Movie prime

ଅଜଗର ପେଟରୁ ବାହାରିଲା ମୃ-ତ ଶରୀର ଗାଁ ଲୋକେ ଏକାଠି ହେଇ କାଢିଲେ ଶ-ରୀର

ଅଜଗର ପେଟରୁ ବାହାରିଲା ମୃ-ତ ଶରୀର ଗାଁ ଲୋକେ ଏକାଠି ହେଇ କାଢିଲେ ଶ-ରୀର
 
Viral News

ଆପଣମାନେ ଜାଣିଥିବେ ଦିନେ ନନ୍ଦ ମଉସା ବେପାର କରିବାକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ।ଏବଂ ତାଙ୍କୁ ଅଜଗର ଗିଳି ଦେଇଥିଲେ ବୋଲି ଗ୍ରାମବାସୀ ମାନେ କହିଥିଲେ।ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା।

ବନ ବିଭାଗ କହିଥିଲେ ଯେ ଏହି ପ୍ରଜାତି ର ଅଜଗର ମଣିଷ ଗିଳି ପାରିବ ନାହିଁ।ଏହି ଖବର କୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଲେ।କିନ୍ତୁ ଏ ପର୍ଯ୍ୟନ୍ତ ନନ୍ଦ ମଉସା କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହେଲା ନାହିଁ।

ଆଉ ସେହିଭଳି ଘଟଣା ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳିଛି।ଏକ ୧୬ ଫୁଟିଆ ଅଜଗର ର ପେଟ ରୁ ଏକ ସବ କୁ ଉଦ୍ଧାର କରାଯାଇଛି।କିନ୍ତୁ ସେ ନନ୍ଦ ମଉସା ନୁହନ୍ତି ସେ ହେଉଛନ୍ତି ଜଣେ ମହିଳା।
ଏକ ୧୬ ଫୁଟିଆ ଅଜଗର ର ପେଟ ଚିରି ଜଣେ ମହିଳାଙ୍କ ମୃ-ତ-ଦେ-ହ ବାହାର କରିଛନ୍ତି ଗ୍ରାମବାସୀ।ସେହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆ ରେ।ଏଠାରେ କହି ରଖିବାକୁ ଚାହିଁବୁ ଯେ ମହିଳା ଜଣଙ୍କ ତାଙ୍କ ଘର ନିକଟରେ ଥିବା ରବର ଜଙ୍ଗଲ ରୁ ରବର ସଂଗ୍ରହ କରିବାକୁ ଯାଇଥିଲେ।
ଆଉ ସେହି ମହିଳା ଙ୍କ ନାମ ହେଉଛି ହଜାର ନାମି।ଯାହାଙ୍କର ବୟସ ୫୨ ବର୍ଷ ଅଟେ।ହଠାତ୍ ସେ ନିଖୋଜ ହୋଇଗଲେ।ଯେପରି ନନ୍ଦ ମଉସା ନିଖୋଜ ହୋଇ ଯାଇଥିଲେ।
ଆଉ ତାପରେ ଏକ ଅଜଗର ସାପ ର ପେଟ ଫୁଲିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ମହିଳା ଙ୍କ ପରିବାର ଲୋକେ ଏହି ବିଷୟରେ ଜରୁରୀ ସେବା ବିଭାଗକୁ ଜଣାଇଥିଲେ।
ସୂଚନା ଦେବା ପରେ ଖୋଜାଖୋଜି କରଯାଇଥିଲା।ଅଜଗର ସାପ ର ପେଟ ଫୁଲି ଥିବାର ସନ୍ଧାନ ଆରମ୍ଭ କରିଥିଲେ।ଏହାପରେ ସ୍ଥାନୀୟ ଲୋକମାନେ ଅଜଗର ସାପ କୁ ମାରି ତାର ପେଟ ଚିରି ଥିଲେ।ଏହାପରେ ମହିଳାଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଥିଲା।