Movie prime

ଆମେରିକା ଚୀନ କୂଟନୀତି କୁ ବଡ ଝଟକା ଦେଖନ୍ତୁ କେମିତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯେବେଠୁ କାଶ୍ମରୀରେ ଅନୁଛେଦ ୩୭୦ ଉଠେଇ ଦେଇ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷିତ ହୋଇଛି।
ଏନେଇ ଯେତିକି ତଥ୍ୟ ବା ତର୍ଜମା ବାହ୍ୟ ଦେଶ ମାନଙ୍କରେ ହେଉଛି ସେତିକି ଭାରତ ଭିତରେ ବାକ୍ ଅଧିକୃତ ଦେଶକୁ ଅଂଶ ବିଶେଷ କରାଯିବ। କିନ୍ତୁ ଅପର ପଟରେ ଭାରତକୁ ନିଜର ପକ୍ଷ ରଖିବା ପାଇଁ ଚିନ୍ ଏବଂ
ଆମେରିକାର ଶୀତଳ ଯୁଦ୍ଧ ଭିତରେ ଆମେରିକା ଏମିତି କିଛି ରଣନୀତି ପ୍ରସ୍ତୁତ କରିଛି ଯାହା ଭାରତକୁ ଏକ ଆହ୍ବାନ ରୂପରେ ହିଁ ଆମେରିକା ଦେବାକୁ ଚାହୁଁଛି।
ଆମେରିକା ଜଣେ ସଂସଦ ବାକ ଅଧିକୃତ କାଶ୍ମୀରି ଗ୍ରସ୍ତରେ ଆସିବା ବେଳେ ଗଲାବେଳେ ଏହାକୁ ଆଜାଦ୍ କାଶ୍ମୀର ନାମକ ଶବ୍ଦ ଉଚ୍ଚାରଣ କରିଥିଲେ।
ପାକିସ୍ତାନ କଥା ଯଦି ଚିନ୍ତା କରିବା ପାକିସ୍ତାନ ସମ୍ପର୍କରେ ତୁର୍କୀ ମଧ୍ୟ କାଶ୍ମୀରି ଅନେକ ଥର ଅନ୍ତରାଷ୍ଟ୍ର ମଞ୍ଚରେ ଉଠାଇଥିବା ଜଣାପଡ଼ିଛି। ଏବଂ ଲଗାତାର ତୁର୍କୀ ଯେଉଁଭଳି ଭାବରେ ଅନ୍ତରାଷ୍ଟ୍ର ମଞ୍ଚରେ ଉଠାଇ ଚାଲିଛି ଏନେଇ ତୁର୍କୀକୁ ମଧ୍ୟ ଷ୍ଟେମେଣ୍ଟ ଦେବାକୁ ଏବେ ଭାରତ ସାଇପ୍ରସ ମାମଲା ଉଠାଇ ଦେଇଛି।
ଏମିତି ବି ତୁର୍କୀର ବର୍ତ୍ତମାନର ଅବସ୍ଥା ଯାହା ଏହାର ଅର୍ଥନୈତିକ ଅବସ୍ଥା ଯାହା ଏବଂ ଏକ ଆକଳନରୁ ଜଣାପଡ଼ିଛି ଯେ ତୁର୍କୀରେ ପ୍ରାୟ ୭୩ ଶତକଡା ବୃଦ୍ଧି ପାଇଛି।
ଏମିତିରେ ନିର୍ବାଚନ ମଧ୍ୟ ଆସୁଛି। ପୁନର୍ବାର ଏକ ଚିନ୍ତାଧାରାକୁ ଜନସାଧାରଣଙ୍କ ଉପରେ ଠପି ଦେବା ପାଇଁ ଆର୍ତ୍ତୁଗନ ଏକ ନୂଆ ନିୟମ ଆରମ୍ଭ କରିଛନ୍ତି। 
ଏବଂ ଏକ ଜନମତ ମଧ୍ୟ ସଂଗ୍ରହ କରୁଛନ୍ତି ନିଜାମଉଦିନକୁ ନେଇ। ତେଣୁ ଏହି ମାମଲାରେ ଆର୍ତ୍ତୁଗନ ଛନ୍ଦି ହୋଇଯାଇଥିବା ବେଳେ ନିକଟ ଅତୀତକୁ ନେଇ କାଶ୍ମୀର ତୁର୍କୀର ସେଭଳି କିଛି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।
କିନ୍ତୁ ଅନ୍ୟ ପଟରେ ଏବେ ଇରାନ ଏଭଳି କିଛି ପଦକ୍ଷେପ ନେଇଛି। କାଶ୍ମୀରରେ ଯାହା ଆମେରିକା, ତୁର୍କୀ, ପାକିସ୍ତାନ ଏ ସମସ୍ତଙ୍କୁ ଚକିତ କରିଛି। ଭାରତରେ ଥିବା ଇରାନର ରାଜଦୂତ ଡକ୍ତର ମହମ୍ମଦ ଅଲ୍ଲୀ ରବାନି ଇତି ମଧ୍ୟରେ ଜାମୁକାଶ୍ମୀର ଗ୍ରସ୍ତ କରିଥିଲେ।
ଜାମୁ ଓ କାଶ୍ମୀର ପିପୁଲ ଜଷ୍ଟିସ ଫ୍ରଣ୍ଟ ନାମକ ଏକ ସମ୍ମିଳନୀରେ ଯୋଗ ଦେଇ ସେ ଯେତେବେଳେ ଜାମୁକାଶ୍ମୀର ପହଞ୍ଚିଥିଲେ ସେତେବେଳେ ତାଙ୍କର ବୟାନ ଥିଲା ଚକିତପୁର।
୨୦୧୫ ବେଳକୁ ମନିଷଦ ଭଳି ଏକ ଅଞ୍ଚଳରେ ଭାରତ ନିଜର ଏକ ମିଲିଟାରୀ ବେସ କରିବା ପାଇଁ ଏକ ସନ୍ଧିପତ୍ର ସ୍ଥାପନ କରିବାର ଥିଲା। କିନ୍ତୁ ଲୋକ ଏହାକୁ ବିରୋଧ କରିବାରୁ ଏହି ମାମଲା ଦାବି ଯାଇଥିଲା।
କିନ୍ତୁ ୨୦୧୮ ବେଳକୁ ସେଜେଲ୍ସରେ ଏକ ସନ୍ଧୀପତ୍ର ଜରିଆରେ ମନିଷଦରେ ଭାରତର ଏକ ଏମିତି ବେସକୁ ବର୍ତ୍ତମାନ ଠାବ କରାଯାଇଛି କି ଯାହା ଭାରତ ଚାହୁଁ ନଥିବା। କାରଣ ଏହି ବେସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ବେସ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କି ଏହାର ଦକ୍ଷିଣରେ ଫ୍ରାନ୍ସର ଏକ ଦ୍ଵୀପ ରହିଛି ଯାହାକୁ ରେଭାଲିନ୍ ଦ୍ଵୀପ କୁହାଯାଉଥିବା ବେଳେ ଉତ୍ତରରେ ଜିହ୍ୟୁତି ଦ୍ଵୀପକୁ ଚୀନ ପରିଚାଳିତ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.