୯୧ ଟଙ୍କାରେ ପାଇବେ ବର୍ଷେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଲୋକମାନେ ଅନେକ ପ୍ରକାରର ଖବର ସବୁ ସୋସିଆଲ ମିଡିଆରେ ପାଇପାରିବେ ।
ଆଜିକା ଦୁନିଆରେ ଲୋକମାନେ ସମସ୍ତେ ତ ଫୋନର ବ୍ୟବହାର କରୁଛନ୍ତି । ଆଉ ସମସ୍ତେ ଏହି ଫୋନ ଦ୍ଵାରା ଅନେକ କଥା ଜାଣି ପାରୁଛନ୍ତି ।
ଲୋକମାନେ ମୋବାଇଲ୍ ଦ୍ଵାରା ଅନେକ କାମ କରିଥାନ୍ତି । ମୋବାଇଲରେ ଲୋକମାନେ ଅନେକ ପ୍ରକାରର ସିମ ବ୍ୟବହାର କରିଥାନ୍ତି । 
ଆମ ଦୁନିଆରେ ଲୋକମାନେ ଅନେକ ପ୍ରକାରର ନେଟୱର୍କକୁ ପସନ୍ଦ କରିଥାନ୍ତି । ଆଜିକା ସମାଜରେ ବି ଅନେକ ପ୍ରକାରର ସିମ ବ୍ୟବହୃତ ହୋଇଥାଏ । ଅନେକ ଗୁଡ଼ିଏ ସିମ ଭିତରୁ ଏୟାରଟେଲ, ଜିଓ,
ଆଇଡିଆ, ବିଏସଏନଏଲ, ଭୋଦାଫୋନ ଆଦି ଅନେକ ଲୋକ ବ୍ୟବହାର କରିଥାନ୍ତି । ଲୋକମାନେ ଏହି ସିମରେ ରିଚାର୍ଜ କରି ଏହାର ଲାଭ ଉଠାଇ ପାରିଥାନ୍ତି ।
ଲୋକମାନେ ଏହା ଦ୍ବାରା କଥାବାର୍ତ୍ତା ହୋଇପାରନ୍ତି । ଆଉ ଏହାସହ ଅନେକ ଜିନିଷ ବି କରିଥାନ୍ତି । ଜିଓ ସିମ ଏବେ ପ୍ରାୟ ୮୦ ଭାଗ ଲୋକ ବ୍ୟବହାର କରୁଛନ୍ତି । 
ଆଉ ଏହି ସିମରେ ଅନେକ ପ୍ରକାରର ଲାଭ ମିଳିଥାଏ । ଲୋକମାନେ ଏହି ସିମର ଲାଭ ଉଠାଇ ପାରୁଛନ୍ତି । ଏବେ ଏହି ସିମକୁ ନେଇ ଏକ ଖବର ଆସିଛି । Jio ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର ।
କମ୍ ମୂଲ୍ୟରେ ଆସିଲା ଅଧିକ ଲାଭ । କମ୍ ଦାମରେ ଲୋକମାନେ ଅନେକ ସୁବିଧା ପାଇପାରିବେ ।ଏହି ସୁବିଧା ଏୟାରଟେଲ, କି ଅନ୍ୟ କୌଣସି ସିମ ଯୋଗାଇ ପାରୁ ନାହାଁନ୍ତି ।
ଆଜି ଏହି ଭିଡିଓ ମାଧ୍ୟମରେ ଆପଣ ଏକ ବର୍ଷର jio ପ୍ଲାନ୍ ବିଷୟରେ ଜାଣିପାରିବେ । ଏହି ସୁବିଧା ୨୮ଦିନର ବୈଧତା ମଧ୍ୟ ଦେଇଥାଏ । 
ସବୁଠାରୁ ଶସ୍ତା ରିଚାର୍ଜ ହେଉଛି ୯୧ ଟଙ୍କାର । ଯଦି ଆପଣ ୧୨ ମାସ ପର୍ଯ୍ୟନ୍ତ ୯୧ ଟଙ୍କା ଖର୍ଚ୍ଚ କରନ୍ତି ତେବେ ମୋଟ ୧୦୯୨ ଟଙ୍କା ଖର୍ଚ୍ଚ ହେବ । ଜିଓର ଉପଭୋକ୍ତାମାନଙ୍କୁ ଏହି ସୁବିଧା ୩୩୬ ଦିନ ପାଇଁ ମିଳିଥାଏ ।
ଏହି ଯୋଜନାରେ ଆପଣ ପ୍ରତି ମାସ ୨ ଜିବି ଡାଟା ଏବଂ ୨୮ ଦିନର ବୈଧତା ମିଳିବ । ଅର୍ଥାତ୍ ଉପଭୋକ୍ତାଙ୍କୁ ଗୋଟିଏ ବର୍ଷରେ ୨୪ ଜିବି ଡାଟା ମିଳିବ ।
ଏହାବ୍ୟତୀତ ଏଥିରେ ଅନ ଲିମିଟେଡ କଲର ସୁବିଧା ମଧ୍ୟ ରହିଛି । ୨୮ ଦିନର ବୈଧତା ମଧ୍ୟରେ ୫୦ ମେସେଜ ଅଛି । ଆଉ ଯିଓ ଆପର ସୁବିଧା ପାଇବେ ।