Movie prime

ଅଭିନେତ୍ରୀ ଙ୍କ ଜୀବନ ହାରିବା ପଛରେ ରହିଛି କି ପ୍ରେମିକର ହାତ ! ଦେଖନ୍ତୁ କଣ ମିଳିଲା ନୂଆ ତଥ୍ୟ

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ବହୁତ ଦୁଃଖ କରିବେ।ଆପଣମାନେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି।ସେ ଧାରାବାହିକ ରେ ଅଭିନୟ କରି ଲୋକମାନଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବର୍ତ୍ତମାନ ତାଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।ସୂଚନା ଅନୁସାରେ ପୁରୁଣା ପ୍ରେମିକ ଙ୍କ ଅତ୍ୟାଚାର ରୁ ସହି ପାରିଲେ ନାହିଁ ବୈଶାଳୀ।
ଶେଷରେ ଜୀବନ ହାରି ଦେଇଛନ୍ତି ଟେଲି ଅଭିନେତ୍ରୀ।ପୁରୁଣା ପ୍ରେମିକ ମା-ନ-ସି-କ ନି-ର୍ଯା-ତ-ନା ସବୁବେଳେ ଦେଉଥିଲେ।ସୁଇ ସାଇଡ ନୋଟ୍ ରେ ଅଭିଯୋଗ କରିଛନ୍ତି। "ଶଶୁରାଲ ସିମର୍ କା" ଏବଂ "ୟେ ରୀସ୍ତା କୀୟା କେହେ ଲାତା ହେ" ଧାରାବାହିକ ରେ ଅଭିନୟ କରିଥିଲେ।ଏବଂ ବହୁତ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ବୈଶାଳୀ ଠକ୍କର୍ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।ମଧ୍ୟ ପ୍ରଦେଶ ର ଇନ୍ଦୋର ସ୍ଥିତ ତାଙ୍କ ବାସ ଭବନ ରୁ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। 
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଏତିକି ବେଳେ ପୋଲିସ ହାତରେ ଲାଗିଛି ବୈଶାଳୀ ଙ୍କ ସୁଇ ସାଇଡ ନୋଟ୍।ବୈଶାଳୀ ଙ୍କୁ ତାଙ୍କ ପୁରୁଣା ପ୍ରେମିକ ମା-ନ-ସି-କ ନି-ର୍ଯା-ତ-ନା ଦେଇଥିବା ନେଇ ସେ ସୁଇ ସାଇଡ ନୋଟ୍ ରେ ଉଲ୍ଲେଖ କରିଥିବା ପୋଲିସ ସୂଚନା ଦେଇଛନ୍ତି।ବୈଶାଳୀ ଇନ୍ଦୋର ରେ ତାଙ୍କ ବାପା ମା ଙ୍କ ସହିତ ରହୁଥିଲେ।ରବିବାର ଦିନ ସକାଳୁ ଯେବେ ତାଙ୍କ ବେଡ୍ ରୁମ୍ ରୁ ବାହାରକୁ ନ ବାହାରିଲେ ତାଙ୍କ ବାପା କବାଟ ଖୋଲିବାକୁ ଚେଷ୍ଟା କରିଥିଲେ।
କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ଝରକା ପଟେ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ।ସେତିକି ବେଳେ ସେ ବୈଶାଳୀ ଆ-ତ୍ମ-ହ-ତ୍ୟା କରୁଥିବାର ଦେଖିବାକୁ ପାଇଥିଲେ।ବୈଶାଳୀ ଙ୍କ ଆ-ତ୍ମ-ହ-ତ୍ୟା କୁ ଟେଲି ଜଗତରେ ଚର୍ଚ୍ଚା ହେବାରେ ଲାଗିଛି।ଘଟଣାରେ ବୈଶାଳୀ ଙ୍କ ପୁରୁଣା ପ୍ରେମିକ ଙ୍କୁ ହେପାଜତକୁ ନେଇଛି ପୋଲିସ।ଏହା ସହିତ ପରିବାର ଲୋକଙ୍କ ବୟାନ କୁ ରେକର୍ଡ କରି ପୋଲିସ ତଦନ୍ତ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.