Movie prime

କାହିଁକି ଏବଂ କେଉଁ ମାନଙ୍କୁ ମିଳେ Z+ Sequrity ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ ଏହି ସୁରକ୍ଷାର ବଳ କଣ

 
eefe

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଓଡ଼ିଶା ପାଇଁ ଗୌରବ ସୃଷ୍ଠି କରିଥିବା ଦ୍ରୌପଦୀ ମୁର୍ମୁ ଯିଏ କି ଆମର ରାଷ୍ଟ୍ରପତି ପାର୍ଥୀ ହୋଇଛନ୍ତି ତାଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଯିଏକି ଆମ ଓଡ଼ିଶାର ପ୍ରଥମ ମହିଳା ପାର୍ଥୀ ହୋଇଛନ୍ତି। ଏଥି ପାଇଁ ତାଙ୍କୁ ସବୁ ଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି। ଓଡିଶା ବାସୀ ମାନେ ଏବେ ତାଙ୍କ ପାଇଁ ଅନେକ ଗର୍ବିତ ମଧ୍ୟ ଅଟନ୍ତି।

ଏବେ ତାଙ୍କୁ ସୁରକ୍ଷା ଦେବାପାଇଁ Z+ security ର ବ୍ୟବସ୍ଥା ମଧ୍ୟ କରା ଯାଇଅଛି। ଏଣିକି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ଯେଉଁ ଆଡେ ମଧ୍ୟ ଯିବେ ତାଙ୍କୁ Z+ security ଦିଆଯିବ। ତେବେ ଚାଲନ୍ତୁ ଜାଣିବା ଏହି ସୁରକ୍ଷା ବ୍ୟବସ୍ଥା ରେ କେତେ ଜଣ ସୁରକ୍ଷା କର୍ମୀ ସୁରକ୍ଷା ବ୍ୟବସ୍ଥା ଦେଇଥାନ୍ତି। ପ୍ରଥମେ ଦେଖା ଯାଇଥାଏ ଯେ ସେହି ବ୍ୟକ୍ତି ଙ୍କ ଜିବନ ପ୍ରତି କେତେ ମାତ୍ରାରେ ବିପଦ ଥାଏ।

ଏହି ସବୁ ପୂରା ରିପୋର୍ଟ ପାଇବା ପରେ ସେ ବ୍ୟକ୍ତି ଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇ ଥାଏ। ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ୍ ମହା ନିର୍ଦେଶକ ସେହି ବ୍ୟକ୍ତି ଜଣକ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ସେ ନେଇ ନିର୍ଦ୍ଧାରଣ କରି ଥାଆନ୍ତି।Z+ security  ଯେଉଁ ମାନଙ୍କୁ ଦିଆ ଯାଇଥାଏ ସେମାନଙ୍କୁ ପୋଲିସ ସହ ସ୍ୱତନ୍ତ୍ର କମାଣ୍ଡ ମାନେ ମଧ୍ୟ ସୁରକ୍ଷା ପ୍ରଦାନ କରି ଥାଆନ୍ତି।

ସାଧାରଣତଃ ଏନ୍ ଏସ ଜି କମାଣ୍ଡ ମାନେ ଏହି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଥାଆନ୍ତି। କିନ୍ତୁ ଏବେ ସି ଆଇ ଏଫ୍ କମାଣ୍ଡ ମାନେ ମଧ୍ୟ ଏହି z+ sicurity ରେ ନିଯୁକ୍ତି ହେଲେଣି।Z+ security ଦିଆଯାଉଥିବା ବ୍ୟକ୍ତି ଙ୍କ ନିକଟରେ ପହଞ୍ଚିବା ହେଉଛି ବହୁତ୍ କଷ୍ଟସାଧ୍ୟ ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.