Movie prime
ଆଧାର କାର୍ଡ କୁ ନେଇ ଆସିଲା ବଡ ସୂଚନା ଜାଣନ୍ତୁ ଏବେ ଶୀଘ୍ର କରନ୍ତୁ ଏହି କାମ ମିଳିବ ସରକାରୀ ଲାଭ
 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ଆଉ ଏମିତି ଅନେକ ଖବର ବିଷୟରେ ଆମେ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିବା କଥା । ଆଉ ଏବେ ସୋସିଆଲ ମିଡ଼ିଆରେ ଆଧାର କାର୍ଡକୁ ନେଇ କିଛି ଅପଡେଟ ଆସିଛି । ଆଉ ଏହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଆଉ ଏହି ଘଟଣାଟି ହେଉଛି, ଏବେ ଏବେ ୟୁଆଇଡି ତରଫରୁ ଆଧାର କାର୍ଡ ପାଇଁ ନୂଆ ଏକ ଅପଡେଟ ଆସିଛି । ଆଉ ଏକ ମେସେଜ ସାହାଯ୍ୟରେ ଏହି ଅପଡେଟ ଜଣାପଡୁଛି । ଆଉ ଏହି ଖବରଟି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଯେଉଁ ବ୍ୟକ୍ତିମାନେ ତାଙ୍କ ଆଧାର କାର୍ଡକୁ ଅପଡେଟ କରୁନାହାଁନ୍ତି ତାଙ୍କ ପାଖକୁ ଏହି ମେସେଜ ପଠାଯାଉଛି । ଆପଣଙ୍କ ଆଧାର କାର୍ଡ ଯଦି ୫ ବର୍ଷ ହୋଇଯାଇଛି ତାହେଲେ ତାକୁ ନେଇ ଆଧାର କାର୍ଡ କେନ୍ଦ୍ରରେ ଅପଡେଟ କରନ୍ତୁ । 
ଆଉ ଏହା ୟୁଆଇଡି ସାଇଟରେ ଆପଣମାନେ ଦେଖିପାରିବେ । ଆଉ ଆଧାର କାର୍ଡକୁ ନେଇ ଆଉ ଏକ ଅପଡେଟ ଆସିଛି । ଆଉ ଏହି ଅପଡେଟରେ ଆପଣମାନେ ଦେଖିବେ କି ଆପଣଙ୍କ ଆଧାର କାର୍ଡରେ କିଛି ଡକ୍ୟୁମେଣ୍ଟ ମାଗୁଛି । ଆଉ ଏହା ଆପଣ କ୍ରୋମ୍ ବ୍ରାଉଜରକୁ ଯାଇ uid ସର୍ଚ୍ଚ କରିବେ । ଆଉ ତାପରେ ଆଧାର କାର୍ଡ ଅପ୍ସନ୍ ଆସିବ । ଆଉ ସେଠାରେ ଡକ୍ୟୁମେଣ୍ଟ ଅପ୍ସନ୍ ଆସିବ । ଆଉ ତାପରେ ଆପଣମାନେ ଏଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ୨୫ ଟଙ୍କା ଦେବାକୁ ପଡିବ। 
ଆଉ ଆପଣ କୌଣସି ଡକ୍ୟୁମେଣ୍ଟକୁ ଅପଡେଟ କରିବା ପରେ ଆପଣମାନଙ୍କ ଆଧାର କାର୍ଡରେ ଏହି ଡକ୍ୟୁମେଣ୍ଟ ଦେଇପାରିବେ । ଆପଣ ଏହା ବିଷୟରେ ସବୁ ପଢ଼ି ଡିତେଲ୍ସ ଜାଣିପାରିବେ । ଆଉ ଏହାର ସାଇଜ ୨ ଏମ୍ବି ରୁ ଅଧିକ ହେବ ନାହିଁ । ଆଉ ଆପଣ ଏହି ଡକ୍ୟୁମେଣ୍ଟ ଦେବା ପାଇଁ ବା ଅପଲୋଡ଼ କରିବା ପାଇଁ ୨୫ ଟଙ୍କା ଦେବାକୁ ପଡିବ । ଆଉ ଏହି ଅପ୍ସନ୍ ଏବେ ଲାଗୁ ହୋଇନାହିଁ ଆଉ ଏହା ଯଥାଶୀଘ୍ର ଆରମ୍ଭ ହୋଇଯିବ। ଆଉ କାର୍ଯ୍ୟକାରୀ ହେବ।